ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ! ଅଭିଯୁକ୍ତଙ୍କ ବିଷୟରେ ମହିଳାଙ୍କ ବିସ୍ଫୋରକ ବୟାନ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତୟଆକାଣ୍ଡ ଘଟିଛି । ସ୍ତ୍ରୀକୁ ପିଇଟି ପିଇଟି ହତୟଆ କରିଛି ସ୍ଵାମୀ । ସହିଦ ନଗର ଥାନା ବସୁବାଘାଇ ଅଞ୍ଚଳରେ ଘଟିଛି କିଛି ଏଭଳି ଘଟଣା । ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି । ସହିଦ ନଗର ଥାନା ପୋଲିସ ଏବେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଛନ୍ତି ।ମୃତକଙ୍କ ନାମ ହେଉଛି ଲିଲୀ ଦାସ ଆଉ ତାଙ୍କ ସ୍ଵାମୀ ତଥା ଅଭିଯୁକ୍ତଙ୍କ ନାମ ହେଉଛି ଶୋଭାଗ୍ୟ ରଞ୍ଜନ ଦାସ ।

ଉଭୟ ଏହି ଅଞ୍ଚଳରେ ରହୁଥିଲେ ଆଉ ସୂଚନା ମୁତାବକ ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗି ରହୁଥିଲା । ତେବେ ବର୍ତ୍ତମାନ ଶୋଭାଗ୍ୟଙ୍କୁ ପୋଲିସ ଗିରଫ କରିଛି । ଘଟଣା ସ୍ଥଳରେ ଥିବା ଜଣେ ପଡୋଶୀ ଶୋଭାଗ୍ୟଙ୍କ ବିଷୟରେ ଏକ ବଡ ବୟାନ ଏବେ ଦେଇଛନ୍ତି । ମହିଳା ଜଣକ କହିଛନ୍ତି-‘ଆମେ ତାଙ୍କୁ 7-8 ବର୍ଷ ହେବ ଜାଣିଛୁ ।

ହେଲେ ଏଠି ଯେତେବେଳେ ଆମ ଘର ତିଆରି ହଉଥିଲା ସେତେବେଳେ ସେ ଦୁଇଟି ଗାମୁଛା ପିନ୍ଧି ଝାଡା ଯାଉଥିଲା । ଆଉ ଝାଡା ଯିବା ପରେ ସେ ପୁରା ଉଳଘ୍ନ ହୋଇ ଠିଆ ହୁଏ । ଝିଅ ପିଲାଙ୍କୁ ଦେଖିଲେ ତାର କଣ ହୁଏ ଆମେ ବି ଜାଣି ପାରୁନି ତାକୁ ଆମେ କେତେ ଥର ପାଟି କରିଛୁ ଗାଳି କରିଛୁ ଆମର ଝିଅ ବୋହୁ ଏଠି ଚଳୁଛନ୍ତି । ସେ ପ୍ରଥମେ ଗୋଟେ ଝିଅକୁ ବିବାହ କରିଥିଲା ଆଉ ଆକୁ ସେ ଦ୍ଵିତୀୟ ବିବାହ କରିଥିଲା ।

ପ୍ରଥମ ସ୍ତ୍ରୀକୁ ବାଡିଆ ପିଟା କଲା ସେଥିପାଇଁ ସେ ଆକୁ ଛାଡି ପଳେଇଲା । ସେ ସମସ୍ତଙ୍କ ସାଙ୍ଗେ ଗୋଡେଇ ଗୋଡେଇ କଳି କରିବ । ଝିଅ ମାନଙ୍କୁ ଲାଇନ ମାରେ କମେଣ୍ଟ ମାରେ ଝିଅ ମାନଙ୍କୁ ହଇରାଣ କରେ । ତାର ଏ ଅଭ୍ୟାସ ଅଛି ତାର ହିଷ୍ଟ୍ରିଆ ଦୋଷ ଅଛି ଖାଣ୍ଟି ଓଡିଆରେ କହିବାକୁ ଗଲେ ହିଷ୍ଟ୍ରିଆ ଦୋଷ ଅଛି । ଆଉ ଏ ଝିଅ ଟିକୁ ବାଡେଇ ବାଡେଇ ମାରିଦେଲା ଆଉ ।

ଆକୁ ମେଣ୍ଟାଲ ହସ୍ପିଟାଲରେ ଆଡମିସନ କଲେ ସେଇଟା ଜଣା ପଡିବ । ଆକୁ ଫାଶୀ ଅର୍ଡର ହେବା ଦରକାର ଏ ଲୋକ ବଞ୍ଚିଲେ ଏମିତି ବହୁତ ଲୋକଙ୍କ ଜୀବନ ବରବାଦ କରିଦେବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *