ସ୍କୁଲ ବ୍ଲାକବୋର୍ଡରେ ଲେଖା ଯାଇଛି ମୃତ୍ୟୁର ରହସ୍ୟ, ଏହାର ଅର୍ଥ କଣ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ପ୍ରାୟ ୧୨ ଦିନ ହେବ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନି-ଖୋ-ଜ ଥିବା ବେଳେ ତାଙ୍କ ପ-ତ୍ତା ପାଇପାରୁନି ପୁଲିସ୍‌ ।  ମମିତାଙ୍କ ନି-ଖୋ-ଜ ମିଷ୍ଟ୍ରିକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌କୁ ଗତକାଲିଠୁ ସିଲ୍‌ କରିଛି କଳାହାଣ୍ଡି ପୁଲିସ୍‌ । ଉକ୍ତ ଷ୍ଟାଡିୟମ ଭିତରୁ ମମିତାଙ୍କ ନି-ଖୋ-ଜ ହେବା ପରେ ତାଙ୍କର ମୃ-ତ-ଦେ-ହ ଉଧାର କର ଯାଇଥିଲା ।

ତେବେ ପହର ଦିନ କାଲି ରାତିରୁ ଷ୍ଟାଡିଅମକୁ ସି-ଲ୍‌ କରାଯାଇଥିବା ବେଳେ କାଲି ସକାଳେ  ସେଠାରେ ସାଇଣ୍ଟିଫିକ୍‌ ଟିମ୍‌,  ବରିଷ୍ଠ ପୁଲିସ୍‌ ଅଧିକାରୀ, ମାଜିଷ୍ଟ୍ରେଟ  ପହଞ୍ଚି ଥିଲେ । ସମ୍ପୂର୍ଣ୍ଣ ଷ୍ଟାଡିଅମକୁ  ଗୋଟିଏ ପ୍ଲାଟୁନ ଫୋର୍ସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛ-ଡା ଯାଉ ନଥିଲା । ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀ ଯା-ଞ୍ଚ କରୁଥିବା ବେଳେ ଜେସିବି  ମେଶିନ ସାହାଯ୍ୟରେ ଖୋ-ଳା-ଖୋ-ଳି  ଆରମ୍ଭ ହୋଇଥିଲା ।

ମମିତାଙ୍କ ଜଣେ ସମ୍ପର୍କୀୟଙ୍କ ଉପସ୍ଥିତିରେ ପୁଲିସ୍‌ ଖୋ-ଳା-ଖୋ-ଳି କାମ ଆରମ୍ଭ କରିଥିଲା । ନି-ଖୋ-ଜ ମମିତା ଙ୍କୁ ହ-ତ୍ୟା କରି ଏଠାରେ ପୋ-ତା-ଯା-ଇଥିବା ସ-ନ୍ଦେ-ହ-ରେ ପୁଲିସ୍‌ ଖୋ-ଳା-ଖୋ-ଳି ଆରମ୍ଭ ମଧ୍ୟ କରିଥିଲା । ତେବେ ଏହା ଭିତରେ ସେହି ସ୍କୁଲ ର ବ୍ଲାକ ବୋର୍ଡ ରେ କିଛି ଏପରି ଲେଖା ରହିଛି ଯାହାକୁ ଦେଖିବା ପରେ ହେଉଥିବା ସ-ନ୍ଦେ-ହ ଆହୁରି ବଢ଼ି ଯାଉଛି ।

ଏହା ସହ ଏହି ମିଷ୍ଟ୍ରି କୁ ଆହୁରି ର-ହ-ସ୍ୟ-ମୟ ବନେଇ ଦେଇଛି । ତେବେ ସେହି ବିଦ୍ୟାଳୟ ର ଏକ ଶ୍ରେଣୀ ଗୃହ ର ବ୍ଲାକବୋର୍ଡ ରେ କିଛି ଏପରି ଲେଖା ଯାଇଥିଲା- ଅମୃତ ନା ମୃତ, ମୃତ୍ୟୁ ରେ ମୃତ୍ୟୁ, ମୃତ୍ୟୁ ରେ ଅମୃତ୍ୟ, ଅମୃତ୍ୟ ରେ ମୃତ୍ୟୁ, ଅମୃତ୍ୟ ରେ ଅମୃତ୍ୟ । ତେବେ ଏଭଳି ଲେଖା ର ରହସ୍ୟ କଣ ? ଏହା କଣ ମମିତା ଙ୍କ ମୃ-ତ୍ୟୁ ର ର-ହ-ସ୍ୟ ସହ ଯୋଡି ହୋଇ ରହିଛି କି ।

କିମ୍ବା ଏହା ଥିଲା ପୂର୍ବ ସ-ଙ୍କେ-ତ? ଏହି ଲେଖା କୁ ଦେଖିଲେ ଏଭଳି ଅନେକ ପ୍ରଶ୍ନ ମନରେ ଆସୁଛି ତେବେ ଏହା ପଛରେ ସତ୍ୟତା କଣ ତାହା ଜଣା ନାହିଁ । ତେବେ ମମିତା ନିକ ସ୍କୁଲ ର ଉନ୍ନତି ପାଇଁ ବହୁତ ଚେଷ୍ଟା କରିଥିଲେ ପିଲାଙ୍କୁ ପଢେଇବା ପାଇଁ ବହୁତ ପ୍ରକାର ର ପ୍ରୟାସ ମଧ୍ୟ କରିଥିଲେ । ତେବେ ଆଶା କରୁଛୁ କି ମମିତା ଙ୍କୁ ଶୀଘ୍ର ନ୍ୟାୟ ମିଳୁ ।

Leave a Reply

Your email address will not be published. Required fields are marked *