ଆନ୍ଧ୍ରପ୍ରଦେଶରେ ପ୍ରକୃତିର ତାଣ୍ଡବ, ଦେଖନ୍ତୁ ପ୍ରଖର ଜଳ ସ୍ରୋତରେ ଭାସି ଯାଉ ଯାଉ କିପରି ବଞ୍ଚିଲା ଲୋକଟିର ଜୀବନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ଆନ୍ଧ୍ରପ୍ରଦେଶରେ ଫ୍ଲାସ ବନ୍ୟା ହେତୁ ସବୁ ସ୍ଥାନରେ ଧ୍ୱଂ-ସ ହେବାର ଦୃଶ୍ୟ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃ-ତ୍ୟୁ ହୋଇଛି ।   ପ୍ରାୟ ୧୦୦ ଲୋକ ନି-ଖୋ-ଜ ଥିବା ବେଳେ  ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ଗଠନ ହେତୁ ଗତ ୨୪ ଘଣ୍ଟା ଧରି ରାଜ୍ୟର ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି ।

ଶୁକ୍ରବାର ଦିନ, ରୟାଲାସିମାର ତିନୋଟି ଜିଲ୍ଲା ଏବଂ ଗୋଟିଏ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ୨୦ ସେମି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇ ପ୍ରବଳ ଧ୍ୱଂ-ସା-ବଶେଷ ଘ-ଟି-ଛି । କୁଡାପା ଜିଲ୍ଲାରେ ୧୨ ଜଣ ନି-ଖୋ-ଜ ଅଛନ୍ତି । ବାୟୁସେନା, ଏନଡିଆରଏଫ ଏବଂ ଅ-ଗ୍ନି-ଶ-ମ କର୍ମଚାରୀ ମାନେ ବନ୍ୟାରେ ଫ-ସି ରହିଥିବା ଅନେକ ଲୋକଙ୍କୁ ଉଦ୍ଧାର କରୁଛନ୍ତି ।

ଚେୟୁରୁ ନଦୀର ଜଳସ୍ତର ଯୋଗୁଁ ଅନ୍ନମୟ ଜଳସେଚନ ପ୍ରକଳ୍ପର ଜଳ ରାଜମ୍ପେଟ୍ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ କୁଡାପା ଜିଲ୍ଲାର ଅନେକ ସ୍ଥାନକୁ ବ୍ୟାପିଛି । ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନର ଏକ ବସ୍ ରାମପୁରମରେ ଅଟକି ରହିଛି । ଅନେକ ଲୋକ ଉଦ୍ଧାର ହୋଇଥିଲେ ।   କିନ୍ତୁ ଏହା ସତ୍ତ୍ୱେ ୧୨ ଜଣଙ୍କର ମୃ-ତ୍ୟୁ ହୋଇଥିଲା । ଗୁଣ୍ଡାଲୁରୁ ନିକଟରୁ ସାତଟି, ରାୟଭାରାମ ନିକଟରୁ ତିନୋଟି ମୃ-ତ-ଦେ-ହ ମିଳିଥିବା ବେଳେ ମାଣ୍ଡପାଲ୍ଲୀ ନିକଟରେ ଦୁଇଟି ମୃ-ତ-ଦେ-ହ ମିଳିଛି ।

ତେବେ ବଢୁଥିବା ନଦୀ ଓ କେନାଲ ଗୁଡ଼ିକ ଅନେକ ଜିଲ୍ଲାକୁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି, ରାସ୍ତା ନଷ୍ଟ କରିଦେଇଛି ଏବଂ କେତେକ ସ୍ଥାନରେ ସାଧାରଣ ଜୀବନ ବି-ଗି-ଡି ଯାଇଛି । ରେନିଗୁଣ୍ଟା ଠାରେ ତିରୁପତି ଅନ୍ତର୍ଜାତୀୟ ବିମାନବନ୍ଦର ଶୁକ୍ରବାର ଦିନ ବିମାନ ଚଳାଚଳ ପାଇଁ ଖୋଲା ଯାଇଥିଲା, କିନ୍ତୁ ତିରୁମାଲା ପାହାଡକୁ ଯାଉଥିବା ଦୁଇଟି ଘା-ଟ ରାସ୍ତା ବନ୍ଦ ରହିଥିଲା । ଆଲିପିରିରୁ ତିରୁମାଲା ପର୍ଯ୍ୟନ୍ତ ଟେରାସଡ୍ ରାସ୍ତାରେ ବଡ଼ ଧରଣର ଭୂ-ସ୍ଖ-ଳନ ଓ ବନ୍ୟା ପରିସ୍ଥିତି ଉପୁଜିଛି ।

ତେବେ ଏଭଳି ପରିସ୍ଥିତି ରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ମଧ୍ୟ ଘଟିଛି କିମ୍ବା ଭଗବାନ ଙ୍କ ଚ-ମ-ତ୍କାର ବୋଲି ମଧ୍ୟ କହି ପାରିବା । ତେବେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି ଯେଉଁଠି ଜଣେ ବ୍ୟକ୍ତି ପାଣି ର ସୁଅ ରେ ଭା-ସି ଯାଇଥିବା ବେଳେ ସେ ସୁରକ୍ଷିତ ଭାବରେ ଆର ପଟ କୂଳରେ ଲାଗିଥିଲେ ଏବଂ ଉପରକୁ ଉଠି ଯାଇଥିଲେ । ତେବେ ସେଠାରେ ଉପସ୍ଥିତ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ଏବଂ ଭଗବାନ ଙ୍କ ଚ-ମ-ତ୍କା-ର ବୋଲି କହିବାକୁ ଲାଗିଲେ ।


ତେବେ ଆପଣ ମଧ୍ୟ ଏହି ଭିଡିଓ କୁ ଦେଖିବା ପରେ ଏହା ହିଁ ଭାବିବେ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ଶୁକ୍ରବାର ଦିନ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଉପକୂଳ ଅତିକ୍ରମ କରିଛି । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛି ।

ଆଇଏମଡ଼ି ଅନୁଯାୟୀ ନିମ୍ନ ଚାପ ଅଞ୍ଚଳ ଚେନ୍ନାଇ ଏବଂ ପୁଡୁଚେରୀ ମଧ୍ୟରେ ଉପକୂଳ ଅତିକ୍ରମ କରିଛି । ଏହା ୧୯ ନଭେମ୍ବର ୨୦୨୧ ରେ ସକାଳ ୩ ରୁ ୪ ମଧ୍ୟରେ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ପୁଡୁଚେରୀ ଏବଂ ଚେନ୍ନାଇ ମଧ୍ୟ ଦେଇ ଗତି କରିଛି । ବର୍ତ୍ତମାନ ଏହି ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।

Leave a Reply

Your email address will not be published. Required fields are marked *