‘ବୋହୂ ତୁମେ ମୋ ନାତିକୁ ଧରି ଖୁବ ଶୀଘ୍ର ଘରକୁ ଫେରିଆସେ, ମୋ ଦେହ ଅସୁସ୍ଥ, ମୁଁ ତୁମକୁ ଦେଖିବି…’ ବୋହୁକୁ ଏମିତି ଅନୁରୋଧ କଲେ ଶ୍ଵଶୁର Uttam Mohanty

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପୁଅକୁ ନେଇ ପୁଣି ଘରକୁ ଫେରି ପାରନ୍ତି ତୃପ୍ତି । ଅନେକ ଦିନର ବାଦ ବିବାଦ ପରେ ପୁଣି ଘରକୁ ଫେରି ପାରନ୍ତି ପୁଅ ଓ ପତ୍ନୀ ତୃପ୍ତି । ନାତି ନାହିଁ ବୋଲି ପୁରା ଘର ଫାଙ୍କା । ଯାହାକୁ ଭାବି ଭାବି ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ଅନେକ ଦୁଃଖିତ ଅଟନ୍ତି । ଶାଶୁ ଓ ଶ୍ବଶୁରଙ୍କ କଥା ଜାଣିବା ପରେ ଶ୍ବଶୁରଙ୍କ ସ୍ଵାସ୍ଥ୍ୟ ପାଇଁ ପୁଅକୁ ନେଇ ଘରକୁ ଫେରି ଆସିବାକୁ ଠିକ କରିପାରନ୍ତି ତୃପ୍ତି ।


ଘରୋଇ କଳି ପରେ ତୃପ୍ତି ଓ ତାଙ୍କର ନାତି ଦୂରେଇ ଯାଇ ଥିଲେ । ଶ୍ୱଶୁର ଘର ଛାଡ଼ି ବାପ ଘରେ ରହୁଥିଲେ ତୃପ୍ତି । ଯାହା ଫଳରେ ନାତି ପାଖରୁ ମଧ୍ୟ ଦୂରେଇ ରହୁଥିଲେ ଉତ୍ତମ ମହାନ୍ତି ।ନାତିକୁ ଦେଖିବା ପାଇଁ ଅନେକ ବାଟ ଯିବାକୁ ପଡୁଥିଲା । ଏହି ବୟସରେ ଏତେ ବାଟ ଯିବା ସମ୍ଭବ ହେଉ ନଥିବାରୁ ନିଜର ନାତିକୁ ଝୁରି ଝୁରି ସେ ଘରେ ରହୁ ଥିଲେ । ଏବେ ତାଙ୍କ ଦେହ ଅସୁସ୍ଥ ମଧ୍ୟ ଅଛି ।

ତେବେ ବାପାଙ୍କ ଦେହ ଖରାପ ଦେଖି ବାବୁସାନ୍ ସହି ନ ପାରି ସେ ଶେଷରେ ତୃପ୍ତିଙ୍କୁ ଅନେକ ବୁଝା ଶୁଝା କରି କହିଛନ୍ତି । ଯାହା ହେଲା ହେଲା ଆଉ ଆଗକୁ ଏପରି ହେବନି ତୃପ୍ତି । ମତେ କ୍ଷମା କରି ଘରକୁ ଫେରି ଆସ ତୃପ୍ତି । ତେବେ ବାପାଙ୍କ ଦେହ ଭଲ ନାହିଁ ସେ ପୁଅକୁ ଅନେକ ଖୋଜୁଛନ୍ତି । ଏହା ବ୍ୟତୀତ ପୁଅ ଯଦି ଘରକୁ ଫେରି ଆସିବ ତେବେ ବାପା ମଧ୍ୟ ଠିକ ହୋଇଯିବେ ବୋଲି ବାବୁସାନ୍ କହିଛନ୍ତି ।

ଉତ୍ତମ ମହାନ୍ତି ବି ନିଜ ବୋହୁ ତୃପ୍ତି କୁ ବହୁତ୍ ବୁଝେଇ ଅନୁରୋଧ କରି କହିଛନ୍ତି ଯେ ମୋ ଦେହ ଭଲ ନାହିଁ ରେ ମାଆ । ବୋହୁ ତୁମେ ମୋ ନାତିକୁ ଧରି ଖୁବ୍ ଶୀଘ୍ର ଘରକୁ ଫେରି ଆସ । ତେବେ ମୋ ନାତିକୁ ଦେଖିବାକୁ ବହୁତ୍ ଇଚ୍ଛା ହେଉଛି । ତୁ ମୋ ନାତିକୁ ଧରି ଘରକୁ ପଳେଇ ଆସେ ବୋହୂ । ତେବେ ଦେଖିବାକୁ ବାକି ରହିଲା ଶଶୁରଙ୍କ କଥା ରଖି ତୃପ୍ତି ତାଙ୍କ ପୁଅକୁ ନେଇ ଶଶୁର ଘରକୁ କେବେ ଫେରୁଛନ୍ତି ।


ତେବେ ଉତ୍ତମ ମହାନ୍ତି ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ଆଉ କୌଣସି ବି ମୁହୂର୍ତ୍ତ ରେ ଆମ୍ବୁଲାନ୍ସ ର ଆବଶ୍ୟକ ପଡିପାରେ ବୋଲି  ସୂଚନା ମିଳିଥିଲା । ତେବେ ପ୍ରକୃତ ରେ ଉତ୍ତମ ମହାନ୍ତି ଙ୍କ ର କଣ ହୋଇଥିଲା ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଭଳି ଅଛି ସେ ବିଷୟ ରେ ପରିବାର ପକ୍ଷରୁ କୈଣସି ବି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।


ଅଭିନେତା ଉତ୍ତମ ମହାନ୍ତି ନବେ ଦଶକ ରେ ସିନେମାରେ ନିଜର ଅଭିନୟ ମାଧ୍ୟମ ରେ ଏକ ସ୍ୱତନ୍ତ୍ର ଛାପ ଛାଡିଥିଲେ । ଆଉ ଆଜି ବି ତାଙ୍କର ଅଭିନୟ କୁ ଦର୍ଶକ ମାନେ ମନେ ରଖିଛନ୍ତି  । ଉତ୍ତମ ମହାନ୍ତି ଙ୍କ ସ୍ବାସ୍ଥ୍ୟ ବହୁତ୍ ଶୀଘ୍ର ଠିକ୍ ହେଇଯାଉ ବୋଲି ଭଗବାନ ଙ୍କ ନିକଟରେ ତାଙ୍କ ପାଇଁ କାମନା କରିବୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *