ଶିକାରୀ ମାନେ ଏହି ଜଙ୍ଗଲି ଜନ୍ତୁର ଛୁଆକୁ ମାରି ଦେଇଥିଲେ କିନ୍ତୁ ସେ କେମିତି ପ୍ରତିଶାଧ ନେଲା ଦେଖିକି ସମସ୍ତେ ହେଲେ ଆଶ୍ଚର୍ଯ୍ୟ ! ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜଙ୍ଗଲୀ ଜୀବ ଆମ ମନୁଷ୍ୟ ମାନଙ୍କ ପାଇଁ କେତେ ଭ-ୟ-ଙ୍କ-ର ହୋଇ ପାରନ୍ତି ଏହି କଥା ଆମେ ସମସ୍ତେ ଜାଣିଛୁ । କିନ୍ତୁ ତଥାପି ଏହି ଦୁନିଆ ରେ ଏମିତି କିଛି ବୋକା ବ୍ୟକ୍ତି ଅଛନ୍ତି ଯେଉଁମାନେ ଜଙ୍ଗଲୀ ଜୀବ କୁ ଆଦୋୖ ଖା-ତି-ରି କରନ୍ତି ନାହିଁ ଏବଂ ନିଜର ଭୁଲ ସେମାନଙ୍କୁ ବହୁତ ଭାରୀ ପଡ଼ିଯାଏ । ଜଙ୍ଗଲୀ ଜୀବ ଏବଂ ମଣିଷ ମାନଙ୍କ ମଧ୍ୟରେ ଘ-ଟି-ଥିବା ଏଭଳି କିଛି ହୋ-ସ ଉ-ଡାଇ ଦେଲା ଭଳି ଘ-ଟ-ଣା ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ପ୍ରଥମତଃ, ଅଗଷ୍ଟ ୨୦୧୯ ରେ ଆମେରିକା ର ଏକ ପରିବାର ୟେଲୋଷ୍ଟନ ନେସନାଲ ପାର୍କ ବୁଲିବାକୁ ଯାଉଥିଲେ । କିନ୍ତୁ ରାସ୍ତା ରେ ସେମାନଙ୍କ ସାମ୍ନା ଜଙ୍ଗଲୀ ମଇଁଷି ର ଏକ ଦଳ ସହିତ ହୋଇଗଲା । ଅନ୍ୟ କିଛି ବ୍ୟକ୍ତି ଙ୍କ କାର୍ ମଧ୍ୟ ସେହି ସ୍ଥାନରେ ଥିଲା । ସେତେବେଳେ ଏକ ମଇଁଷି ଆସି ନିଜ ସିଙ୍ଗ ରେ ମା-ରି କାର୍ ର ଆଗ କାଚ କୁ ଭାଂଗି ଦେଲା । ଯଦି ମଇଁଷି ଦଳ ଏକତ୍ର ହୋଇ ଏଭଳି କରିଥାନ୍ତେ ତେବେ ସେଠାରେ କିଭଳି ଦୁ-ର୍ଘ-ଟ-ଣା ଘ-ଟି-ଥାନ୍ତା ଆପଣ ଅନୁମାନ କରି ପାରୁଥିବେ ।


୨. ଦ୍ବିତୀୟତଃ, ବାଂଲାଦେଶ ରୁ ରେକର୍ଡ ହୋଇଥିବା ଏହି ଘଟଣା ଯେତିକି ଆଶ୍ଚର୍ୟ୍ଯ ଜନକ ସେତିକି ଭୟଙ୍କର ମଧ୍ୟ । ଜଙ୍ଗଲ ରେ ଥିବା କିଛି ବ୍ୟକ୍ତି କୁ ଗୋଟିଏ ମଇଁଷି କ୍ଷତି କରିବାକୁ ଧାଇଁ ଆସିଥିଲା । ସେହି ସମୟ ରେ ଲୋକମାନେ ଉପାୟ ଶୂନ୍ୟ ହୋଇଗଲେ ଏବଂ ସେତେବେଳେ ସେମାନଙ୍କ ହାତରେ ଥିବା ବାଡ଼ି ମଧ୍ୟ କିଛି କାମକୁ ଆସିଲା ନାହିଁ । ସେମାନେ ସେହି ସ୍ଥାନ ରୁ ଖସି ପଳାଇ ଥିଲେ । ସେମାନଙ୍କ ଭାଗ୍ୟ ବହୁତ ଭଲ ଥିଲା ଯେ ମଇଁଷି ସେମାନଙ୍କ କିଛି କ୍ଷତି କରି ପାରିଲା ନାହିଁ ।

୩. ଇଭାନ ୱିଲସନ ନାମକ ଜଣେ ଫଟୋ ଗ୍ରାଫର ନଭେମ୍ବର ୨୦୧୯ ରେ ଏକ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ସେହି ସମୟରେ ତାଙ୍କ ଆଡ଼କୁ ଅଚାନକ ଭାବରେ ଏକ ହାତୀ ପଲ ମା-ଡି ଆସିଲା । ଏହା ଦେଖିବା ପରେ ସେ ଭ-ୟ-ଭୀ-ତ ନ ହୋଇ ସେହି ସ୍ଥାନରେ ଛିଡା ହୋଇ ରହିଲେ । ତେବେ କିଛି ସମୟ ପରେ ସେମାନେ ନିଜର ଗାଡ଼ିକୁ ସେହି ସ୍ଥାନରୁ ନେଇ ଚାଲି ଆସିଥିଲେ । ତାଙ୍କ ଭାଗ୍ୟ ସେହିଦିନ ଭଲ ଥିଲା ଯାହା ଫଳରେ ତାଙ୍କ ଉପରକୁ ସେହି ହାତୀ ଆ-କ୍ର-ମ-ଣ କରି ନଥିଲା ।


୪. ତୃତୀୟତଃ, ଗୋଟିଏ ପରିବାର ଅଭୟାରଣ୍ୟ ଭିତରକୁ ଜଙ୍ଗଲୀ ଜୀବ ଙ୍କୁ ଦେଖିବାକୁ ଯାଇଥିଲେ । ସେଠାରେ ସେହି ପରିବାର ସିଂହ ମାନଙ୍କୁ ଭଲ ରେ ଦେଖବା ପାଇଁ ନିଜ କାର୍ କୁ ଅଟକାଇ ରଖିଲେ । କିନ୍ତୁ ସେତେବେଳେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟି-ଲା ଯାହା ଜାଣିଲେ ଆପଣଙ୍କ ହୋ-ସ ଉଡିଯିବ । ଗୋଟିଏ ସିଂହ ଆସି ସେହି ପରିବାର ଯେଉଁ କାର୍ ରେ ବସିଥିଲେ ସେହି କାର୍ ର ଡୋ-ର କୁ ଖୋଲି ଦେଲା । ଏହାପରେ ଉକ୍ତ ପରିବାର ଭୟ ରେ ସେହି ସ୍ଥାନ ରୁ ଏକାମୁହାଁ ହୋଇ ଚାଲିଗଲେ ।

୫. ଚତୁର୍ଥତଃ, ବନ୍ୟା ସମୟ ରେ ଗୋଟିଏ କୁମ୍ଭୀର ନଦୀ ରୁ ବାହାରକୁ ଆସି ଯାଇଥିଲା ଏବଂ ଲୋକ ମାନଙ୍କୁ ବହୁତ ହଇରାଣ କରିଥିଲା । ସେହି ସମୟ ରେ ଲୋକ ମାନେ ନିଜକୁ ଘର ଭିତରେ ବନ୍ଦ ରଖି ନିଜ ଜୀବନ କୁ ବଞ୍ଚାଇ ଦେଇଥିଲେ ସତ । କିନ୍ତୁ ନିରୀହ ବୁଲା କୁ-କୁ-ର ମାନଙ୍କୁ ନିଜର ପ୍ରାଣ ହରାଇବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *