ଗର୍ଭବତୀ ନାଗୁଣୀ (Cobra) ସହିତ ଗୋଟିଏ ରୁମରେ ହିଁ ଶୋଉଥିଲେ ମହିଳା, କାରଣ ଜାଣି ଚମକି ପଡିବେ…ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଭିଡିଓ ଗୁଡିକୁ ମଧ୍ୟ ଦେଖିଥିବେ ।

ମିର୍ଜାଙ୍କର ଅନେକ ସାପ ଉଦ୍ଧାର ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଛି । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏକ ନାଗୁଣୀ  ସାପ ଗୋଟେ ଘର ଭିତରେ ଥିଲା ଆଉ ସେହି ଘରେ ଜଣେ ମହିଳା ମଧ୍ୟ ଶୋଉ ଥିଲେ ।

ଆଶ୍ଚର୍ଯ୍ୟର ଘଟଣା ଘଟିଛି କାରଣ ନାଗୁଣୀ ସାପଟି ଗର୍ଭବତୀ ଥିଲା । ଗୋଟେ ଘର ନାଗୁଣୀ ଓ ମହିଳା ରହୁଥିଲେ ତେବେ ସାପ ବିଷୟରେ ଜାଣିବା ପରେ ମହିଳା ଜଣକ ମିର୍ଜା ଆରିଫଙ୍କୁ ଡକାଇ ଥିଲେ । ଏହା ପରେ ମିର୍ଜା ଆରିଫ ଆସି ମହିଳାଙ୍କ ଘର ଭିତରୁ ସାପଟିକୁ ଉଦ୍ଧାର କରିଥିଲେ । ତେବେ ବନ୍ଧୁଗଣ ଏହି ଘଟଣାର ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାରେ ରହିଛି ।

ଆଉ ଅନେକ ଲୋକ ଏହି ଭିଡିଓକୁ ଦେଖି ନିଜର ପ୍ରତିକ୍ରିୟା ରଖିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *