ଶ୍ଵଶୁରଙ୍କ ନାଁରେ ମିଛ ଆରୋପ ଲଗେଇଥିବା ବୋହୁର ଅସଲ ଚେହେରା ଖୋଲିଦେଲେ ଶାଶୁ, କହିଲେ ‘ରାତି ୮ଟା ରେ ମୋ ବୋହୂ କଦଳୀ ଗଛ ପାଖକୁ ଯାଏ, ଆମେ ସବୁ କିଛି ଦେଖି…’

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ ବର୍ତ୍ତମାନ ସମାଜରେ ରେ ସାନ ବଡ, ଗୁରୁ ଗୁରୁଜନ ଙ୍କୁ ଖାତିରି କରୁ ନାହାନ୍ତି । ଯାହା ଫଳରେ ଛୋଟ ଛୋଟ କାରଣ ପାଇଁ ଲୋକ ମାନେ ଅଭାବନୀୟ ଘଟଣା ଘଟଉଛନ୍ତି ତେବେ ଘରର ବୋହୁ ବର୍ତ୍ତମାନ କାହାକୁ ଖାତିର କରୁ ନାହିଁ ଏବଂ ନିଜର କର୍ତ୍ତବ୍ୟ ମଧ୍ୟ କରୁ ନାହିଁ ତେବେ ବୋହୂ ବର୍ତ୍ତମାନ ନିଜ ଶାଶୁ ଶଶୁର ଙ୍କୁ ମା-ରିବା ଏବଂ ସେମାନଙ୍କ ଉପରେ ଅତ୍ୟାଚାର କରିବା ଘଟଣା ଆଜିକା ସମୟରେ ସାଧାରଣ ହୋଇ ଗଲାଣି ।


ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଚକିତ ହୋଇଯିବେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ବାପା ମା ଅନେକ କଷ୍ଟ ସହି ନିଜ ପିଲା ଙ୍କୁ ବଡ଼ କରି ଥାଆନ୍ତି, ନିଜେ ଭୋକ ଉପାସ ରେ ରହି ପିଲା ମାନଙ୍କର ଭରଣ ପୋଷଣ କରି ତାଙ୍କୁ ଏକ ଭଲ ମଣିଷ ରୂପେ ପରିଚୟ ଦେଇ ଥାଆନ୍ତି ।

ଗୋଟେ ପିଲା ର ସବୁଠୁ ବଡ଼ ସାହସ ତା ବାପା ମା ହିଁ ହୋଇ ଥାଏ ଆଉ ତା ବାପା ମା ର ଜୀଵନ ତା ଛୁଆ ହିଁ ହୋଇ ଥାଏ । କିନ୍ତୁ ଏମିତି ବି କିଛି ନିନ୍ଦନୀୟ ପିଲା ଅଛନ୍ତି ଯେଉଁ ମାନେ ବଡ଼ ହୋଇ ଗଲେ ଆଉ ସେହି ବାପା ମା ଙ୍କର ମୂଲ୍ୟ କୁ ବୁଝି ପାରନ୍ତି ନାହିଁ । ବିବାହ କରି ସାରିବା ପରେ ପୁଅ ସ୍ତ୍ରୀ ସହ ମିଶି ନିଜ ବାପା ମା ଙ୍କ ସହିତ ଅତ୍ୟାଚାର କରିବା ଆରମ୍ଭ କରି ଥାଏ, ଏମିତି କି ନିଜ ବାପା ମା ଙ୍କୁ ଘରୁ ମଧ୍ୟ ବାହାର କରି ଦେବା ପାଇଁ ପଛାଇ ନଥାନ୍ତି ।

ତେବେ ଆଜି ସେଭଳି ଏକ ଘଟଣା ପୁଣି ଆଖି ସାମ୍ନା କୁ ଆସିଛି ଯାହାକି ଖୁବ ଲଜ୍ୟାଜନକ ଘଟଣା ଅଟେ । ତେବେ ବୋହୂ ମହିଳା କମିଶନ ରେ ଶାଶୁ ଶଶୁର ଙ୍କ ନାଁ ରେ ଅଭିଯୋଗ କରିଛନ୍ତି ଆଉ ଅଭିଯୋଗ ଥିଲା କି ଶାଶୁ ଶାରୀରିକ ନିର୍ଯାତନା ଦେଇ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । କିନ୍ତୁ ଘଟଣା ଟି ସମ୍ପୂର୍ଣ୍ଣ ଭାବରେ ଓଲଟା ଯାହାକି ଶାଶୁ ଶଶୁର ଅଭିଯୋଗ କରି ଆଣିଛନ୍ତି ।

ଦଶ ମାସ ଓ ଦଶ ଦିନ ଗର୍ଭରେ ରଖି ଯେଉଁ ପୁଅ କୁ ଜନ୍ମ ଦେଇ ଥିଲେ ସେ ବୋହୂ ସହ ମିଶି ବାପା ମା ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି ଏମିତି କି ଗୋଡ଼ ହାତ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏଭଳି ଏକ ଘଟଣା ଯାଜପୁର ଅଞ୍ଚଳ ରେ ହିଁ ଦେଖିବା ପାଇଁ ମିଳିଛି । ଶାଶୁ ଙ୍କର କହିବା ଅନୁଯାଇ ତାଙ୍କ ବୋହୂ ୫ ବର୍ଷ ହେବ ବିବାହ କଲାଣି ଆଉ ବର୍ଷେ ପରେ ସେ ତାର ଅତ୍ୟାଚାର ଆରମ୍ଭ କରି ଦେଇ ଥିଲା ।


ତେବେ ବୋହୂ ର କୌଣସି କର୍ତ୍ତବ୍ୟ ସେ କରେ ନାହିଁ ଆଉ ନ ଗାଧେଇକି ଖାଇବା ପାଇଁ ଦିଏ ତେଣୁ ଆମେ ଖାଉନା । ଏମିତି ପୋଲିସ ଥାନା ଯାଇଁ ଯାଇଁ ବହୁତ ବିରକ୍ତ ଲାଗିଲାଣି, ଆମେ ଭାବି ଥିଲୁ କି ଆମେ ନିଜେ ରୋଷେଇ କରିକି ନିଜେ ଖାଇବୁ କିନ୍ତୁ ବୋହୂ ତାର ଏମିତି ମିଛ ଅଭିଯୋଗ ଆମ ନାଁ ରେ କରି ସାରିଲାଣି । ଆଉ ବଞ୍ଚିବାକୁ ଏମିତି ଇଚ୍ଛା ହେଉ ନାହିଁ କିଛି ଯଦି ନ୍ୟାୟ ନ ମିଳେ ତେବେ ଶେଷରେ ଆମେ ବିଷ ଖାଇ ଆତ୍ମହତୟଆ କରିବୁ ।

କେବଳ ଏତିକି ନୁହେଁ ବରଂ ବୋହୂ ଜଣଙ୍କ ଅନେକ ଥର ଶାଶୁ ଙ୍କୁ ମାଡ଼ ମାରିଛନ୍ତି ବୋଲି ମଧ୍ୟ ଶାଶୁ କହିଛନ୍ତି । ତେବେ ସବୁଠୁ ବଡ଼ ଦୁଃଖ ର କଥା ହେଉଛି ବୋହୂ ଯାହା କଲେ ବି ସେଥିରେ ପୁଅ ତାଙ୍କୁ ସପର୍ଟ ଦିଅନ୍ତି । ତେବେ ସେ କହିଛନ୍ତି ବୋହୁ ସବୁବେଳେ କଦଳୀ ଗଛ କୁ ଯାଏ ରାତିରେ ଦିନ ରେ ତେବେ ଘରେ ଗାଧୁଆ ଘର ଥାଇ ସେ କଦଳୀ ଗଛ କୁ କାହିଁକି ଯାଉଛି ଏତିକି କହିବାରୁ ସେ ମାରିବା ଆରମ୍ଭ କରି ଦେଇଥିଲେ । ତେବେ ନ୍ୟାୟ ନ ମିଳିଲେ ମରିଯିବୁ ବୋଲି ସେ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *