ଏମିତି ବି ଆସେ ମୃତ୍ୟୁ ! ବାରହା ପାଇଁ ଜାଲ ଫସାଇ ଥିଲେ କିନ୍ତୁ ନିଜେ ହୋଇଗଲେ ଶବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ଅନ୍ୟ ପାଇଁ ଯିଏ ଗାତ ଖୋଳେ ସେ ସେହି ଗା-ତ-ରେ ପଡେ । ଏହାର ଅର୍ଥ ଯିଏ ଅନ୍ୟ ର ଖରାପ ଚିନ୍ତା କରେ ଏବଂ ତାକୁ ହ-ଇ-ରା-ଣ କରିବା ପାଇଁ କାମ କରେ ସେହି ବ୍ୟକ୍ତି ନିଜେ ନିଜର ଜା-ଲ-ରେ ଫ-ସି ଯାଇଥାଏ । ଏହାଛଡା ଲୋଭ ହିଁ ମଣିଷ ର ପ୍ରକୃତ ଶତ୍ରୁ । କାରଣ ଏହି ଲୋଭ ରୁ ହିଁ ମଣିଷ ପାପ କରି ନିଜେ ମୃ-ତ୍ୟୁ ମୁଖରେ ପଡ଼ିଥାଏ ।


ତେଣୁ ଜୀଵନ ରେ ଏହି ଦୁଇଟି ଜିନିଷ ଠାରୁ ଦୂରେଇ ରହିବା ଉଚିତ । ତେବେ କିନ୍ତୁ ବର୍ତ୍ତମାନ ଏକ ଘଟଣା ଏଭଳି ଘଟି ଯାଇଛି ଯାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତେବେ ଦୁଇଜଣ ବ୍ୟକ୍ତି ନିଜ ଲୋ-ଭ ଯୋଗୁଁ ବାରହା ଶିକାର କରିବାକୁ ଜଂଗଲ କୁ ଯାଇ ମୃ-ତ୍ୟୁ ମୁଖରେ ପ-ଡି-ଗଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରିନେବା ଏବଂ ଜାଣିନେବା ପ୍ରକୃତ ଘ-ଟ-ଣା ସମ୍ପର୍କରେ ।

ତେବେ ପବିତ୍ର କାର୍ତ୍ତିକ ମାସ ପରେ ଚାରିଆଡେ ଛାଡଖାଇର ପ୍ରସ୍ତୁତି । ଏହି ଅବସରରେ ମାଛ, ମାଂସ ବ୍ୟବସାୟୀ ମାନେ ଭଲ ଦୁଇପଇସା ରୋଜଗାର କରିଥାନ୍ତି । କିନ୍ତୁ ଛାଡଖାଇ ପାଇଁ ବାରହା ଶି-କା-ର ଯୋଜନା କରି ବାରହାଙ୍କ ପାଇଁ ବସାଇଥିବା ଫା-ସରେ ଦୁଇଜଣ ଶି-କା-ରୀ-ଙ୍କ ମୃ-ତ୍ୟୁ ଘ-ଟିଛି । ଏଭଳି ଏକ ଅ-ଭା-ବ-ନୀୟ ଘଟଣା ଆଜି ଘଟିଛି ।

ସୂଚନା ଯୋଗ୍ୟ ଯେ ବୌଦ୍ଧ ରେଞ୍ଜ୍ ଅଧିନସ୍ଥ ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ ବାରହା ଶୀ-କା-ର ପାଇଁ କୁରୁକୁଚ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର କଇରା ବାଘ ଗତ ଶୁକ୍ରବାର ଦିନ ରାତିରେ ଜଙ୍ଗଲକୁ ଯାଇଥିଲେ । ଉଭୟ ଶିକାରୀ ଜଙ୍ଗଲ ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରୁ ଏକ ଜେଇ ( ସରୁ ଲୁହା ତାର) ତାର ଦ୍ୱାରା ବାରହା ଶୀ-କା-ର ପାଇଁ ଫା-ସ ବିଛାଇଥିଲେ ।

କିନ୍ତୁ କୌଣସି କାରଣରୁ ଉଭୟ ଶିକାରୀ ବାରହା ପାଇଁ ବସାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଲାଗି ଯାଇଥିଲେ । ଘଟଣା ସ୍ଥଳରେ ହିଁ ଉଭୟେ ପୋ-ଡି ଯିବା ସହ ସେମାନଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଶନିବାର ଦିନ ସ୍ଥାନୀୟ ଲୋକମାନେ ଜଙ୍ଗଲକୁ କାଠ କା-ଟି-ବା-କୁ ଯାଇଥିବା ବେଳେ ଏମାନଙ୍କ ମୃ-ତ ଦେ-ହ ପଡିଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ସ୍ଥାନୀୟ ବନବିଭାଗ ଓ ଥାନା କର୍ମଚାରୀଙ୍କୁ ଜଣାଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ଓ ପୁଲିସ ତ-ଦ-ନ୍ତ ଆରମ୍ଭ କରିଛି । ପୋଲିସ ପକ୍ଷରୁ ଶ-ବ-କୁ ଜ-ବ-ତ କରିବା ସହ ବ୍ୟ-ବ-ଛେ-ଦ ପାଇଁ ବୌଦ୍ଧ ମେଡିକାଲକୁ ପଠାଇ ଦିଆଯାଇଛି । ଶୁକ୍ରବାର ଦିନ ଉକ୍ତ ବଘିଆପଡା ଗୌଡଦେଇ ସଂରକ୍ଷିତ ଜଙ୍ଗଲରେ ବାରହା ଶୀ-କା-ର ପାଇଁ ବିଦ୍ୟୁତ ତାର ଲଗାଉଥିବା ବେଳେ ବନ ବିଭାଗ ପକ୍ଷରୁ ୩ ଜଣଙ୍କୁ ଗି-ର-ଫ କରି କୋ-ର୍ଟ ଚା-ଲା-ଣ କରିଥିବା ବେଳେ ୨୪ ଘଣ୍ଟା ନୁ ପୂରୁଣୁ ବାରହା ଶୀ-କା-ର ପାଇଁ ୨ ଜଣ ଶି-କା-ରୀ-ଙ୍କ ଜୀବନ ଯାଇଛି ।

ଜିଲାରେ ବର୍ତ୍ତମାନ ବାରହା ଶି-କା-ର ବହୁ ମାତ୍ରାରେ ଚାଲିଥିବା ବେଳେ ଏଥିପାଇଁ ଶି-କା-ରୀ ମାନେ ବିଭିନ୍ନ ଉପାୟରେ ଶି-କା-ର କରୁଥିବା ଦେଖିବାକୁ ମିଳିଛି । ବାରହା ଭଳି ବନ୍ୟଜନ୍ତୁର ଅ-ବା-ଧ ଶି-କା-ର-ରେ ଅଙ୍କୁଶ ନ ଲାଗିଲେ ଆଗକୁ ଏହି ବନ୍ୟ ଜନ୍ତୁର ପ୍ରଜାତି ଲୋ-ପ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *