ସୁର ଭାଇଙ୍କ ଇଏ କି କାରନାମା ! ଦେଖିଲେ ହସି ହସି ଗଡିବେ ଆପଣ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।


ତେବେ ସେ ବହୁତ ଥର ମିଡ଼ିଆ ରେ ନିଜର ଅସଭ୍ୟ ବ୍ୟବହାର କିମ୍ବା ଗାଳି ଗୁଲଜ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ସୁର ରାଉତରାୟ ଙ୍କ ର ଏକ ଭିଡିଓ ଖୁବ ଭାଇରାଲ ହେଉଛି ତେବେ ଆପଣ ଜାଣିଥିବେ ବର୍ତ୍ତମାନ ର ଭୁବନେଶ୍ୱର ର ମେୟର ସୁଲୋଚନା ମ୍ୟାଡାମ ଭୁବନେଶ୍ୱର ର ରାସ୍ତା ଘାଟ କୁ ସଫା ସୁତୁରା କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି ।

ତେବେ ସେ ରାଜଧାନୀ କୁ ସୁନ୍ଦର କରିବା ପାଇଁ ସବୁ କିଛି କରୁଛନ୍ତି ତେବେ ରାସ୍ତା ରେ ଯେଉଁ ବିକାଳି ମାନଂକୁ ମଧ୍ୟ ହଟେଇ ଦେଉଛନ୍ତି । ତେବେ ସେଠାରେ ଆମର କଂଗ୍ରେସ ବିଧାୟକ ସୁର ଭାଇ ରାସ୍ତା ମଝିରେ ହିଁ ପରିସ୍ରା କରୁଛନ୍ତି । ତେବେ ଜଣେ ବିଧାୟକ ହୋଇ ଏପରି କାମ କଲେ ସାଧାରଣ ଲୋକ ମାନେ କଣ କରିବେ । ତେବେ ସେ ପରିସ୍ରା କରିବା ପରେ ମୁଣ୍ଡ କୁଣ୍ଡେଇ ଆସିଲେ ।

ତେବେ ଏହା ଛଡା ସୁର ରାଉତ ଙ୍କ ର ଆହୁରି ଅନେକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ସେ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ର ପ୍ରଶଂସା କରୁଛନ୍ତି ତ କେତେ ବେଳେ ସେ ତାଙ୍କର ଅନ୍ୟ କିଛି କାମ କରିବା ଯୋଗୁଁ ତାଙ୍କର ବିରୋଧ କରୁଛନ୍ତି । ତେବେ କେତେବେଳେ ସେ ବିଧାୟକ ମୋକିମ ଙ୍କୁ ଦ୍ରୌପଦୀ ମୁର୍ମୁ ଙ୍କୁ ଭୋଟ ଦେଇଥିବାରୁ ତାଙ୍କୁ ନିନ୍ଦା କରିଥିବାରୁ କେତେବେଳେ ନିଜେ ହିଁ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଶଂସା କରିଥାନ୍ତି ।

ତେବେ କେତେବେଳେ ସେ ନିଜ ପୁଅ ଙ୍କ ନାମ ହିଁ ଭୁଲ କହି ଦେଉଛନ୍ତି । ତେବେ ସୁର ରାଉତଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଏବଂ ଲୋକ ମାନେ ମଧ୍ୟ ଏହାକୁ ଦେଖି ଟ୍ରୋଲ କରୁଛନ୍ତି । ତେବେ ଦରବୃଦ୍ଧି, ବେରୋଜଗାର ଓ ଜିଏସ୍‌ଟି ବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ଆଜି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।


ବିକ୍ଷୋଭ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏହାର ପ୍ରତିବାଦ କରି କଂଗ୍ରେସ ସାଂସଦ ବିଜୟ ଚୌକରେ ଧାରଣା ଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସ କର୍ମୀ ମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ରାଜଧାନୀରେ ମଧ୍ୟ କଂଗ୍ରେସ ତାର ପ୍ରତିବାଦ ଚଳାଛି ।

ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା ମାନଙ୍କୁ ପ୍ରତିବାଦ କରୁଥିବାରୁ ଦେଖିବାକୁ ମିଳିଥିଲା ଏବଂ ସୁର ରାଉର ଙ୍କୁ ଟେକି ନେଇ ଯିବାର ମଧ୍ୟ ଦେଖା ଯାଉଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *