ଏ ହେଉଛନ୍ତି ବଲିଉଡରେ ଅକ୍ଷୟ କୁମାରଙ୍କ ପ୍ରଥମ ଗର୍ଲ ଫ୍ରେଣ୍ଡ, ଆଜି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ରହି କମାଉଛନ୍ତି କୋଟି କୋଟି ଟଙ୍କା, ଚିହ୍ନିବା ହେବ ମୁସ୍କିଲ

ନବେ ଦଶକର ଦର୍ଶକ ବଲିଉଡ୍ ର ଏମିତି ଡୋର ଥିଲା ଯେମିତି ଗୋଟିଏ କି ଦୁଇଟି ନୁହେଁ ବରଂ ବହୁତ ଅଭିନେତ୍ରୀ ଫିଲ୍ମ ସହିତ ଲୋକ ମାନଙ୍କ ମନରେ ବି ରାଜ୍ କରୁଥିଲେ, ତାଙ୍କ ମଧ୍ୟରୁ ଗୋଟିଏ ନାମ ଆୟଶା ଜୁଲ୍କାଙ୍କର ଥିଲା, ‘ଯୋ ଜିତା ୱହି ସିକନ୍ଦର ଏବଂ ଦଲାଲ୍ ପରି ହିଟ୍ ଫିଲ୍ମ କରି ଆୟଶା ଷ୍ଟାର ହୋଇ ସାରିଥିଲେ, ତାପରେ ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ଖିଲାଡ଼ି ରେ ସାଇନ୍ କରିଥିଲେ ଏହି ଫିଲ୍ମ ନା ଖାଲି ଆୟଶା ଜୁଲ୍କାଙ୍କୁ ଷ୍ଟାର୍ କରିଦେଲା ବରଂ ସେହି ସମୟର ସବୁଠୁ ଚର୍ଚିତ ଅଭିନେତ୍ରୀ ଙ୍କ ମଧ୍ୟରେ ସାମିଲ କରିଦେଲା କିନ୍ତୁ କ୍ଯାରିୟର ର ଶୀର୍ଷରେ ପହଞ୍ଚି ସେ ବଲିଉଡ୍ କୁ ସବୁଦିନ ପାଇଁ ଛାଡ଼ି ପଳାଇଲେ ।

ଫିଲ୍ମ ଠାରୁ ଦୂରରେ

 

ଆଜି ଆୟଶାଙ୍କର ଫିଲ୍ମ ସହିତ କୌଣସି ସମ୍ପର୍କ ନାହିଁ । ଫିଲ୍ମ ଦୁନିଆ ଠାରୁ ଦୂରରେ ଗୁମ୍ ନାମ ଜୀବନ ଶୈଳୀ ବଞ୍ଚୁଛନ୍ତି । ଏମିତିକି ସେ ଏହା ପରେ କୋଟି କୋଟି ଟଙ୍କା କମାଉଛନ୍ତି, ଆୟଶା ଫିଲ୍ମ ଛାଡ଼ିବା ପରେ ବିଜିନେସ ଦୁନିଆକୁ ପଳାଇଛନ୍ତି ଯେଉଁଠି ନାମ ସାଙ୍ଗରେ ପଇସା ମଧ୍ୟ କମାଉଛନ୍ତି , ଆଜି ଆୟଶା ଏତେ ସମ୍ପତିର ମାଲିକାଣୀ ଯାହା କେବେବି ସେ ଫିଲ୍ମ ଦୁନିଆରେ କମାଇ ନଥିବେ । ଆସନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଅଭିନେତ୍ରୀ ଆଜିକାଲି କଣ କରୁଛନ୍ତି।

କନଷ୍ଟ୍ରକ୍ସନ କମ୍ପାନୀର ମାଲିକାଣୀ

ଆୟଶା ଏହି ଦିନରେ ବଡ଼ କନଷ୍ଟ୍ରକ୍ସନ କମ୍ପାନୀ ସମ୍ଭାଳିଛନ୍ତି ଯାହାର ନାମ ସ୍ୟାମରକ ଡେଭଲପର ଅଟେ । ସେ ତାଙ୍କ ପତି ବିଜନେସ ଟାଇକୁନ ସମୀର ବାଶିଙ୍କ ସହିତ ମିଶି ଆରମ୍ଭ କରିଥିଲେ । ଏହି କମ୍ପାନୀ ଜରିଆରେ ସେ ମୁମ୍ବାଇ ରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ବହୁ ଫ୍ଲାଟ୍, କମର୍ସିଆଲ ଓ ଇଣ୍ଡରଷ୍ଟ୍ରିଆଲ ପ୍ରୋଜେକ୍ଟ ସବୁ କରିଛନ୍ତି । ଏହା ସହିତ ଆୟାଶା ଗୋଆରେ ଏକ ରେସର୍ଟ ଚଲାନ୍ତି । ମୁମ୍ବାଇ ରେ ମଧ୍ୟ ତାଙ୍କର ଅନନ୍ତା ନାଁ ରେ ଏକ ସ୍ପା ଚାଲିଛି ।

ଆୟାଶା କେମିତି ସବୁ ପ୍ରକାର ବିଜିନେସ ରେ ପାଦ ଜମାଇ ସାରିଲେଣି ଏହିଥିରୁ ଆପଣ ଅନ୍ଦାଜ ଲଗାଇ ପାରିବେ କି ସେ ମଧ୍ୟ ଭଲ ଡିଜାଇନର ଅଟନ୍ତି । ଅୟାଶାଙ୍କର ଏଡିଶଂସ ନାମରେ ଏକ କପଡା ର ବିଜନେସ ଅଛି ଯାହା ପୁରା ଫେମସ ଅଟେ । ଏହି ସବୁ ବିଜନେସକୁ ଯୋଡ଼ି ଦେଲେ ତାଙ୍କର ବର୍ଷକୁ ଟର୍ଣ୍ଣଓଭର କୋଟି କୋଟି ଟଙ୍କାରୁ ବି ଅଧିକ ହେବ। ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *