ପ୍ରତିଦିନ ମାତ୍ର ଗୋଟିଏ ଚୁଟକି, ବଡ ପେଟ (Belly Fat), ମୋଟାପା, ଚଉଡା ଅଣ୍ଟା ଓ ଜଙ୍ଘ ର ସବୁ ଚର୍ବି ଏକା ଥରେ ତରଳିଯିବ- Health Tips

ଆଜି ଆମେ ଆପଣଙ୍କୁ ଜଲ୍ଦି ପତଳା ହେବା ପାଇଁ, ପେଟ କମ କରିବା ପାଇଁ କିଛି ଆୟୁର୍ବେଦିକ ଉପାୟ ବିଷୟରେ କହିବୁ । ସର୍ବେ ପ୍ରଥମେ ଆପଣ ସବୁବେଳେ ଖାଇବାର ୧.୫ ଘଣ୍ଟା ପରେ ପାଣି ପିଅନ୍ତୁ । କିନ୍ତୁ ପ୍ରାୟତଃ ଲୋକମାନେ ଗୋଟିଏ ଗ୍ଳାସ ପାଣି ନେଇ ସଙ୍ଗେ ସଙ୍ଗେ ମୁହଁରେ ଲଗାଇ ପିଇ ଗଲେ । କିନ୍ତୁ ଏହା ଭୁଲ ଅଟେ । ପାଣିକୁ ସବୁବେଳେ ବସି ଧୀରେ ଧୀରେ ପିଇବା ଉଚିତ । ଯେମିତି ଆପଣ ଚା ଓ କଫି ପିଅନ୍ତି ପାଣି ବି ସେହିଭଳି ପିଅନ୍ତୁ ।

ଏହିଭଳି କରିବା ଦ୍ଵାରା ସେହି ବ୍ୟକ୍ତିର କେବେ ବି ଓଜନ ବଢିବ ନାହିଁ ଓ ମୋଟାପା ବି କେବେ ଆସିବ ନାହିଁ । ଯଦି ଆପଣଙ୍କର ଓଜନ ବଢି ଯାଇଛି ତେବେ ଆପଣ ଏହିଭଳି ଭାବରେ ପାଣି ପିଅନ୍ତୁ ଦେଖିବେ ୬ ରୁ ୭ ମାସ ମଧ୍ୟରେ ଆପଣଙ୍କର ୧୦ କିଲୋ ଓଜନ କମିଯିବ । ଯଦି ଆଣ୍ଠୁ ଗଣ୍ଠି ବ୍ୟଥା, ଗୋଇଠି ବ୍ୟଥା ଅଛି ତେବେ ଏହା ଅଳ୍ପ ଦିନ ମଧ୍ୟରେ ଭଲ ହୋଇଯିବ ।

କିନ୍ତୁ ଆପଣ ନିଜର ମୋଟାପା ଓ ଚର୍ବିକୁ କମ କରିବା ପାଇଁ ଆଜି ଆମେ ଆପଣଙ୍କୁ ୩ ଟି ଉପାୟ କହିବୁ । ପ୍ରଥମ ଅଟେ ଆଲସୀ । ଏହା ପେଟର ଚର୍ବିକୁ କମ କରିବାରେ ସାହାର୍ଯ୍ୟ କରିଥାଏ । କାରଣ ଏଥିରେ ଓମେଗା ୩, ଫ୍ୟାଟି ଏସିଡ ଓ ଫାଇବାର ଭରପୁର ମାତ୍ରାରେ ମିଳିଥାଏ । ଏମିତିରେ ଆଲସୀର ମଞ୍ଜିକୁ ୪ ମିନିଟ ପର୍ଯ୍ୟନ୍ତ ଗରମ କରିବାକୁ ପଡିବ ଓ ଶୁଖିଲା ଜୀରା ନିଅନ୍ତୁ ।

ଯଦି ତାହା ଓଦା ଅଛି ତେବେ ତାକୁ ଖରାରେ ଶୁଖାଇ ଦିଅନ୍ତୁ । ଅଜୱାଇନ ନିଅନ୍ତୁ ଏହା ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ବି ଚର୍ବିକୁ କମ କରିବା ପାଇଁ ସାହାର୍ଯ୍ୟ କରିଥାଏ । ୩ ଚାମଚ ଆଲସୀ ମଞ୍ଜି, ଦୁଇ ଚାମଚ ଜୀରା, ଦୁଇ ଚାମଚ ଅଜୱାଇନ ନିଅନ୍ତୁ । ଏହି ତିନୋଟି ଜିନିଷକୁ ନେଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଆୟୁର୍ବେଦିକ ଚୂରଣ ତିଆରି ହୋଇଗଲା । କିନ୍ତୁ ଏହି ଚୂରଣ ଆପଣଙ୍କର ପେଟର ଚର୍ବିକୁ ବହୁତ ଜଲ୍ଦି କମ କରିବ ।

ଏହି ଚୂରଣର ସେବନ କରିବା ସମୟରେ ଆପଣଙ୍କୁ ଧ୍ୟାନ ରଖିବାର ଅଛି ଖାଇବା ପରେ ଓ ଖାଇବା ପୂର୍ବରୁ ଉଷୁମ ପାଣି ପିଅନ୍ତୁ । ପୁରା ଦିନ ଭରପୁର ମାତ୍ରାରେ ପାଣି ପିଅନ୍ତୁ । ଗୋଟିଏ ଚାମଚ ଚୂରଣକୁ ଉଷୁମ ପାଣି ସହ ସବୁଦିନ ସକାଳ ଖାଇବା ପୂର୍ବରୁ ସେବନ କରିବାର ଅଛି । ସବୁଦିନ ସେବନ କରିବା ଦ୍ଵାରା ଆପଣଙ୍କ ଚର୍ବି ବହୁତ କମ ହୋଇଯିବ ।

ଯଦି ଜଲ୍ଦି ରେଜଲ୍ଟ ଚାହୁଁଛନ୍ତି ତେବେ ଦିନକୁ ଦୁଇ ଥର ଏହି ଚୂରଣ ସେବନ କରି ପାରିବେ । ଗୋଟିଏ ଚାମଚ ସକାଳ ଖାଇବା ପୂର୍ବରୁ ଓ ଗୋଟିଏ ଚାମଚ ରାତିରେ ଖାଇବା ପୂର୍ବରୁ । ଖାଇବା ଓ ଚୂରଣ ମଧ୍ୟରେ ୩୦ ମିନିଟ ଗ୍ୟାପ ରହିବା ଦରକାର । ଏହି ଚୂରଣ ଖାଇବା ପରେ ଆପଣ ଥଣ୍ଡା ଖାଦ୍ୟ ସେବନ କରନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *