ଯେତେବେଳେ ରାସ୍ତା ମଝିରେ ହଠାତ ଘେରି ଗଲେ ସିଂହ ପଲ, ଆଉ ତା’ ପରେ ଯାହା ହେଲା… ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ପ୍ରତିଦିନ ସମାଜ ରେ କିଛି ନା କିଛି ତଥ୍ୟ ଦେଖିବା ପାଇଁ ମିଳିଥାଏ । ସୋସିଆଲ ମିଡିଆ ରେ ବେଳେବେଳେ ଏଭଳି ଭିଡିଓ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ଲାଗିଥାଏ । ତେବେ ରାଜ୍ୟ ର ବିଭିନ୍ନ ସ୍ଥାନରେ ଅଭୟାରଣ୍ୟ ରହିଛି । ସେଠାରେ ଭିନ୍ନ ପ୍ରକାରର ପଶୁ ପକ୍ଷୀ ଓ ଜୀବଜନ୍ତୁ ମାନଙ୍କୁ ଦେଖିବା ସହିତ ସେମାନଙ୍କୁ ବନ ଜଙ୍ଗଲ ରେ ମଧ୍ୟ ଦେଖିବାକୁ ମିଳିଥାଏ ।

ଏମାନଙ୍କୁ ଦେଖିବା ମାତ୍ରେ ବହୁତ ଭୟ ଲାଗିଥାଏ ଏବଂ ଏହା ସହିତ ସେମାନେ ବହୁତ ମାରାତ୍ମକ ଓ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି । ଲୋକମାନେ ମଧ୍ୟ ସେମାନଙ୍କ ନିକଟ କୁ ଯାଇ ଦେଖିବା ପାଇଁ ସାହସ କରନ୍ତି ନାହିଁ । ସେମାନେ ମଣିଷ କୁ ଦେଖିବା ମାତ୍ରେ ହିଁ ଶିକାର କରିବା ଉଦ୍ଦେଶ୍ୟରେ ରହିଥାନ୍ତି । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନିକଟରେ ଏଭଳି ଏକ ଦୃଶ୍ୟ ସାମ୍ନା କୁ ଆସିଛି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି ।

ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଚମ୍ବିତ ହୋଇଯିବେ । ଘଟଣା ଟି ହେଉଛି, କ୍ରୁଗର ପାର୍କ କୁ ଯିବାର ଏକ ନିଛାଟିଆ ଜଙ୍ଗଲ ରାସ୍ତା ଉପରେ ଏକା ସାଙ୍ଗରେ ଅନେକ ସିଂହ ରାସ୍ତା ଅବରୋଧ କରି ରହିଛନ୍ତି ।

ରାସ୍ତା ରେ ଗାଡ଼ି ଯିବା ଆସିବା କରିବା ସମ୍ଭବ ନହେବା ସହିତ ସମସ୍ତ ଗାଡ଼ି ଆସି ସିଂହ ମାନଙ୍କ ପାଖରେ ଅଟକ ରହିଛନ୍ତି । କିଛି ଗାଡ଼ି ସିଂହ ମାନଙ୍କ ଭୟ ରେ ପଛକୁ ଫେରି ଯାଉଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ସେହି ଦୃଶ୍ୟ କୁ ଦେଖିଲେ ସମସ୍ତଙ୍କ ମନ ଭୟ ରେ ଥରି ଉଠୁଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଯେ, ସିଂହ ମାନେ କାହାକୁ ବି ଦେଖି ସେମାନଙ୍କୁ ଆକ୍ରମଣ କରୁ ନାହାନ୍ତି ଏବଂ କିଛି ପ୍ରତିକ୍ରିୟା ମଧ୍ୟ ଦେଉ ନାହାନ୍ତି ।

ସେଥି ମଧ୍ୟ ରୁ କିଛି ସିଂହ ଲୋକ ମାନଙ୍କ ଗାଡ଼ି ପାଖକୁ ଯାଉଛନ୍ତି ଏବଂ ସେମାନଙ୍କୁ କାଚ ବାଟେ ଦେଖୁଛନ୍ତି । କିନ୍ତୁ କୌଣସି ପ୍ରକାର ହାନି ପହଞ୍ଚାଉ ନାହାନ୍ତି । ତେବେ ଆପଣ ମାନେ ମଧ୍ୟ ଏହି ଭାଇରାଲ ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ ଉକ୍ତ ଭିଡିଓ ଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *