ଅପେକ୍ଷା କର ! ମନ୍ନତ ରେ ପହଞ୍ଚିଥିବା NCB ଅଫସରଙ୍କୁ ଅଟକେଇଲା Shahrukh Khan ଙ୍କ ସିକ୍ୟୁରିଟି ଗାର୍ଡ, ଲୋକ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଅକ୍ଟୋବର ଦୁଇ ତାରିଖ ରେ ଜାହାଜ ରେ ହେଉଥିବା କ୍ରୁଭ ପାର୍ଟି ରେ ଏନସିବି ର ଏକ ଟିମ ରେ-ଡ଼ କରିଥିଲା ଏବଂ ସେହି ପାର୍ଟି ରୁ ସେ ବଲିଉଡ ର କିଙ୍ଗ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଙ୍କୁ ମଧ୍ୟ ଗି-ର-ଫ କରିଥିଲା । ତେବେ ଆର୍ଯ୍ୟନ ଙ୍କ ସହ ଆହୁରି ଆଠ ଜଣ ଗି-ର-ଫ ହୋଇଥିଲେ ତେବେ ଆର୍ଯ୍ୟନ ଙ୍କ ବେ-ଲ ପାଇଁ ଶାହାରୁଖ ଏବଂ ଗୌରୀ ଅନେକ ଚେଷ୍ଟା କରି ସାରିଲେଣି କିନ୍ତୁ କୋ-ର୍ଟ ବାର ବାର ତାଙ୍କ ଏହି ଆବେଦନ କୁ ଖା-ର-ଜ କରିଦେଇଛି ।


ତେବେ ଆଜି ସକାଳେ ମନତ କୁ ଯାଇଥିଲା ଏନସିବି ର ଏକ ଟିମ ପହଂଚିଥିଲେ । ଶାହାରୁଖ ଖାନଙ୍କ ଘରେ ନୋଟିସ୍ ଲଗାଇଛି ଏନସିବି ଟିମ୍ । ଆରୟନ ଖାନଙ୍କ କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ଥିଲେ ଦେବା ପାଇଁ ନୋଟିସରେ କୁହାଯାଇଛି । ଆଜି ସକାଳେ ଶାହାରୁଖ ଖାନ୍ ଆର୍ଥର ରୋଡ୍ ଜେ-ଲ ଯାଇ ପୁଅ ଆରୟନଙ୍କୁ ଭେଟିଥିଲେ । ପାଖାପାଖି ୧୫ ମିନିଟ୍ ଜେ-ଲ-ରେ ଆରୟନଙ୍କ ସହ କଥା ହୋଇଥିଲେ ଶାହାରୁଖ ।


ତେବେ ଏହାର କିଛି ସମୟ ପରେ ମନ୍ନତରେ ପହଁଚି ଥିଲେ ଏନସିବି ଅଧିକାରୀ । ସେଠାରେ କିଛି କାଗଜପତ୍ର କାମ କରିବା ପରେ ନୋଟିସ୍ ଲଗାଇ ପଳାଇ ଆସିଥିଲେ । ସେହିପରି ଶାହାରୁଖ ଖାନଙ୍କ ସହ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରକୁ ବି ଯାଇଥିଲା ଏନସିବି । ଆରୟନ ଖାନଙ୍କ ହ୍ୱାଟ୍ସଆପ୍ ଚାଟ୍ ଆଧାରରେ ଅନନ୍ୟା ପାଣ୍ଡେଙ୍କ ଘରକୁ ଏନସିବି ଟିମ୍ ଯାଇଥିବା କୁହାଯାଉଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବି ସମନ କରିଛି ।

ତାଙ୍କୁ ପଚରାଉଚରା ପାଇଁ ଏନସିବି ଅଫିସ୍ ଡକାଯାଇଛି । ଏହା ସହ ଅନନ୍ୟା ପାଣ୍ଡେଙ୍କ ଫୋନ୍ ବି ଜ-ବ-ତ କରିଛି ଏନସିବି । ତେବେ ଏହା ଭିତରେ ସବୁଠାରୁ ବଡ଼ ଖବର ହେଉଛି ଯେତେବେଳେ ଏନସିବି ର ଏହି ଟିମ ମନ୍ନତ କୁ ଆସିଥିଲେ ସେତେବେଳେ ଶାହାରୁଖ ଙ୍କ ସିକ୍ୟୁରୀଟି ତାଙ୍କୁ ଅ-ଟ-କା-ଇ ଦେଇଥିଲେ ଏବଂ ଭିତରକୁ ଯିବା ପାଇଁ ମନା କରି ଦେଇଥିଲେ ।

ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଘୁରି ବୁଲୁଛି ଏବଂ ପରେ ଲୋକମାନେ ସିକ୍ୟୁରୀଟି ପାଖରେ ସାଧାରଣ ଜ୍ଞାନ ନାହିଁ, ସାହାରୁଖ ନିଜ ପଇସା ବଳରେ ସବୁ କିଛି କରି ପାରିବେ ବୋଲି ଭାବୁଛନ୍ତି, ଚୋ-ରି ଫିର ସିନା ଜୋ-ରି ଏପରି ଅନେକ କଥା ମଧ୍ୟ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *