ମାଡ଼ି ଆସୁଛି ବଡ ମହାବାତ୍ୟା ! 200 କିମି ବେଗରେ ବହିବ ପବନ, 50 ଫୁଟ ଉଚ୍ଚର ଉଠିବ ଜୁଆର, ଏହି ଜାଗାକୁ ସବୁଠୁ ଅଧିକ କରିବ ପ୍ରଭାବିତ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଆଉ ଏକ ବାତ୍ୟା ଆସୁଛି । ବଳ ଗୋଟାଉଛି ବାତ୍ୟା । ସମୁଦ୍ର ଉପକୂଳ ଆଡୁକୁ ଭୟଙ୍କ ର ବେଗରେ ଆସୁଛି ମାଡି । ୫୦ ଫୁଟ ଉଠିବ ସମୁଦ୍ର ଜୁଆର । ୨୦୦ କିମି ବେଗରେ ବହିବ ପବନ । ମାଡି ଆସୁଛି ଭୟଙ୍କର ବେଗ ରେ ବାତ୍ୟା । ସମୁଦ୍ର ରୁ ବଳ ଗୋଟେଇ ସ୍ଥଳ ଭାଗ କୁ ମାଡି ଆସୁଛି ବାତ୍ୟା । ଯାହାକୁ ନେଇ ଆନ୍ତକିତ୍ ଏବେ ଉପକୂଳ ବାସୀ । ତେବେ ଏହି ଭଳି ଏ ବର୍ଷ ର ଏ ବାତ୍ୟା କୁ ସବୁ ଠାରୁ ବଡ଼ ବାତ୍ୟା ବୋଲି କୁହାଯାଉଛି ।

ପୂର୍ବ ସ୍ଚାଇନା ଦେଇ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା । ବାତ୍ୟା ପ୍ରଭାବ ରେ ଜାପାନ ର ଦକ୍ଷିଣ ଉପକୁଳବର୍ତ୍ତୀ ଅଞ୍ଚଳ ରେ ପ୍ରଭାବିତ ରହିବ ବୋଲି କହିଛି ପାଣି ପାଗ ବିଭାଗ । ଏଥି ପ୍ରତି ଥିବା ଚାଇନା ର ପୂର୍ବ ଉପକୁଳବର୍ତ୍ତୀ ସହର ଗୁଡିକ ପ୍ରତି ବାତ୍ୟା ବିପଦ ଘେରି ରହିଛି । ଏହି ସୁପର ତାଇଫୁନ୍ସ୍ ର ନାଁ ଫିନାମମୋର୍ ରଖା ଯାଇଛି । ଏହାର ପ୍ରଭାବ ରେ ବର୍ତ୍ତମାନ ସମୁଦ୍ର ର ମଧ୍ୟ ରେ ପବନ ଘଣ୍ଟା ପ୍ରତି ବେଗରେ ୩୫୭ କିମି ୧୬୦ ମାଇଲ୍ସ୍ ରହିବ ।

ତେବେ ଏହି ସୁପର ଟାଇଫୋନ୍ ଉପକୂଳ ଅଞ୍ଚଳ ରେ ପବନ ର ବେଗ ଧୀରେ ଧୀରେ ବଢିବା ରେ ଲାଗିଛି । ତେବେ ପବନ କୁ ଦେଖି କିଛି କିଛି ଅଞ୍ଚଳ ରେ ଥିବା ଲୋକ ମାନେ ଏବେ ବହୁତ ଭୟବିତ ହୋଇ ଯାଇଛନ୍ତି । ହିନାମୋନର ପ୍ରଭାବ ରେ ସମୁଦ୍ର ଜୁଆର ୫୦ ଫୁଟ ବା ୧୫ ମିଟର ଉଚ୍ଚ କୁ ଉଠି ପାରେ । ଜାପାନ ଏଜେନ୍ସି ଏହାକୁ ବହୁତ ବଡ଼ ବାତ୍ୟା ର ଆଖ୍ୟା ଦେଇ ସାରିଛନ୍ତି ।


ତେବେ ଯଦି ଏହି ଅବସ୍ଥା ରେ ବାତ୍ୟା ସ୍ଥଳ ଭାଗରେ ମାଡ଼ ହୁଏ ତାହେଲେ ଭୟଙ୍କ ର ସ୍ଥିତି ହେବାର ଆଶଙ୍କା ରହିଛି । ହଙ୍କଅଙ୍କ ପାଣିପାଗ ବିଭାଗ କହିଛି ଦିନ ୧୦ ଟା ସୁଦ୍ଧା ଟାଇଫୋନ୍ ଜାପାନ ଓଟିନାର୍ ଠାରୁ ୨୩୦ କିମି ଦୂର ରେ ଏହା କେନ୍ଦ୍ରି ଭୁତ ହୋଇ ଥିଲା । ଏହା ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗ ରେ ଘଣ୍ଟା ପ୍ରତି ୨୨ କିମି ବେଗ ରେ ରାଇକ୍ୟୁରି ଦୀପପୁଞ୍ଜ ରେ ପ୍ରଭାବ ରେ ରାଇକ୍ୟୁରି ରେ ୨୦୦ ରୁ ୩୦୦ କିମି ରୁ ବର୍ଷା ରେକର୍ଡ ବି ହେଲାଣି ଏହା ପ୍ରଭାବ ରେ ସ୍ଥଳ ଭାଗ କେବେ ପ୍ରଭାବ ହେବ ତାହା ବିଷୟ ରେ କୌଣସି ସୁଚନା ଦିଆଜାଇ ନାହିଁ ।


ଅନ୍ୟପଟେ ଆମେରିକା ଜଏଣ୍ଟ୍ ଡାଇଫୋନସେଟ୍ କହିଛନ୍ତି ଯେ ଏହି ସୁପର ଟାଇଫୋନ୍ସ୍ କହିଛନ୍ତି ଯେ ଆଗାମୀ ଦିନ ରେ ସାମାନ୍ୟ ଦୁର୍ବଳ ହେଇ ପାରେ ତଥାପି ଏହା ପ୍ରଭାବ ରେ ଘଣ୍ଟାପ୍ରତି ପବନର ବେଗ ୨୦୦ କିମି କିମ୍ବା ତାଥରୁ ଅଧିକ ବେଗ ରହିବ । ଏହି ସୁଚନା ପାଇଁ ଜାପାନ ସରକାର ବାତ୍ୟା ର ମୁକାବିଲା ପାଇଁ ପୁରା ପ୍ରସ୍ରୁତି କରିବା ସହ ସତର୍କ ରହିବାର ମଧ୍ୟ କୁହାଯାଉଛି । ଏହା ସ୍ଥଳ ଭାଗ ରେ ନିକଟ ବର୍ତ୍ତୀ ହୋଇ ଉପକୂଳ ବାସୀ ଙ୍କୁ ସ୍ଥାନାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିବାକୁ ନଜର ରେ ରଖିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *