ମୁଁ ସିନା ଭଲ ପାଉଥିଲି ସେ ମୋତେ ଭଲ ପାଉନଥିଲା, ଅସଲି ଖେଳ ଆଉ ଜଣେ ଖେଳି ମୋ ନାଁ କୁ ବଦନାମ୍ କରୁଛନ୍ତି ! ମିଡିଆ ସାମ୍ନାରେ କହିଲେ ପ୍ରେମିକ ସଞ୍ଜୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ” ମୁଁ ସିନା ଭଲ ପାଉଥିଲି ,ହେଲେ ଅସଲି  ଖେଳ ଆଉ ଜଣେ କରୁଥଲା , ମୁଁ ମିଛଟାରେ ବଦନାମ ହେଉଛି । ସଞ୍ଜୟଙ୍କ କହିବା ଅନୁସାରେ ମୁଁ ଶୁଭଲକ୍ଷ୍ମୀଙ୍କୁ ଭଲ ପାଉଥିଲି ଏବଂ ତାଙ୍କ ଘରେ ମଧ୍ୟ କହିଥିଲି । ମାତ୍ର ତାଙ୍କ ମା ପୂର୍ବରୁ ଜାଣିଥିଲେ କି ଶୁଭଲକ୍ଷ୍ମୀ ଅନିଲ ବୋଲି ପୁଅକୁ ଭଲ ପାଉଛି । ସେଥିପାଇ ଯେବେ ମୁଁ ଶୁଭଲକ୍ଷ୍ମୀଙ୍କ ଘରକୁ ତାଙ୍କୁ କ୍ଷମା ମାଗିବାକୁ ଓ ମୋ ସହିତ ଛାଡିବାକୁ କହିଲି ।

ତାଙ୍କ ବାପାମା ମନା କରୁଥିଲେ କିନ୍ତୁ ସେ ପୁଅ ଅନିଲ ସହିତ ଛାଡିଥିଲେ । ତା ମାନେ ଶୁଭଲକ୍ଷ୍ମୀଙ୍କ ବାପାମା ଆଗକୁ ଜାଣିଥିଲେ କିନ୍ତୁ ମୁଁ ଏହାକୁ ବୁଝିପାରିନଥିଲି । ଆଜି କୁ 20 ଦିନ ହେଲାଣି ମୁଁ ଫୋନ ବା ଚାର୍ଟ କରିନି । ହଁ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି କିନ୍ତୁ ସେ ମୋତେ ଭଲ ପାଉ ନ ଥିଲା । ଏସବୁ ପଛରେ ତାଙ୍କ ମା ମିଛ କହୁଛନ୍ତି ସେ ପ୍ରଥମେ ମିଡିଆରେ କହିଥିଲେ ସାମ୍ନାରେ କହିଥିଲେ କି ଝିଅ 30 ତାରିଖ ଦିନ  ଆସିଥିଲା ଭୁବନେଶ୍ବର କିନ୍ତୁ ପରେ କହୁଛନ୍ତି କି 2 ତାରିଖ ।

ଏଥିରୁ ଜଣାପଡୁଛି କି ବାପାମା ଶୁଭଲକ୍ଷ୍ମୀ ଓ ଅନିଲ ସମ୍ପର୍କରେ ସବୁ କିଛି ଜାଣିଛନ୍ତି । ଶୁଭଲକ୍ଷ୍ମୀ ଅନିଲଙ୍କୁ ଭଲ ପାଇଲା ତା ସହିତ ତିନି ଦିନ ରହିଲା ପରେ ସେ କଣ ପାଇଁ ହୋଟେଲ ଗଲା କିପରି ଘଟଣା ଟି ହେଲା ମୁଁ କିଛି ଜାଣିନି କିନ୍ତୁ ତାଙ୍କ ବାପାମା ଓ ସମସ୍ତେ ମୋତେ ବଦନାମ କରୁଛନ୍ତି । ମୁଁ ତୋ ମାସେ ହେଉଛି ତା ସହ କଥା ହେଇନି କି ମିଶିନି କିନ୍ତୁ ପୋଲିସ ତିନିଥର ହେଉଛି ମୋତେ ପଚାରୁଛି ।

ଯାହା ଫଳରେ ମୋ ପରିବାରର ବଦନାମୀ ହେଉଛି । ମୁଁ ଶୁଭଲକ୍ଷ୍ମୀକୁ ଭଲ ପାଇଁ ଭୁଲ କରିଛି ସେଥିପାଇ କିଛି ନ କରି ମଧ୍ୟ ଦୋଷୀ ହୋଇ ଛିଡା ହେଇଛି । ମୁ  କେବଳ ଏଥିକି ଚାହେଁ କି ପ୍ରକୃତ ସତ ସାମ୍ନାକୁ ଆସୁ ଏବଂ ଏହି ଯେଉଁ ଭାର ମୁଁ ବୋହୁଛି ଲୋକେ ରାସ୍ତାରେ ଭିନ୍ନ ନଜର ଦେଖୁଛନ୍ତି ମୁଁ ସହ୍ୟ କରିପାରୁନି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କାମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *