ଅଦ୍ଭୁତ, ଅବିଶ୍ଵାସନୀୟ, ଅକଳ୍ପନୀୟ, ସତେ ଯେମିତି ପୃଥିବୀକୁ ଚାଲି ଆସିଛି ନାଗଲୋକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜିର ଲୋକ ମାନେ ଚାନ୍ଦ ରେ ପହଁଚି ଗଲେଣି କିନ୍ତୁ ଆଜିବି କିଛି ଲୋକମାନେ ଅନ୍ଧ ବିଶ୍ୱାସ ରେ ବିଶ୍ୱାସ କରନ୍ତି । ତେବେ ଏହାଛଡା ଆଜି କାଲି ନିଜର ସୁବିଧା ପାଇଁ ଜଂଗଲ କା-ଟି ସେଠାରେ ଘର କିମ୍ବା କାରଖାନା ଆଦି ବସାଉ ଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ଲୋପ ପାଇ ଯାଉଛନ୍ତି । କାରଣ ଜଂଗଲ କା-ଟି-ବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ।

ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭ-ୟ-ବି-ତ ହୋଇ ସେମାନଂକୁ ମା-ରି ଦିଅନ୍ତି । ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ କାହାର ଘରେ ସାପ ବାହାରି ଥିଲେ ତାକୁ ନ ମା-ରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇ ଥାଆନ୍ତି ଏବଂ ଯେଉଁ ଜଂଗଲ ରେ ସେମାନେ ଏହି ସାପ କୁ ଛାଡ଼ନ୍ତି ସେଠାରେ ବିଭିନ୍ନ ପ୍ରକାରର ସାପ ଦେଖା ଯାଆନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା ।

ଘଟଣା ଟି ହେଉଛି ଓଡିଶା ରାଜ୍ୟର । ସେଠାରେ ଗାଁର କିଛି ଘରେ ଖ-ତ-ର-ନା-କ ନାଗ ସାପ ମିଲିଥାଏ । ତେବେ ସେମାନେ ସେ ସାପ ଉଦ୍ଧାର କାରି ମିର୍ଜା ଏମଡି ଆରିଫ ଙ୍କୁ ଡାକିଥାଆନ୍ତି । ତେବେ ସେ ଆସି ବହୁତ ଆରାମ ରେ ସାପ କୁ ଉଦ୍ଧାର କରନ୍ତି ଏବଂ ତାକୁ ଜଂଗଲ ରେ ନେଇ ଛାଡିଥାଆନ୍ତି । ତେବେ ଏହି ଜଂଗଲ ରେ ବିଭିନ୍ନ ପ୍ରଜାତି ର ସାପ ସବୁ ଦେଖିବାକୁ ମିଳିଥାନ୍ତି ଯେଉଁମାନେ ବହୁତ ଖ-ତ-ର-ନା-କ ଏବଂ ବି-ଷ-ଧ-ର ଥାଆନ୍ତି ।

ତେଣୁ ଏହି ଜଂଗଲ ରେ କୌଣସି ସାଧାରଣ ଲୋକ ଙ୍କୁ ଯିବା ମନା ଥାଏ କାରଣ ସେମାନଙ୍କ ଜୀଵନ ପ୍ରତି ବି-ପ-ଦ ରହିଥାଏ । ତେବେ ଏହି ସ୍ଥାନରେ ଏତେ ସାପ ଅଛନ୍ତି ଯାହା ଦ୍ୱାରା ଏପରି ମଧ୍ୟ ଭ୍ରମ ହୁଏ କି ସତରେ ଯେମିତି ଏହା ନାଗ ଲୋକ ର ଦୃଶ୍ୟ । ତେବେ ଏଠି ଅତି କମ ରେ ୪୦୦ ରୁ ଅଧିକ ସାପ ରହିଥିବେ । ତେବେ ତାଙ୍କର କହିବା କଥା ହେଉଛି ଏହି ନାଗ ସାପ ଅନେକ ସ୍ଥାନରେ ମିଳିଥାଏ କିନ୍ତୁ କିଛି ଲୋକ ଏହାକୁ ମା-ରି ଦିଅନ୍ତି ଏବଂ କିଛି ଲୋକଙ୍କ ଭିତରେ ଆଜି ବି ମନୁଷ୍ୟତା ରହିଛି ତେଣୁ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କା-ମୁ-ଡ଼ି-ଲେ ଝା-ଡ଼ ଫୁ-ଙ୍କା କରିବା କିନ୍ତୁ ସାପ କା-ମୁ-ଡ଼ି-ଲେ ତାକୁ ପ୍ରଥମେ ଯେପରି ବି-ଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅ-ନ୍ଧ-ବି-ଶ୍ୱାସର ଶି-କା-ର ହେଲେ ନିଜ ଜୀଵନ ମଧ୍ୟ ହ-ରା-ଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବି-ଷ ବହୁତ ଖ-ତ-ର-ନା-କ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ ଅଟେ । ତେବେ ଆପଣ ମାନେ ବି ଗଛ ଲଗାନ୍ତୁ ଏବଂ ଜଂଗଲ ସୃଷ୍ଟି କରନ୍ତୁ ଏହା ଦ୍ୱାରା ସେମାନେ ବି ସୁରକ୍ଷିତ ରହିବେ ଏବଂ ଆପଣ ବି ସୁରକ୍ଷିତ ରହିବେ ।

Leave a Reply

Your email address will not be published. Required fields are marked *