ମୋବାଇଲ୍ ସଉକ ଆମ ସମସ୍ତଙ୍କର ଅଛି ଏବଂ ଏହାକୁ ସୁରକ୍ଷିତ ରଖିବା ପାଇଁ ଆମେ କିଛି ବି କରିଥାଉ | ଚଳଚ୍ଚିତ୍ର ତାରକାମାନଙ୍କ ପାଇଁ ମଧ୍ୟ ସମାନ କଥା ଯେତେବେଳେ ସେମାନେ ମୋବାଇଲ୍ କିମ୍ବା ତାହାର ଏସସିରିଜ ରେ କିଛି ନୂଆ କରନ୍ତି | ଆମେ ସମସ୍ତେ ଭଲ ମୋବାଇଲ୍ କଭର ଖୋଜିଠାଉ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଏମିତି ହିଁ କରିଛନ୍ତି କିନ୍ତୁ ତାଙ୍କ କଭରରେ କିଛି ଅଲଗା ଜିନିଷ ନଜର ଆସିଲା | ତେବେ ଐଶ୍ୱର୍ଯ୍ୟା ରାୟଙ୍କ ମୋବାଇଲ୍ କଭରରେ କ’ଣ ଲେଖାଯାଇଛି ? ଲୋକମାନେ ଏହାକୁ ଜୁମ୍ କରି ଦେଖିଲେ ତ ଏହି ଉତ୍ତର ମିଳିଲା ।
ତେବେ ଐଶ୍ୱର୍ଯ୍ୟା ରାୟଙ୍କ ମୋବାଇଲ୍ କଭରରେ କ’ଣ ଲେଖାଯାଇଛି ?
ପୂର୍ବ ମିସ୍ ୱାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ । 1994 ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ ସେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିଲେ | ସମଗ୍ର ବିଶ୍ୱ ତାଙ୍କୁ ହୁସ୍ନ କି ମଲିକା ବୋଲି କହିଥାନ୍ତି ଏବଂ ତାଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହଁନ୍ତି ସମଗ୍ର ବିଶ୍ୱରେ ଅଛନ୍ତି | ଉଭୟ ପେପ୍ସୀ ଏବଂ କୋକାକୋଲା ବ୍ରାଣ୍ଡ ପାଇଁ ବିଜ୍ଞାପନ ଦେଇଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଏକମାତ୍ର ସେଲିବ୍ରିଟି ।
ଐଶ ପ୍ରଥମ ଥର କ୍ୟାମିଲ ବ୍ରାଣ୍ଡ ପାଇଁ ସେତେବେଳେ ବିଜ୍ଞାପନ ଦେଇଥିଲେ ଯେତେବେଳେ ସେ 9th କ୍ଲାସରେ ପଢୁଥିଲେ | ଐଶ ଅଧ୍ୟୟନ ସମାପ୍ତ କରିବା ପରେ ମଡେଲିଂ କରିବାକୁ ଚାହୁଁଥିଲେ କିନ୍ତୁ ଏହା ପୂର୍ବରୁ ସେ ଡାକ୍ତରୀ ଛାତ୍ର ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ସୁନ୍ଦରତା କାରଣରୁ ତାଙ୍କୁ ବିଭିନ୍ନ ପ୍ରକାରର ଅଫର ଆସିବାକୁ ଲାଗିଲା ଏବଂ ସେ ଏହାକୁ ନିଜ କ୍ୟାରିୟର ଭାବରେ ବାଛିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ମିସ୍ ୱାର୍ଲ୍ଡରେ ଐଶ୍ୱର୍ଯ୍ୟା ରାୟଙ୍କୁ ସବୁଠୁ ସୁନ୍ଦର ଭାବରେ ମନୋନୀତ ହୋଇଛନ୍ତି ।
ସେ 50 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କ ନାମ ସଲମାନ ଖାନଙ୍କ ସହ ଏକ ଗଭୀର ସଂପର୍କରେ ଯୋଡା ହୋଇଛି ଓ ତାଙ୍କ ନାମ ବିବେକ ଓବରୟଙ୍କ ସହ ମଧ୍ୟ ଅନେକ ଚର୍ଚ୍ଚାରେ ରହିଛି | ଆଜି କାଲୀ ସେ ପ୍ରାୟତଃ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟାଙ୍କ ସହ ଦେଖାଯାଆନ୍ତି ଏବଂ ଐଶ୍ୱର୍ଯ୍ୟା ନିଜ ଫଟୋ ତାଙ୍କ ସହ ସେୟାର କରନ୍ତି |
ଏହି କିଛି ଦିନ ତଳେ ଐଶ୍ୱର୍ଯ୍ୟାଙ୍କର ଏପରି ଏକ ଫଟୋ ଚର୍ଚ୍ଚାରେ ଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା | ଏହି ଫଟୋ ଗୁଡ଼ିକ ଏୟାରପୋର୍ଟରେ କ୍ୟାପଚାର ହୋଇଥିଲା ଯେତେବେଳେ ସେ ତାଙ୍କ ଝିଅ ସହିତ ବାଙ୍ଗାଲୋର ଯାଉଥିଲେ | ଯେତେବେଳେ ଫଟୋ କ୍ଲିକ ହେଲା ମିଡିଆ ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ଫଟୋ ଉଠାଉଥିଲେ ସେତେବେଳେ କ୍ୟାମେରାରେ ଏକ ଏମିତି ଫଟୋ କ୍ୟାପ୍ଚର ହୋଇଥିଲା ଯାହା ଅଲଗା ଥିଲା ।
ବାସ୍ତବରେ, ଯେତେବେଳେ ଫଟୋ କ୍ଲିକ୍ ହେଲା, ସେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କ ମୋବାଇଲ୍ କଭରରେ ଲେଖାଯାଇଥିବା ସେହି ଶବ୍ଦ ମଧ୍ୟ କ୍ୟାପ୍ଚର ହୋଇଥିଲା | ଏହି ଫଟୋକୁ ଜୁମ୍ କରି ଦେଖାଯାଇଥିଲା ଏବଂ ଏଥିରେ କିଛି ଲେଖା ଯାଇଥିବାର ଦେଖିବାକୁ ମିଳିଥିଲା | ଆମେ ଆପଣଙ୍କୁ କହି ଦେଉଛୁ କି ଏହି ଫଟୋରେ ARB ଲେଖାଯାଇଥିଲା, ଏହାର ଅର୍ଥ ଐଶ୍ୱର୍ଯ୍ୟା ରାୟ ବଚ୍ଚନ | ବଲିଉଡର ଅନେକ ସେଲିବ୍ରିଟି ମୋବାଇଲ୍ କଭରରେ କିଛି ଲେଖିଛନ୍ତି । ସେମିତି ହିଁ କରୀନା କପୁରଙ୍କ ମୋବାଇଲ୍ କଭରରେ “ୱାର୍କିଙ୍ଗ ଫ୍ରମ ନାଇନ ଟୁ ନାଇନ’ ଲେଖା ଯାଇଛି ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ