‘ବୋହୁର ଅଣ୍ଟାରେ ଶ୍ୱଶୁର ହାତ ମାରୁଛି ବୋଲି ଅଭିଯୋଗ ହୋଇଛି କିନ୍ତୁ ପ୍ରକୃତ ଘଟଣା ହେଲା…’ ଏମିତି କାହିଁକି କହିଲେ ଆଡଭୋକେଟ ବ୍ୟୋମକେଶ ତ୍ରିପାଠୀ, ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ତେବେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କେନ୍ଦୁଢ଼ିପି ଗ୍ରାମର ଶଶୁର ବୋହୂ ଖବର ଏବେ ସବୁଠି ଚର୍ଚ୍ଚା ମୋ ଶଶୁର କି ପ୍ରାଇଭେଟ୍ ପାର୍ଟରେ ହାତ ମାରୁଛନ୍ତି ମୁଁ ପରିସ୍ରା କରିବା ସମୟରେ ମତେ ଚାହୁଁଛନ୍ତି ଏମିତିକି ମୁଁ ଶୋଇବା ବେଳେ ଆସି ମତେ ଦେଖୁଛନ୍ତି ଏମିତିକି ମୋ ଅଣ୍ଟା ଓ ଛାତିରେ ମଧ୍ୟ ହାତ ମାରୁଛନ୍ତି |ଏମିତି ଅନେକ କଥା ନିଜ ବାପା ସମାନ ଶଶୁରଙ୍କୁ ସମାଜ ଆଗରେ କଳଙ୍କିତ କରିଛନ୍ତି ଜଣେ ବୋହୁ ।


ଏବେ ଶଶୁର ବୋହୂ ସମ୍ପର୍କକୁ ନେଇ ଚାନ୍ଚଲ୍ୟ ଖେଳି ଯାଇଥିବା ଖବର ଚର୍ଚ୍ଚାରେ ରହିଛି କିଏ କହୁଛି ସତ ଆଉ କିଏ କହୁଛି ମିଛ ମହିଳାଙ୍କ ସ୍ଵାମୀ ଏହି ଘଟଣାରେ ଚୁପ୍ ରହିବା କେତେଦୂର ଯୁକ୍ତିଯୁକ୍ତ ଏହା ମଧ୍ୟରେ କିଛି ରହସ୍ୟ ଲୁଚି ରହିଛି କି । ତେବେ ଯଦି ଶଶୁର କିଛି ଭୁଲ୍ କରୁଥିଲେ ତାହେଲେ ବୋହୂ ଶାଶୁଙ୍କୁ ଏ ବିଷୟରେ ଜଣାଇଲେ ନାହିଁ କାହିଁକି ଶାଶୁ କଣ ନିଜ ସ୍ଵାମୀ ଅର୍ଥାତ୍ ବୋହୂଙ୍କ ଶଶୁରକୁ ତାଗିଦ୍ କରି ନଥାନ୍ତେ ।

ଦର୍ଶକ ବନ୍ଧୁ ଶଶୁରଙ୍କ କହିବା ଅନୁସାରେ ଲକ୍ଷେ ଟଙ୍କା ବିନିମୟରେ ବାର୍ଥରୁମ୍ ବନେଇବା ଏବଂ ବାରମ୍ବାର ବୋହୂକୁ ତାଗିଦ୍ କରିବା ସତ୍ତ୍ୱେ ବୋହୂ ବାଡିପଟ କଦଳୀ ଗଛ ପାଖକୁ ଯାଉଥିଲେ କାହିଁକି । ତେବେ ବର୍ତ୍ତମାନ ସେହି ଉପରେ ବରିଷ୍ଠ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି ଆଜିକାଲି ର ପୁଅ ମାନେ ସ୍ତ୍ରୀ ଆସିବା ପରେ ବାପା ମାଆ ଙ୍କୁ ଭୁଲି ଯାଉଛନ୍ତି । ଦଶ ମାସ ଦଶ ଦିନ ଗର୍ଭ ରେ ରଖି କେତେ ଯେ କଷ୍ଟ ଦୁଃଖ ସହି ସେ ସେହି ପୁଅ କୁ ଜନ୍ମ ଦେଇଥିଲା ତାହା ସେ ଭୁଲି ଯାଉଛି ।

ତେବେ ବାପା ମା ଅନେକ କଷ୍ଟ ସହି ନିଜ ପିଲା ଙ୍କୁ ବଡ଼ କରି ଥାଆନ୍ତି, ନିଜେ ଭୋକ ଉପାସ ରେ ରହି ପିଲା ମାନଙ୍କର ଭରଣ ପୋଷଣ କରି ତାଙ୍କୁ ଏକ ଭଲ ମଣିଷ ରୂପେ ପରିଚୟ ଦେଇ ଥାଆନ୍ତି । ଗୋଟେ ପିଲା ର ସବୁଠୁ ବଡ଼ ସାହସ ତା ବାପା ମା ହିଁ ହୋଇ ଥାଏ ଆଉ ତା ବାପା ମା ର ଜୀଵନ ତା ଛୁଆ ହିଁ ହୋଇ ଥାଏ । କିନ୍ତୁ ଏମିତି ବି କିଛି ନିନ୍ଦନୀୟ ପିଲା ଅଛନ୍ତି ଯେଉଁ ମାନେ ବଡ଼ ହୋଇ ଗଲେ ଆଉ ସେହି ବାପା ମା ଙ୍କର ମୂଲ୍ୟ କୁ ବୁଝି ପାରନ୍ତି ନାହିଁ ।


ତେବେ ସେ ଯେଉଁ ବୋହୁ ଟି ଅଭିଯୋଗ କରିଛି କି ମୋ ଶଶୁର ମୋତେ ଖରାପ ନଜରରେ ଦେଖୁଛନ୍ତି କି ମୋ ଅଣ୍ଟା ରେ ହାତ ମାରୁଛନ୍ତି ଏହା ସମ୍ପୂର୍ଣ୍ଣ ମିଛ ତେବେ ସେ ବୃଦ୍ଧ ଜଣଙ୍କ ଠିକରେ ଚାଲି ବି ପାରୁ ନାହାଁନ୍ତି ସେ ଠିକ ସେ ଶୁଣି ମଧ୍ୟ ପାରୁ ନାହାଁନ୍ତି ଏଭଳି ବ୍ୟକ୍ତି କିପରି କିଛି କରି ପାରିବ ଯାହା ପାଖରେ ବଳ ହିଁ ନାହିଁ । ଓଲଟା ସେମାନେ ସବୁ ପେନସନ ପଇସା ନେଇ ଯାଇଛନ୍ତି ଏବଂ ଘର ନିଜ ନାମରେ କରିବା ପାଇଁ ଯୋଜନା କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *