ସାଉଥ ଷ୍ଟାର Suriya ଙ୍କ ପାଇଁ ବଢିଲା ଅଡୁଆ, ସୁରିୟା ଙ୍କୁ ଆକ୍ରମଣ କଲେ ମିଳିବ 1 ଲକ୍ଷ ଟଙ୍କା ପୁରସ୍କାର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ସୂର୍ଯ୍ୟା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଅନେକ ଫିଲ୍ମ ରେ ଅଭିନୟ କରି ଇଣ୍ଡଷ୍ଟ୍ରୀ ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସୂର୍ଯ୍ୟା ଙ୍କ ପ୍ରାୟ ସମସ୍ତ ଫିଲ୍ମ ବକ୍ସ ଅଫିସ ରେ ସୁପରହିଟ ସାବ୍ୟସ୍ତ ହୋଇଥାଏ । ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ ଖୁବ ମାତ୍ରାରେ ପସନ୍ଦ କରିଥାନ୍ତି । ନିକଟରେ ଏହି ଅଭିନେତା ଙ୍କ ଫିଲ୍ମ ”ଜୟଭୀମ” ରିଲିଜ ହୋଇଛି ।

ଏହି ଫିଲ୍ମ କୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି । କିନ୍ତୁ କୌଣସି ଏହି ଫିଲ୍ମ କୁ ନେଇ ବି-ବା-ଦ ସୃଷ୍ଟି ହୋଇଛି । ଏହି କାରଣରୁ ବର୍ତ୍ତମାନ ଏହି ଅଭିନେତା ଚର୍ଚ୍ଚା ର ବିଷୟ ସାଜିଛନ୍ତି । ତେବେ ଏହା ପଛରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଅଭିନେତା ସୂର୍ଯ୍ୟା ଙ୍କ ପାଇଁ ବଢ଼ିଲା ଅ-ଡ଼ୁଆ । ଜୟଭୀମ ଫିଲ୍ମ କୁ ନେଇ ଟା-ର୍ଗେ-ଟ । ସୂର୍ଯ୍ୟା ଙ୍କୁ ଆ-କ୍ର-ମ-ଣ କରିଲେ ମିଳିବ ଏକ ଲକ୍ଷ ଟଙ୍କା ର ପୁରସ୍କାର ।

ରିସେଣ୍ଟ ହି-ଟ୍ ହୋଇଥିବା ଜୟଭୀମ ଫିଲ୍ମ କୁ ନେଇ ବଢ଼ିଲା ବି-ବା-ଦ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଅଭିନେତା ସୂର୍ଯ୍ୟା ଶିବ କୁମାର ଙ୍କୁ ମିଳିଛି ଖୋଲା ଖୋଲି ଭାବରେ ଧ-ମ-କ । ଯିଏ ଏହି ଅଭିନେତା ଙ୍କୁ ଆ-କ୍ର-ମ-ଣ କରିବ ତାଙ୍କୁ ମିଳିବ ଏକ ଲକ୍ଷ ଟଙ୍କା ର ନଗଦ ପୁରସ୍କାର । ଏହିଭଳି କିଛି ଧ-ମ-କ-ଚମକ ପରେ ବଢ଼ିଛି ଅଭିନେତା ଙ୍କ ସୁରକ୍ଷା ଚିନ୍ତା । ଏଥିପାଇଁ ଚେନ୍ନାଇ ସ୍ଥିତ ଟି ନଗର ରେ ଥିବା ଅଭିନେତା ଙ୍କ ବାସ ଭବନ ରେ ପୋଲିସ ରଖିଛି କଡ଼ା ନଜର ।

ବାନୀୟର ସଂପ୍ରଦାୟ ଜୟଭୀମ ଫିଲ୍ମ କୁ ନେଇ ବି-ରୋ-ଧ କରିବା ସହିତ ଫିଲ୍ମ ନାଁ ରେ ଥାନା ରେ ମଧ୍ୟ ଅ-ଭି-ଯୋ-ଗ ଦେଇଛନ୍ତି । ସଂପ୍ରଦାୟ ର ପ୍ରତୀକ କଳସ ନି-ଆଁ ଚିହ୍ନ କୁ ଫିଲ୍ମ ରେ ବ୍ୟବହାର ତାଙ୍କ ପ୍ରତି ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି ବୋଲି ବାନୀୟର ସଂପ୍ରଦାୟକ କହିଛନ୍ତି । ଏହାକୁ ନେଇ ପଟ୍ଟୁଲି ମକଲକାଚି ପାର୍ଟି ର ମଇଲାଡୁତୁରେ ଜିଲ୍ଲା ସଂପାଦକ ପନିରସିଲ୍ଭମ ଅଭିନେତା ଙ୍କୁ ଆ-କ୍ର-ମ-ଣ ପରେ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଗଣ ମାଧ୍ୟମ ସାମ୍ନା ରେ ଘୋ-ଷ-ଣା କରିଛନ୍ତି ।

କେବଳ ସେତିକି ନୁହେଁ ନଭେମ୍ବର ୧୪ ତାରିଖ ଦିନ ଏହି ଦଳ ର କର୍ମକର୍ତ୍ତା ମାନେ ସ୍ଥାନୀୟ ସିନେମା ହଲ ଉପରେ ଆ-କ୍ର-ମ-ଣ କରି ଜବରଦସ୍ତ ସିନେମା ର ସ୍କ୍ରିନିଂ ବନ୍ଦ କରିବାକୁ ଧ-ମ-କ ଦେଇଥିଲେ । ଜୟଭୀମ ଫିଲ୍ମ ର ପ୍ରଯୋଜକ ଓ ଅଭିନେତା ସୂର୍ଯ୍ୟା ଙ୍କ ବି-ରୋ-ଧ ରେ ଆ-ଇ-ନ-ଗତ ନୋଟିସ ମଧ୍ୟ ପଠାଇଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *