‘ସୋନାଲିର ବ୍ୟାଡ଼ କ୍ୟାରେକ୍ଟର , ତା ପାଇଁ ଆତ୍ମହତ୍ୟା କରିବା…’ Sonali ଙ୍କ ବିଷୟରେ ଏହି ବ୍ୟକ୍ତି ଜଣକ ଯାହା କହିଲେ ନା, ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କେବଳ ଭାଗ୍ୟବାନ ଲୋକଙ୍କୁ ହିଁ ପ୍ରକୃତ ଭଲପାଇବା ମିଳିଥାଏ । କିନ୍ତୁ ଆଜିକାଲି ଏହାର ପରିଭାଷା ସମ୍ପୂର୍ଣ୍ଣ ବଦଳି ଗଲାଣି । ଯୁଗ ଯେତେ ବଦଳିଗଲେ ହେଁ ଆମେ ଯଦି ମାନସିକ ଭାବେ ଭଲପାଇବା ଗଣିତକୁ ନେଇ ଦୃଢ଼ ରହିବା ତେବେ ହୁଏତ ଅକାଳରେ ଅନେକ ଜୀବନ ହାନୀ ହୁଅନ୍ତାନି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରାଜଧାନୀ ଭୁବନେଶ୍ୱରର ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ସୁଇସାଇଡ୍ ମାମଲା । ତେବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।

ବର୍ତ୍ତମାନ ସୌମ୍ୟଙ୍କ ବାନ୍ଧବୀ ସୋନାଲିଙ୍କ ପାଇଁ ଅଡ଼ୁଆ ବଢ଼ିଚାଲିଛି । ପ୍ରେମ ପ୍ରସଙ୍ଗକୁ ନେଇ ସୌମ୍ୟ ଆତ୍ମହତ୍ୟା କରିବା ମାମଲାକୁ ନେଇ ଏବେ ଲୋକମାନେ ନା ନା ଦିଗରୁ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତା ଉପରେ ପୁଣି ଅଡିଓ ରେକର୍ଡି ସାମନାକୁ ଆସିବା ପରେ ସୋନାଲିଙ୍କ ଉପରେ ଲୋକମାନେ ଆକ୍ରୋଶ ବଢ଼ିବାରେ ଲାଗିଛି । ଏହି କ୍ରମରେ ସମସ୍ତେ ସୋନାଲି ଙ୍କୁ ଦଣ୍ଡ ଦେବା ପାଇଁ ମଧ୍ୟ ଦାବି କରୁଛନ୍ତି ।

ତେବେ ବର୍ତ୍ତମାନ ଜଣେ ଲୋକଙ୍କ କହିବାର କଥା କି ସେ ମିଡ଼ିଆ ମାଧ୍ୟମରୁ ଯେତିକି ଭିଡିଓ ଏବଂ ଅଡିଓ ସବୁ ଶୁଣିଛନ୍ତି ସେହିଥିରୁ ସେ ଜାଣି ପାରିଲେ କି ସେହି ଝିଅ ଏବଂ ତାଙ୍କ ଫ୍ୟାମିଲି ଏକ ବ୍ୟାଡ କ୍ୟାରେକ୍ଟର ର । ତେବେ ସୌମ୍ୟ ର ଆତ୍ମହତ୍ୟା ଏକ ନିନ୍ଦନୀୟ ଅଟେ କାରଣ ଯେଉଁ ଝିଅ ତାର ପ୍ରେମ କୁ ବୁଝି ପାରୁ ନାହିଁ । ଯିଏ ତାର କାନ୍ଦ କୁ ବୁଝି ପାରୁ ନାହିଁ । ତେବେ ଏହି ଝିଅ ପାଇଁ ଆତ୍ମହତ୍ୟା କରିବା ଏକ ନିନ୍ଦନୀୟ ଏବଂ ବୋକାମୀ ମଧ୍ୟ ।

ତେବେ ସେ ଥରେ ଭାବିଥାନ୍ତା କି ତାର ପରିବାର ରହିଛି ତାର ଗୋଟିଏ ଭଲ କ୍ୟାରୀଆର ଅଛି ତେଣୁ ଜଣେ ଝିଅ ପାଇଁ ଏପରି ଭୁଲ କରିବା ଏକ ମୂର୍ଖାମୀ । ତେବେ ସେ ଏହା ମଧ୍ୟ କହିଛନ୍ତି କି ଆମ ଦେଶ ର ଆଇନ କାନୁନ ଝିଅ ପାଇଁ ଅଲଗା ଏବଂ ପୁଅ ପାଇଁ ଅଲଗା । ତେବେ ଯଦି ଏହି ଭଳି କିଛି ଝିଅ ସହ ହୋଇ ଥାନ୍ତା ତେବେ ବର୍ତ୍ତମାନ ସବୁଆଡେ ଏହା ବ୍ୟାପି ଯାଇଥାନ୍ତା ।

ତେବେ ବର୍ତ୍ତମାନ ସେ ସୁଇସାଇଡ଼ ନୋଟ ରହିଛି ଝିଅ ର ନାଁ ମଧ୍ୟ ରହିଛି । ଏହା ସହ ଅଡିଓ କଲ ମଧ୍ୟ ରହିଛି କିନ୍ତୁ ତଥାପି ପୋଲିସ ଝିଅ କୁ ଆରେଷ୍ଟ କରୁ ନାହିଁ । ତେବେ ଶେଷ ରେ ସେ କହିଛନ୍ତି କି ଦୋଷୀ କୁ ଶୀଘ୍ର ଦଣ୍ଡ ମିଳିବା ଉଚିତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *