ସକାଳେ ଆଖି ଖୋଲିବା ମାତ୍ରେ ହିଁ ଏହି ୭ ଟି ଜିନିଷ ଦେଖିବା ହୋଇଥାଏ ବହୁତ ଶୁଭ, ହୁଏ ଧନଲାଭ

ଯଦି କେଉଁ ଦିନ ଆମର ବେକାର ଯାଏ ତା ହେଲେ ଆମେ ଭାବୁ ଯେ କାଲି ର ଦିନ ଟା ଭଲ ରେ କଟୁ । ଏହାକୁ ବିଶ୍ବାସ କରି ଆମେ ରାତିରେ ଶୋଇ ପଡୁ । ଯେତେବେଳେ ଆମେ ସକାଳୁ ଉଠି ସକାଳର କଅଁଳ ଖରାକୁ ଦେଖି ଆମେ କଳ୍ପନା କରୁ କି ଆଜିର ଦିନଟି କାଲିଠାରୁ ଭଲ ରେ କଟୁ ପ୍ରକୃତି ମଧ୍ୟ ଆମକୁ କିଛି ଏହିଭଳି ସଂକେତ ଦେଇଥାଏ । ଯାହା ଦ୍ୱାରା ଆମେ ଆକଳନ କରୁ ଯେ ଆଜିର ଦିନ କେତେ ଭଲ ଓ କେତେ ଖରାପ ରେ କଟିବ । ଏହି ସବୁ କଥାକୁ ନଜରରେ ରଖି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ସକାଳୁ ଦେଖାଯିବା କିଛି ଶୁଭ ସଂକେତ ବିଷୟରେ ଓ ଯାହା ଭଲ ଦିନର ସୂଚନା ଦିଏ ।

ବୁଢିଆଣୀ ଚଢିବା

ସକାଳୁ ଆପଣଙ୍କ ଆଖି ଖୋଲିବା ପରେ ଯଦି ବୁଢିଆଣିକୁ ଆପଣଙ୍କର ଘର ର କାନ୍ଥ କି ଅନ୍ୟ କେଉଁଠି ଉପରକୁ ଚଢି ବାର ଦେଖିବେ ତା ହେଲେ ଏହା ଆପଣଙ୍କ ଉନ୍ନତି ର ଲକ୍ଷଣ ବୋଲି ଧରାଯାଏ । ଏହାର ମାନେ ଏହା ଅଟେ କି ଆପଣଙ୍କୁ ସଫଳତା ମିଳିବାର ସୁଯୋଗ ମିଳିବ ।

ମନ୍ଦିରର ଘଣ୍ଟି ଶବ୍ଦ ଶୁଣାଗଲେ

ଯଦି ଆପଣଙ୍କୁ ସକାଳୁ ମନ୍ଦିରର ଘଣ୍ଟା ଘଣ୍ଟି ର ଶବ୍ଦ ଶୁଣାଯାଏ ତାହେଲେ ଏହା ଏକ ଶୁଭ ସୂଚନା ଅଟେ । ଏହାର ଅର୍ଥାତ ଯଦି ଆପଣଙ୍କ କିଛି କାମ ଅଧାରେ ଅଟକିଛି ତାହାଲେ ତାହା ଶୀଘ୍ର ପୂରଣ ହେବାକୁ ଯାଉଛି । ଆପଣ ଯଦି କୌଣସି ଜରୁରୀ କାମ ରେ ଯାଉଛନ୍ତି, ରାସ୍ତାରେ କାହା ଘରେ ଆଳତୀ ଘଣ୍ଟି, ପୂଜା ପାଠ ର ଶବ୍ଦ ଶୁଣାଯାଏ ତାହେଲେ ଏହା ବହୁତ୍ ଶୁଭ ହୋଇଥାଏ । ଏହାର ମାନେ ଆପଣଙ୍କ କାମ ବହୁତ୍ ଜଲଦି ପୂରଣ ହେବାକୁ ଯାଉଛି ।

ଗାଈ କବାଟ ପାଖରେ ବୋବାଇବା

ଯଦି ସକାଳୁ ସକାଳୁ ଗାଈ ଆପଣଙ୍କ ଘର ଆଗରେ ବୋବାଳି ପକାଏ ତା ହେଲେ ବୁଝି ଯାଆନ୍ତୁ ଯେ ସାକ୍ଷାତ ମାଆ ଲକ୍ଷ୍ମୀ ଘରକୁ ଆସିବେ । ତେଣୁ ଗାଈ ର ମୁଣ୍ଡରେ ହାତଦେଇ ନିଜ ମୁଣ୍ଡରେ ଲଗାଇ ଆଶୀର୍ବାଦ ନିଅନ୍ତୁ । ଏହାପରେ ଗାଈକୁ କିଛି ଖାଇବାକୁ ଦିଅନ୍ତୁ । ଆପଣଙ୍କୁ ଧନ ପ୍ରାପ୍ତି ର ଏହା ଏକ ସଂକେତ ଅଟେ ।

ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ

ସକାଳୁ ସକାଳୁ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଶୁଣନ୍ତି ତାହେଲେ ଏହାକୁ ଶୁଭ ବୋଲି କୁହାଯାଏ । ଏହାର ମାନେ ଆପଣଙ୍କ ଦିନଟି ଆଜି ବହୁତ ଖାସ୍ ରେ କାଟିବ । ଏହାର ଆଉ ଗୋଟିଏ ସଙ୍କେତ ଯେ ଭଗବାନ ଆପଣଙ୍କ ଉପରେ ଖୁସି ଅଛନ୍ତି । ଭଗବାନ ପ୍ରସନ୍ନ ହୋଇ ଏହି ପକ୍ଷୀ ମାନଙ୍କୁ ଆପଣଙ୍କ ପାଖକୁ ପଠାଇଛନ୍ତି । ଏହି ପରିସ୍ଥିତିରେ ଆପଣ ଆପଣଙ୍କ ଘରର ଛାତ କିମ୍ବା ବାଲକୁନି ରେ ତାଙ୍କ ପାଇଁ ଦାନା ଓ ପାଣିର ବ୍ୟବସ୍ଥା କରିବା ଦରକାର। ଏଥିରେ ଆପଣଙ୍କୁ ପୂଣ୍ୟ ମିଳିଥାଏ ।

ନାଲି ବସ୍ତ୍ରରେ ନବବିବାହିତା କୁ ଦେଖିଲେ

ସକାଳୁ ଆପଣ ଘରୁ ବାହାରିଲା ପରେ ରାସ୍ତାରେ ଯଦି ନାଲି ରଙ୍ଗ ର ଶାଢ଼ି ରେ କୌଣସି ବିବାହିତ ମହିଳା ଦେଖିବେ ତାହେଲେ ଏହା ଏକ ଭଲ ସଂକେତ ଧରାଯାଏ । ଏହାର ମାନେ ଏହା କି ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଆଜି ଯେଉଁ କାମ କରିବେ ତାହା ଆପଣଙ୍କୁ ଧନବାନ କରିବ ।

ସୁନା ଓ ତମ୍ବା

ସକାଳୁ ସକାଳୁ ଉଠିବା ମାତ୍ରେ ସୁନା କି ତମ୍ବା ଦେଖିବା ବହୁତ ଶୁଭ ବୋଲି ଧରା ଯାଏ । ଏହା ଆପଣଙ୍କ ପାଇଁ ଦିନସାରାର ଏକ ସକାରାତ୍ମକ ପ୍ରଭାବ ନିଜ ଭିତରେ ଆଣିଥାଏ ।

ଘାସ ଓ ଗୋବର

ସକାଳୁ ଘାସ କିମ୍ବା ଗୋବର ଦେଖିବା ଏହା ଏକ ଶୁଭ ସୂଚନା ହୋଇଥାଏ । ଏହା ଆପଣଙ୍କ ଜୀବନରେ ସୁଖ ଶାନ୍ତି ପ୍ରଦାନ କରିଥାଏ । ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *