ଦେଖନ୍ତୁ Rohit ଙ୍କୁ Captain ବନେଇବା ଉପରେ କଣ କହିଗଲେ Rohit, Devillers, Dhoni, Raina, ଜିତିଲେ କୋଟି କୋଟି ଲୋକଙ୍କ ହୃଦୟ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବିରାଟ କୋହଲି କୁ ନେଇ ଆସୁଛି ବଡ଼ ଖବର । ତେବେ ବିରାଟ କୋହଲି ଆମ ଭାରତ ଦଳ ର ଅଧିନାୟକ କିନ୍ତୁ ବର୍ତ୍ତମାନ ସେ ନିଜର କ୍ୟାପ୍ଟନସିପ କୁ ଛାଡିବାର ଘୋଷଣା କରି ଦେଇଛନ୍ତି । ତେବେ ଏହି ଖବର ର ଘୋଷଣା ପରେ ସାରା ସୋ-ସି-ଆ-ଲ ମି-ଡ଼ି-ଆ -ରେ ଏହା ଭା-ଇ-ରା-ଲ ହେବାକୁ ଲାଗିଲା । ତେବେ ବିରାଟ କଣ ପାଇଁ କ୍ୟାପ୍ଟନସିପ କୁ ଛାଡିବେ ଏବଂ କଣ ସବୁ ୱାଇଟଗେନ୍ଧ ର ସବୁ କ୍ରିକେଟ ଫର୍ମାଟ ରୁ ସେ କ୍ୟାପ୍ଟନ ପଦବୀ ତୁ ଓହରିଯିବେ ।

କିନ୍ତୁ ବିରାଟ କୋହଲି ଯାହା କରିଲେ ତାହା ବହୁତ ଆଶ୍ଚର୍ଯ୍ୟ ଜନକ ଥିଲା । ତେବେ ବିରାଟ କୋହଲି ଏହି ଆଠ ଦିନ ପୂର୍ବରୁ ସେ ବୈଠକ ରେ ଖେଳାଳି ମାନଂକୁ ସିଲେକ୍ଟ କରୁଥିଲେ ହେବାକୁ ଯାଉଥିବା ଅକ୍ଟୋବର ଏବଂ ନଭେମ୍ବର ୟୁଏଇ ରେ ହେବାକୁ ଥିବା ଟି ଟ୍ୱେଣ୍ଟି ୱାର୍ଲଡ଼ କପ ଖେଳ ପାଇଁ । ତେବେ ସେ କହିଛନ୍ତି କି ବିଗତ ଆଠ ନଅ ବର୍ଷ ରୁ ସେ ତିନି ପ୍ରାରୁପ ରେ ଦେଶ ର ପ୍ରତିନିଧିତ୍ଵ କରିଛନ୍ତି ଏବଂ ପାଞ୍ଚ ଛଅ ବର୍ଷ ହେବ ତିନୋଟି ର କ୍ୟାପ୍ଟନ ମଧ୍ୟ ଅଛନ୍ତି ତେବେ ତାଙ୍କୁ ଲାଗୁଛି ୱାନ ଡେ ଫର୍ମାଟ ଏବଂ ଟେଷ୍ଟ ପାଇଁ ସେ ବର୍ତ୍ତମାନ ପ୍ରସ୍ତୁତ ନାହାନ୍ତି ତାଙ୍କୁ କିଛି ସ୍ପେସ ଦରକାର ।

ତେବେ ସେ ଏହି ଟି ଟ୍ୱେଣ୍ଟି ୱାର୍ଲଡ଼ କପ ପରେ ସେ ଆଉ ଏହି ଫର୍ମାଟ ରେ କ୍ୟାପ୍ଟନ ହେବେ ନାହିଁ । ତେବେ ଏହା ପରେ ଅନେକ ଖେଳାଳି ନିଜର ମତ ପ୍ରଦାନ କରିଛନ୍ତି ତେବେ ରୋହିତ କହିଛନ୍ତି କି ବିରାଟ ଭାଇ ନିଜର ଏତେ ବଡ଼ ନିଷ୍ପତ୍ତି କୁ ବହୁତ ଭାବି ଚିନ୍ତି ନେଇଥିବେ ଏହା ଦ୍ୱାରା ମୁଁ ତାକୁ ନିଷ୍ପତ୍ତି କୁ ସମ୍ମାନ ଦେଉଛି । ତେବେ ଋଷଭ କହିଛନ୍ତି କି ବିରାଟ କୋହଲି ଙ୍କ କ୍ୟାପ୍ଟନସି ରେ ବହୁତ କିଛି ଶିଖିଛି ତେବେ ସେ କିଛି ଭାବି ଚିନ୍ତା ହିଁ ନିଷ୍ପତ୍ତି ନେଇଥିବେ ଏବଂ ଆଶା କରୁଛି ଆଗକୁ ଯଦି ରୋହିତ ଭାଇ କ୍ୟାପ୍ଟନ ହେବେ ତେବେ ଦଳ ପାଇଁ କିଛି ଭଲ ହୋଇପାରେ ।

ତେବେ ଶିଖର କହିଛନ୍ତି କି ହୁଏତ ବ୍ୟକ୍ତିଗତ ଭାବରେ ମୁଁ ଭାବେ କି କୋହଲି ଙ୍କ ଉପରେ ତିନୋଟି ପ୍ରାରୁପ ର କ୍ୟାପ୍ଟନ ହେବା ବହୁତ କଷ୍ଟ କର ଏବଂ ଏକ ଚାପ ପକାଇବା ଭଳି ହୋଇଥାଏ ତେଣୁ ସେ ନିଜକୁ କିଛି ସ୍ପେସ ଦେଲେ ହୁଏତ ଆହୁରି ଭଲ ଖେଳିବେ । ତେବେ ଏହା ଉପରେ ଆପଣ ମାନଙ୍କ ମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *