Gajapati ଜିଲ୍ଲା ଗଣ୍ଡା ହାତୀ ଜଳ ପ୍ରପାତରେ ଖେଳିଲେ 2 ଟି ବିରାଟକାୟ ଅହିରାଜ (King Cobra), ଥରେ ଦେଖନ୍ତୁ ଏହି Video ଆପଣଙ୍କ ମନ ମୋହିନେବ

ନମସ୍କାର ବନ୍ଧୁଗଣ ତେବେ ଆପଣ ନିଶ୍ଚିତ ଭାବରେ ଛୋଟ ବେଳେ ସାପ ଖେଳ ଦେଖିଥିବେ । ଯାହା ଦେଖିବା ଆପଣ ଙ୍କୁ ବହୁତ ପସନ୍ଦ ଥିବ ଏବଂ କିଛି ଲୋକଙ୍କୁ ଡର ମଧ୍ୟ ଲାଗୁଥିବ । ତେବେ ସାପ କୁ ଯେ କୌଣସି ବ୍ୟକ୍ତି ମଧ୍ୟ ଦେଖିଲେ ଡ-ରି-ଯି-ବ କାରଣ କୌଣସି ବି ମୁହୂର୍ତ୍ତରେ ସେ କାହାକୁ ବି କା-ମୁ-ଡ଼ି ପାରେ ଏବଂ ଏହି ବି-ଷ-ଧ-ର ଥରେ କା-ମୁ-ଡ଼ି-ଲେ ଯଦି ତୁରନ୍ତ ଏହାର ଚିକିତ୍ସା ନ କରାଯାଏ ତେବେ ବଞ୍ଚିବା ବହୁତ କଷ୍ଟ କର ଅଟେ ।

ତେବେ ଅନ୍ଧ ବିଶ୍ୱାସ ରେ ନ ବିଶ୍ୱାସ କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରେଇଦେବା ଉଚିତ । ତେବେ ଏହି ସାପ ଖେଳ ଭଳି ବର୍ତ୍ତମାନ ଏକ ଜଳ ପ୍ରପାତ ରେ ଦୁଇଟି ବିରାଟ ସାପ ଙ୍କ ଖେଳୁ ଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରିନେବା । ତେବେ ଏହି ଦୁଇ ଟି ସାପ ହେଉଛନ୍ତି ବିରାଟ ବଡ଼ ବି-ଷ-ଧ-ର ଅହିରାଜ । ତେବେ ଏହି ଦୁଇ ଜଣ ଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଗଣ୍ଡା ହାତୀ ଜଳ ପ୍ରପାତ ରେ ଏହି ଦୃଶ୍ୟ କୁ ଦେଖିବାକୁ ମିଳିଥିଲା ।

ଏହି ଗଣ୍ଡା ହାତୀ ଜଳ ପ୍ରପାତ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଏବଂ ସେଠି ଲୋକମାନେ ବୁଲିବାକୁ ଆସନ୍ତି ତେବେ ବର୍ଷା ଦିନେ ଏହି ଠାରେ ପ୍ରବଳ ଜଳ ପ୍ରବାହିତ ହୋଇଥାଏ ଏବଂ ଏହା ଯୋଗୁଁ ଏହି ଠାରେ ଅନେକ ସାପ ମଧ୍ୟ ଆସିଥାନ୍ତି ଏବଂ ବର୍ତ୍ତମାନ ଏହି ଦୁଇଟି ଅହିରାଜ ନିଜର ମିଳନ ପାଇଁ ଆସି ଯାଇଛନ୍ତି ।

ତେବେ ଏହି ଠାରେ କୌଣସି ଲୋକ ନଥିବା ଦେଖି ଏହି ଦୁଇଜଣ ଅହିରାଜ ଗଣ୍ଡ ଜଳ ହାତୀ ର ମୁଖ୍ୟ ଫାଟକ ରେ ଯେଉଁଠି ପାଣି ପଡେ ସେହି ରାସ୍ତା ରେ ଏହି ଦୁଇ ଜଣ ଙ୍କୁ ଦେଖିବାକୁ ମିଳିଥିଲା ତେବେ ସେଠାକାର କର୍ମଚାରୀ ଙ୍କ କହିବା ଅନୁସାରେ ଏଠାରେ ଅନେକ ବଡ଼ ଏବଂ ବି-ଷ-ଧ-ର ସାପ ଦେଖାଯାଆନ୍ତି କିନ୍ତୁ ସେମାନେ କେବେବି କାହାର କ୍ଷତି କରନ୍ତି ନାହିଁ ।
ତେବେ ଏହି ଦୃଶ୍ୟ ବହୁତ ମନୋହର ଅଟେ ।

Leave a Reply

Your email address will not be published. Required fields are marked *