ବିଚ ରାସ୍ତାରେ ଚୋରା ପୋଲିସ ଗୋଡା ଗୋଡି, ଭାଇରାଲ ହେଲା ଭିଡିଓ, ଜିତିଲା କିଏ ହାରିଲା କିଏ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିକାଲି ଚୋ-ରି ବହୁତ ବଢ଼ିବାରେ ଲାଗିଛି । କିଏ ଦିନ ଦ୍ବୀପହର ରେ ଚୋ-ରି କରୁଛି, ଚେନ ଲୁ-ଟୁ-ଛି ତ କିଏ ରାତି ଅନ୍ଧାର ରେ କିମ୍ବା କେହି ନିଜର ଅ-ସ୍ତ୍ର ର ବ୍ୟବହାର କରି ଲୁ-ଟୁ-ଛି ତ କିଏ ନିଜର ବୁଦ୍ଧି ର ପ୍ରୟୋଗ କରି ଏହି ଭଳି କା-ଣ୍ଡ କରୁଛନ୍ତି । ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଗାଁ ସହରରେ ଚୋ-ରି ର ସଂଖ୍ୟା କେତେ ବଢି ଗଲାଣି ।

ଚୋ-ର ମାନଙ୍କ ର ଚୋ-ରି କରିବାର ଶୈଳୀ ମଧ୍ୟ ଅଲଗା ଏବଂ ନୂତନ ହେବାକୁ ଲାଗିଲାଣି । ତେବେ ଏହା ଛଡା ଆଜିକାଲି ଅଧିକାଂଶ ଚୋ-ରି ପାଠ ପଢ଼ୁଥିବା ଯୁବକ ମାନେ ଏବଂ ନିଜର ଅଭିନବ ଢଂଗ ରେ ଚୋ-ରି କରୁଛନ୍ତି । ତେବେ ସେଥିପାଇଁ ଆପଣ ଙ୍କୁ ସବୁବେଳେ ସାବଧାନ ଏବଂ ସତର୍କ ରହିବା ଆବଶ୍ୟକ । କାରଣ ଏହି ଚୋ-ର ମାନେ ଚୋ-ରି କରିବା ସଙ୍ଗେ ସଙ୍ଗେ ଲୁ-ଟ ଏବଂ ହ-ତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି ।

ତେବେ ସେଥିପାଇଁ ପୋଲିସ ମଧ୍ୟ ଅଧିକ ସାବଧାନ ରହୁଛି । ତେବେ ବର୍ତ୍ତମାନ ଏକ ଘଟଣା ଏଭଳି ଘଟିଛି କି ଚୋ-ର ଟି ପୋଲିସ କ-ବ-ଳରୁ ଖ-ସି ପଳେଇବାକୁ ଚେଷ୍ଟା କରୁଥିଲା । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ଭଦ୍ରକ ଜିଲ୍ଲା ର । ସେଠାରେ ପୋଲିସ ଏକ ଚୋ-ର କୁ ଗି-ର-ଫ କରି ନେଇ ଯାଉ ଥିଲା ତେବେ ସେହି ସମୟରେ ସେହି ଚୋ-ର ଟି ହଠାତ ସୁଯୋଗ ଦେଖି ପୋଲିସ କ-ବ-ଳ ରୁ ଖ-ସି ପଳେଇଥିଲା ।

ତେବେ ଏହା ପରେ ପୋଲିସ ଭଦ୍ରକ ର ସହରରେ ଏବଂ ରାସ୍ତା ରେ ଚୋ-ର ଟି କୁ ଖୋ-ଜି-ବାରେ ଲାଗିଲା । କିନ୍ତୁ ଚାଲାକ ଚୋ-ର ଟି ଲୁଙ୍ଗି ପିନ୍ଧି କରି ରାସ୍ତା ରେ ଲୁଚି ଲୁଚି ଖସି ଯିବାକୁ ଚେଷ୍ଟା ଚଳେଇ ଥିଲା । ତେବେ ରାସ୍ତା ରେ ଉପସ୍ଥିତ ସବୁ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଏହି ଘଟଣା କୁ ଦେଖୁଥିଲେ କିନ୍ତୁ କେହି ଆଗକୁ ବଢି ସାହାର୍ୟ୍ଯ କରୁ ନଥିଲେ ।


ତେବେ ଶେଷ ରେ ଚୋ-ର ଟି ଏକ ଶାଢ଼ୀ ଦୋକାନ ଯାହାର ନାମ ହେଉଛି ଶୁଭଦ୍ରା ଲୁଗା ଦୋକାନ ଆଗରେ ଥିବା ଏକ ଖାଲି ଅଟୋ ପଛରେ ଲୁଚି ଥିଲା ଏବଂ ପରେ ଅଟୋ ଭିତରେ ପ-ଶି ଯାଇଥିଲା । ତେବେ କିନ୍ତୁ ସେହି ଦୋକାନ ର କିଛି ଷ୍ଟାଫ ମାନେ ଏହାକୁ ଦେଖି ସେହି ଚୋ-ର କୁ ଧରି ନେଇଥିଲେ ଏବଂ ଉତ୍ତମ ମଧ୍ୟମ ଦେବା ସହ ପୋଲିସ ଜି-ମା କରିଥିଲେ । ତେବେ ମି-ଡ଼ି-ଆ ଵାଲା କିମ୍ବା ଗଣମାଧ୍ୟମ ଯେତେବେଳେ ସେହି କର୍ମଚାରୀ ମାନଂକୁ ପ୍ରଶ୍ନ କରିଥିଲେ କି ଆପଣଂକୁ ଡ-ର ଲାଗିଲା ନାହିଁ ।

ତେବେ ଉତ୍ତର ରେ ସେମାନେ କହିଥିଲେ କି ଡର କଣ ପାଇଁ ଲାଗିବ ଆମେ ଦେଖିଲୁ କି ଗୋଟିଏ ଲୋକ ଟି ଲୁଚି ଅଟୋ ଭିତରେ ପଶି ଯାଉଛି ଏବଂ ପୋଲିସ ମଧ୍ୟ ତାକୁ ଖୋ-ଜୁ-ଛି ତେଣୁ ଆମେ ଭାବିଲୁ କି ଏକ କ-ଏ-ଦୀ ଖସି ଯାଇଛି ବୋଲି ତେଣୁ ତାକୁ ଧରି ପୋଲିସ କୁ ଦେଇଥିଲୁ ତେଣୁ ଡ-ର କଣ ପାଇଁ ଲାଗିବ । ତେବେ ଏହି ଖବର ଦେଖିବା ପରେ ଲାଗୁଛି ଆଜି ବି ମାନବିକତା ଅଛି ଏବଂ ବର୍ତ୍ତମାନ ନାଗରିକ ମାନେ ସଚେତନ ହୋଇ ପୋଲିସ କୁ ସାହାର୍ୟ୍ଯ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *