ଦେଖନ୍ତୁ ଏବେ ଏବେ Pandya ଙ୍କ ଉପରେ ଲାଗିଲା ସାଂଘାତିକ ଆରୋପ, ଝିଅଟି ଯାହା କହିଲା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଅନେକ କ୍ରିକେଟ ମ୍ୟାଚରେ ହାର୍ଦ୍ଧିକ ନିଜର ଦମଦାର ଖେଳ ପଦର୍ଶନ କରି ଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ହାର୍ଦ୍ଧିକ ଜଣେ ଅଲ ରାଉଣ୍ଡର କ୍ରିକେଟ ଖେଳାଳି ଅଟନ୍ତି । ନିଜ ଖେଳ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ହାର୍ଦ୍ଧିକ । ହେଲେ ବନ୍ଧୁଗଣ ହାର୍ଦ୍ଧିକଙ୍କ ଉପରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି ।

ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ହାର୍ଦ୍ଧିକଙ୍କ ସହ ଜଡିତ ଏକ ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ହାର୍ଦ୍ଧିକଙ୍କ ନାମରେ ଯୌ-ନ ଦୁ-ଷ୍କ-ର୍ମ-ର ଏକ ବଡ ଅ-ଭି-ଯୋ-ଗ ଆସିଛି । କଥାରେ ଅଛି ଯେତେବେଳେ ଖରାପ ସମୟ ଆସେ ମଣିଷକୁ ହା-ରା-ସ ନକରିବା ଯାଏ ଯାଇ ନଥାଏ ।

ପ୍ରଥମେ ଆଇପିଏଲରେ ଖରାପ ପଦର୍ଶନ ଦ୍ଵିତୀୟରେ ବିଶ୍ଵ କପ୍ ରେ ଖରାପ ପଦର୍ଶନ ଓ ଏବେ ସ-ଙ୍ଘି-ନ ଅ-ଭି-ଯୋ-ଗ ।  ବନ୍ଧୁଗଣ ହାର୍ଦ୍ଧିକଙ୍କ ବି-ରୋ-ଧ-ରେ ଯୌ-ନ ଦୁ-ଷ୍କ-ର୍ମ-ରେ ଆ-ରୋ-ପ ଲାଗିଛି । ମିଡିଆ ରିପୋର୍ଟସ ଅନୁସାରେ ମୁମ୍ବାଇରେ ପାଣ୍ଡ୍ୟାଙ୍କ ବି-ରୋ-ଧ-ରେ ଏକ ମା-ମ-ଲା ରୁଜୁ ହୋଇଛି । ଅଣ୍ଡ-ର ୱା-ଲ୍ଡ ଡ-ନ୍ ଦାଉତ ଇବ୍ରାହିମଙ୍କ ସହଯୋଗୀ ରିଆଜ ଭାଟ୍ଟୀଙ୍କ ପତ୍ନୀ ରେହେନୁମା ଭାଟ୍ଟୀ ପାଣ୍ଡ୍ୟାଙ୍କ ବି-ରୋ-ଧ-ରେ ଏହି ଅ-ଭି-ଯୋ-ଗ ଆଣି ଛନ୍ତି ।

ରେହେନୁମା ଅ-ଭି-ଯୋ-ଗ କରିଛନ୍ତି ଯେ, ତାଙ୍କ ସ୍ଵାମୀ ରିଆଜ ଭାଟ୍ଟୀ କେତେକ ହାଇ ପ୍ରୋଫାଇଲ ଲୋକଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିବା ପାଇଁ ବାଧ୍ୟ କରେଇଛନ୍ତି । ଏହି ଅ-ଭି-ଯୋ-ଗ-ରେ ରିଆଜ ଭାଟ୍ଟୀଙ୍କ ସମେତ ହାର୍ଦ୍ଧିକ ପାଣ୍ଡ୍ୟା, ମୋନା ପଟେଲ, କଂଗ୍ରେସ ନେତା ରାଜୀବ ଶୁକ୍ଲା ଓ ପୃଥିବୀ ରାଜ କୋଠାରିଙ୍କ ନାମ ସାମିଲ ଅଛି ।ଏହି ଖବରଟି ଭା-ଇ-ରା-ଲ ହେବା ପରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଇମେଜ ଉପରେ ବହୁତ ଖରାପ ପ୍ରଭାବ ପଡୁଛି ।

ସୋ-ସି-ଆ-ଲ ମି-ଡି-ଆରେ ହାର୍ଦ୍ଧିକଙ୍କୁ ବହୁତ ମାତ୍ରାରେ ଟ୍ରୋ-ଲ କରାଯାଉଛି । ତେବେ ହାର୍ଦ୍ଧିକ ଯୌ-ନ ଦୁ-ଷ୍କ-ର୍ମ କରିଛନ୍ତି ନା ନାହିଁ ତାହା ଆଗକୁ ଜଣା ପଡିବ । ଏବେ ମୁମ୍ବାଇ ପୋଲିସ ଏହି ମାମଲାର ତ-ଦ-ନ୍ତ କରୁଛି ବହୁତ ଶୀଘ୍ର ସତ କଣ ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି ହାର୍ଦ୍ଧିକ ଦୋ-ଷୀ ନା ନି-ର୍ଦୋ-ସୀ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *