ଦେଖନ୍ତୁ Team ରୁ ବାହାରିବା ମାତ୍ରେ ହିଁ ଏହି ଖତରନାକ ଦେଶରୁ ଆସିଲା Dhawan ଙ୍କୁ ଅଫର, ଏବେ ଏଇ ଦେଶର Captain ହେବେ Shikhar Dhawan

ନମସ୍କାର ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ଗବର ସିଂହ ନାମରେ ପରିଚିତ ଶିଖର ଧାବନ କୌଣସି ବଲିଉଡ ହିରୋ ଠାରୁ କିଛି କମ ନୁହେଁ । ସେ ସର୍ଵଦା ନିଜ ଲୁକ ପାଇଁ ଚର୍ଚ୍ଚିତ ରହିବା ସଙ୍ଗେ ସଙ୍ଗେ ନିଜ ଖେଳ ପାଇଁ ମଧ୍ୟ ପ୍ରସିଦ୍ଧ ହୋଇଥିଲେ । ତେବେ କିନ୍ତୁ ବର୍ତ୍ତମାନ ଶିଖର ଧାବନ ଙ୍କ ଉପରେ ଦୁଃଖ ର ଭାର ପଡି ଯାଇଛି ଏହି କିଛିଦିନ ପୂର୍ବରୁ ଖବର ଶୁଣିବାକୁ ମିଳିଥିଲା କି ଶିଖର ଏବଂ ଆଏଶା ଙ୍କ ବିବାହ ବିଚ୍ଛେଦ ଖବର ସାମ୍ନା କୁ ଆସିଥିଲା ।

ତେବେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଖବର ସାମ୍ନା କୁ ଆସୁଛି କି ଟି ଟ୍ୱେଣ୍ଟି ୱାର୍ଲଡ଼ କପ ରେ ଶିଖର ଧାବନ ଖେଳିବେ ନାହିଁ । ତେବେ ଏହି ଖବର ପରେ ଶିଖର ଙ୍କ ଫ୍ୟାନ ମାନେ ବିବିସି ଉପରେ ନିଜର ରାଗ ପ୍ରକାଶ କରିଛନ୍ତି ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଖବର ବିଷୟ ରେ । ତେବେ ଖବର ଆସିଥିଲା କି ଏହି ଅକ୍ଟୋବର ରେ ଟି ଟ୍ୱେଣ୍ଟି ୱାର୍ଲଡ଼ କପ ହେବାର ସୂଚନା ମିଳିଥିଲା ତେବେ ସବୁ ଟିମ ନିଜର ସ୍କ୍ୱାର୍ଡ କୁ ଗଠନ କରି ନିଜର ଲିଷ୍ଟ ମଧ୍ୟ ଦେଇ ଦେଇଛନ୍ତି ।

ତେବେ ଭାରତ ଟିମ ମଧ୍ୟ ନିଜର ଏକ ୧୯ ଜଣିଆ ସ୍କ୍ୱାର୍ଡ ତିଆରି କରି ସାରିଛି ତେବେ ସେହି ଲିଷ୍ଟ ରେ ଭାରତ ଦଳ ର ଓପନର ଶିଖର ଏହି ଦଳ ରେ ନାହାନ୍ତି । ତେବେ ଏହି ଖବର ପରେ ଶିଖର ଙ୍କ ଫ୍ୟାନ ମାନେ ବିବିସି ଉପରେ ନିଜର ରାଗ କୁ ଜାହିର କରିବା ସହିତ । ଶିଖର ଙ୍କ ନାମ ରେ ଅନେକ ମିଛ କଥାମଧ୍ୟ ଭା-ଇ-ରା-ଲ ହେଉଛି । ତେବେ କୁହାଯାଉଛି କି ଶିଖର ଭାରତ ଦଳ ରୁ ସନ୍ନ୍ୟାସୀ ନେଇ ଅନ୍ୟ କୌଣସି ଦଳ ପାଇଁ ଖେଳି ପାରନ୍ତି ।

ତେବେ ଏହା କେତେ ସତ କିମ୍ବା ମିଛ ଜଣାନାହିଁ । ଏହା ଛଡା ଯଦି ବି ଶିଖର ଭାରତୀୟ ଦଳ ରୁ ସନ୍ନ୍ୟାସୀ ନେଇଯିବେ ତେବେ ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିବ ପ୍ରଥମରେ ସେ ଅଷ୍ଟ୍ରେଲିଆ ପାଇଁ ଡୋମେଷ୍ଟିକ କ୍ରିକେଟ ରେ ଭାଗ ନେଇ ପାରନ୍ତି ନଚେତ ବିଗ ବସ ଯେପରି ଲିଗ ରେ ଭାଗ ନେଇ ପାରନ୍ତି ତେବେ ଏହା ବି କୁହାଯାଉଛି କି ଶିଖର ଭାରତ ଦଳ କୁ ଛାଡି ଆମେରିକା ପାଇଁ ଖେଳି ପାରନ୍ତି ।

ତେବେ ଶିଖର ଧାବନ ଙ୍କ ଫିଟନେସ କୁ ଦେଖି ଆହୁରି ଚାରି ପାଂଚ ବର୍ଷ ପର୍ଯ୍ୟନ୍ତ ସେ ଆରାମ ରେ ଖେଳି ପାରିବେ । ତେବେ ଶିଖର ଟି ଟ୍ୱେଣ୍ଟି ୱାର୍ଲଡ଼ କପ ରେ ଖେଳିବା ଉଚିତ କିମ୍ବା ନାହିଁ ଏବଂ ସେ ଭାରତ ଦଳ ରୁ ସନ୍ନ୍ୟାସୀ ନେବେ ନା ନାହିଁ ନିଜର ମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *