ଶ୍ରାବଣ ମାସରେ ଶିବ ମନ୍ଦିରରୁ ଘରକୁ ଆଣନ୍ତୁ ଏହି ଜିନିଷ ପୁରା ଜିବନ ଟଙ୍କାରେ କରିବେ ରାଜ୍

ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ଟୃଦେବା କୁହାଯାଇଛି । ଭଗବାନ ଶିବା ବହୁତ ଭୋଳା ଅଟନ୍ତି ସେଥିପାଇଁ ତାଙ୍କୁ ଭୋଳାବାବା ବି କୁହାଯାଏ । ସେ କେବେ ସଂହାରକ ତ କେବେ ପାଲକ ହୋଇଥାନ୍ତି । ଭଗବାନ ଶିବଙ୍କୁ ସଂହାରକ ଦେବତା ବି କୁହାଯାଏ । ଭଗବାନ ଶିବଙ୍କର ଅନେକ ନାମ ସହିତ ଅନେକ ରୂପ ବି ଅଛି । ପୁରା ଦୁନିଆରେ ଭୋଳାନାଥଙ୍କ ଭକ୍ତ ଅଧିକ ସଂଖ୍ୟାରେ ଅଛନ୍ତି । ଭଗବାନ ଶିବା ଭକ୍ତମାନଙ୍କ ମନୋସ୍କାମନା ଶୀଘ୍ର ପୂରଣ କରି ଦିଅନ୍ତି ।

ମହିଳାଙ୍କ ଠାରୁ ନେଇ ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଭକ୍ତିରେ ଲୀନ ରହିଥାନ୍ତି । ଆଜି ଆମେ ଏକ ଏମିତି ଉପାୟ ବିଷୟରେ ଜାଣିବା ଯାହାକୁ କରି ଆପଣ ଧାନ ସମ୍ବନ୍ଧୀୟ ହେଉ, ପ୍ରେମ ସମ୍ବନ୍ଧୀୟ ହେଉ ବା କିମ୍ବା ପରିବାର ସମ୍ବନ୍ଧୀୟ ହେଉ ସେହି ସବୁ ମନୋସ୍କାମନା ପୁରୁଣା ହୋଇଯିବ ।

ଆପଣଙ୍କୁ କେବଳ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ତାଙ୍କ ପୁରୁଣା ତ୍ରୀଶୂଳ ବାହାର କରି ନୂଆ ତ୍ରୀଶୂଳ ଚଢାଇବାର ଅଛି । ଆଉ ତା ପରେ ସେହି ପୁରୁଣା ତ୍ରୀଶୂଳ କୁ ନିଜ ଘରକୁ ଆଣିବାର ଅଛି ଓ ସେହି ପୁରୁଣା ତ୍ରିଶୂଳକୁ ନିଜ ପୂଜା ଘରେ ସ୍ଥାପିତ କରିବାର ଅଛି । ଯଦି ଏହା କରିବା ସମ୍ଭବ ହେଉ ନାହିଁ ତେବେ ଆପଣ ଏକ ରୂପାର ଶିବଲିଙ୍ଗ କିଣି ତାକୁ ମନ୍ଦିରକୁ ନେଇ ପୂଜା କରି ତାକୁ ପୂଜା ଘରେ ସ୍ଥାପନା କରି ପାରିବେ ।

ଏମିତି କରିବା ଦ୍ଵାରା ଭୋଳାବାବା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କ ସବୁ ଇଛା ପୁରୁଣା କରିଦେବେ । ଏହା ବ୍ଯତୀତ ଆଉ ଏକ ଉପାୟ କରିବା ଦ୍ଵାରା ଭଗବାନ ଶିବଙ୍କ କୃପା ଆପଣଙ୍କ ଉପରେ ବର୍ଷିବା । ଯଦି ଆପଣ ଭଗବାନ ଶିବଙ୍କୁ ଚଢାଉଥିବା କ୍ଷୀର ମଧ୍ୟରୁ କିଛି କ୍ଷୀର ଘରକୁ ଆଣି ଘରେ ଓ ଘରର ସଦସ୍ୟଙ୍କ ଉପରେ ଛିଞ୍ଚି ଦେବେ ଆପଣଙ୍କ ଘର ପବିତ୍ର ହୋଇଯିବ ଓ ଭୋଳାବାବାଙ୍କ କୃପା ଆପଣଙ୍କ ଉପରେ ବର୍ଷିବ ।

କିନ୍ତୁ ଏହି ଉପାୟ କୁ ଆପଣ ଭକ୍ତିର ସହିତ କରିବାର ଅଛି । ତେବେ ଯାଇ ଆପଣଙ୍କୁ ତାହାର ଫଳ ମିଳି ପାରିବ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ସବୁ ମନୋସ୍କାମନା ଶୀଘ୍ର ପୂରଣ ହୋଇଯିବ ଓ ଆପଣଙ୍କ ପାଖକୁ କାଉନଶୁ ସମସ୍ଯା ଆସି ପାରିବ ନାହିଁ । ତେବେ ଯଦି ଆପଣ ନିଜର ସବୁ ଇଚ୍ଛା ପୂରଣ କରିବାକୁ ଚାହୁଞ୍ଚନ୍ତି ତେବେ ଏହି ଉପାୟକୁ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *