ରାତିରେ ମହିଳାଙ୍କ ଭିଡ଼ିଓ ଭାଇରାଲ ! ଥରେ ଦେଖନ୍ତୁ ଏହି Video ମଜା ଆସିଯିବ….

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ତ ଜାଣିଥିବେ ଯେ ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋସିଆଲ ମିଡିଆ ରେ ଅନେକ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋସିଆଲ ମିଡିଆ ରେ କେତେବେଳେ କୌଣସି ଅଘଟଣ କୁ ନେଇ ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭାଇରାଲ ହୋଇଥାଏ ।

ଅଧିକାଂଶ ସମୟ ରେ ମହିଳା ମାନଙ୍କ ର କାର୍ଯ୍ୟକ୍ରମ ର ଭିଡିଓ ମଧ୍ୟ ଗଣ ମାଧ୍ୟମରେ ଭାଇରାଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କେତେବେଳେ ମହିଳା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି ।

ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ରେ କଣ କହୁଛନ୍ତି ମହିଳା ଜଣଙ୍କ । ତେବେ ଏହି ଭିଡିଓ ରେ ଜଣେ ଛୋଟ ପିଲା ଟି ନିଜ ଦିଦି କୁ କିଛି ପ୍ରଶ୍ନ ପଚାରୁଛି ଏବଂ ସେହି ମହିଳା ଜଣଙ୍କ ତାର ଉତ୍ତର ଗୀତ ମାଧ୍ୟମରେ ଦେଉଛନ୍ତି ।

ତେବେ ସେହି ପିଲାଟି ପଚାରିଲା କି ଦିଦି ତୁମେ ଏତେ ଶୀଘ୍ର କଣ ପାଇଁ ବାହା ହୋଇଗଲ ତେବେ ସେ ଉତ୍ତର ରେ କହିଥିଲେ କି- ..ଚୋରା ପ୍ରେମ ଭାରି କଷ୍ଟ ଦାୟକ । ଏହା ପରେ ସେ ପଚାରିଲା ତୁମେ ଗଲା ବେଳେ କଣ ନେଇଥିଲ ତେବେ ସେ ଗାଇଥିଲେ କି ମଥାକୁ ଆଣିଛି ସିନ୍ଦୁର ମୁ ହାତକୁ ଆଣିଛି ଚୁଡ଼ି । ତେବେ ସେ ପଚାରିଲା ତୁମ ପାଇଁ ନୁହେଁ ତୁମ ଶାଶୂ ନଣନ୍ଦ ଙ୍କ ପାଇଁ ।


ତେବେ ସେ ଗାଇଥିଲେ କି ନଣନ୍ଦ ଙ୍କୁ ଦେଲି ନଣନ୍ଦ ପୁଟୁଳି ଶାଶୂ କୁ ଶାଶୁ ବେଡି,,, ଶଶୁର ଙ୍କ ପାଇଁ ନାମା ବଳି ସଙ୍ଗେ ଆଣିଛି ଜପା ମାଳି । ତେବେ ସେ ପ୍ରଶ୍ନ କଲା କି ଭାଇ ତୁମକୁ ନେଲା ବେଳେ କାନରେ କଣ କହିଥିଲା କି-,,, ଗାଇଥିଲେ କି ନେଇ ରଖିବି ମୁଁ ତୋତେ ରାଣୀ କରିକି । ତେବେ ଭାଇଙ୍କର ଆଗରୁ କେତେଟା ଲଭର ଥିଲା କି ସେ ଗାଇ ଥିଲେ କି ୧,୨,୩,୪,୫……୧୫ ।

ତେବେ ସେ କହିଲା କି ଯଦି ଭାଇ ଏସବୁ ଦେଖିନେବେ ତେବେ ସେ ଗାଇଥିଲେ କି ଦେଖ ଧନ କାନ ଧରୁଛି । ତେବେ ଶେଷରେ ସେ କହିଥିଲେ କି ସୀମା ଦିଦି ତୁମେ ପୁରା ଖେଳାଳି ତାପରେ ସେ ଗାଇ ଥିଲେ କି ଦୀପିକା, ବିପାଶା ବି ମୋ ଆଗରେ ହାରିଯିବେ । ତେବେ ଏହି ଭିଡିଓ ଟି ରାତାରାତି ଭାଇରାଲ ହୋଇଗଲା ତେବେ ଏହି ଭିଡିଓ ଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *