ସମ୍ବଲପୁରୀ ଗୀତରେ ନାଚିଲେ କଲେଜ୍ ମାଡ଼ମ୍, ଭିଡ଼ିଓ ହେଲା ଭାଇରାଲ୍

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । ସମସ୍ତେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ତେଣୁ ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟ ରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ତେବେ ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ବେଳେ ବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ ।

ତେବେ ଏପରି ମଜାଳିଆ ଭିଡିଓ ମଧ୍ୟ ଏକ କ୍ୟାମେରା ସାହାଯ୍ୟ ରେ ରେକର୍ଡ ହୋଇଥାଏ । ଏକ ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ବେଶ୍ ନିଆ ଲଗାଇ ଦେଇଛି । କୌଣସି ଏକ କଲେଜ ରେ ଏକ ଶିକ୍ଷୟତ୍ରୀ ହଟ୍ ଡାନ୍ସ ରେ ଠୁମକା ଲଗାଉ ଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । କୌଣସି ଏକ କଲେଜ୍ ରେ ଏକ ପ୍ରୋଗ୍ରାମ ହେଉଥିଲା ।

ସେଠାରେ ଅନେକ ଛାତ୍ର ଓ ଛାତ୍ରୀ ତଥା ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏକ ଭୋଜି ର ମଧ୍ୟ ଆୟୋଜନ କରା ଯାଇଥିଲା । ତେବେ ଏକ ମିଟିଂ ପରେ ଆରମ୍ଭ ହୋଇଥିଲା ନାଚ ଗୀତ । ନାଚ ଗୀତ ହେଉଛି ଖୁସି ରହିବା ର ଏକ ମାଧ୍ୟମ ବୋଲି ଆମେ ସମସ୍ତେ ଜାଣିଚୁ । ତେବେ ଆରମ୍ଭ ହୋଇଥିଲା ନାଚ ଗୀତ । କିଛି ଛାତ୍ର ଛାତ୍ରୀ ଙ୍କ ନାଚ ଗୀତ ପରେ ଜଣେ ଶିକ୍ଷୟିତ୍ରୀ ଙ୍କୁ ନାଚିବାକୁ ଅନୁରୋଧ କରା ଯାଇଥିଲା ।


ତେବେ ସେ ଓଲିଉଡ ର ଏକ ହଟ୍ ସମ୍ବଲପୁର ଗୀତ ରେ ନାଚ ଦେଖାଇଥିଲେ । ଯାହା ଅତ୍ୟନ୍ତ ହଟ୍ ଥିଲା । ତେବେ ସେହି ଶିକ୍ଷୟିତ୍ରୀ ଜଣକ ଏକ ନୀଳ ରଙ୍ଗ ର ଶାଢ଼ୀ ପିନ୍ଧି ସେହି ହଟ୍ ସଙ୍ଗ ରେ ଠୁମକା ମାରିଥିଲେ । ଏହି ନାଚ କୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ି ଥିଲେ କେହି ଜଣେ । ଅନେକ ଜଣ ତାଙ୍କ ନାଚ କୁ ଭିଡିଓ ମଧ୍ୟ କରିଥିଲେ । ତେବେ ଏହି ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ତାଣ୍ଡବ ରଚାଇଦେଇଚି ।

ପୁରା ନିଆ ଲଗାଇ ଦେଇଛି । ବଲିଉଡ ର ଏହି ହଟ୍ ସଙ୍ଗ ରେ ହଟ୍ ମେଡାମ ଙ୍କ ର ଏହି ହଟ୍ ଡାନ୍ସ ପୁରା ଧମାଲ କରି ଦେଇଚି । ତେବେ ଏହି ଭିଡିଓ କୁ ଅନେକ ରୁ ଅନେକ ଲୋକ ଦେଖିଛନ୍ତି ଓ ଅନେକ ସେର୍ ମଧ୍ୟ ହୋଇଛି । ନୀଳ ଶାଢ଼ୀ ରେ ମଧ୍ୟ ଶିକ୍ଷୟିତ୍ରୀ ଜଣକ ଆକର୍ଷିତ ମଧ୍ୟ ଲଗୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *