ଏହି ରାଜକୁମାରୀଙ୍କ କାରଣରୁ ସାରା ଜୀବନ ଅବିବାହିତ ରହିଥିଲେ Atal Bihari Vajpayee, କରି ନଥିଲେ ବିବାହ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଯେ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ପ୍ରମୁଖ ନେତା ମାନ ଙ୍କ ମଧ୍ୟ ରୁ ଜଣେ ତେବେ ବିବାହ ବନ୍ଧନ ରେ ବାନ୍ଧି ହୋଇନଥିଲେ ମଧ୍ୟ ପ୍ରେମ କରିଛନ୍ତି ଅଟଳ ଜୀ ଙ୍କ ଜଣେ ପ୍ରେମିକା ଜିଏକି ଜଣେ ରାଜକୁମାରୀ ତେବେ ୧୯୪୦ ମସିହା ରେ ଅଟଳ ବିହାରୀ ବାଜପେୟୀ ପ୍ରେମ ର ପ୍ରଥମ ଲକ ପାଇଥିଲେ । ତେବେ ବନ୍ଧୁଗଣ ଅଟଳ ଜି ଏବଂ ରାଜକୁମାର କୌଳ କଲେଜ ରେ ଭଲ ସାଙ୍ଗ ଥିଲେ ତେବେ ଏହି ବନ୍ଧୁତା କେତେବେଳେ ପ୍ରେମ ରେ ପରିଣତ ହୋଇ ଯିବ ତାହା ସେମାନେ ଜାଣି ନଥିଲେ।


ତାହେଲେ ବନ୍ଧୁଗଣ ସେତେବେଳେ ଝିଅ ଓ ପୁଅ ମାନେ କଥାବାର୍ତ୍ତା କରିବା ଭଲ ନୁହେଁ କିନ୍ତୁ ସେହି ସମୟ ରେ ଅଟଳ ଏବଂ ରାଜ କୁମାରୀ କୌଳ ଙ୍କ ର ସୁନ୍ଦର ପ୍ରେମ କାହାଣୀ ଥିଲା । ତାହେଲେ ବନ୍ଧୁଗଣ ସେହି ସମୟ ରେ ବାଜପେୟୀ ନିଜ ମନ କୁ ସାହସ କରି କଲମ ରେ ହୃଦୟ ର କଥା ଲେଖିଥିଲେ। ସେ ପ୍ରେମ ପତ୍ର ଲେଖିଥିଲେ । ତେବେ ରାଜକୁମାରୀ ଙ୍କ ପାଖ ରୁ କୌଣସି ପ୍ରତିକ୍ରିୟା ନ ମିଳିବା ରୁ ନିରାଶ ହୋଇଥିଲେ । ତେବେ ପରବର୍ତ୍ତୀ ସମୟ ରେ ବାଜପେୟୀ ବିବାହ କରି ନଥିଲେ।

ତେବେ ପରବର୍ତ୍ତୀ ସମୟ ରେ ବାଜପେୟୀ ନିଜ ଜୀବନ କୁ ସାଙ୍ଗ ସେବା ଓ ରାଜନୀତି ରେ ଅତି ବାହିତ କରୁଥିଲେ । ତେବେ ରାଜନୀତି ଦୁନିଆ ରେ ବାଜପେୟୀ ନୂଆ ନୂଆ ରେକର୍ଡ ଆଣିଲେ କିନ୍ତୁ ନିଜ ପ୍ରେମ କୁ ଭୁଲି ନଥିଲେ । ତାହେଲେ ବନ୍ଧୁଗଣ ବାଜପେୟୀ ଙ୍କ ଉପରେ ଲେଖାଯାଇଥିବା ଅଟଳ ବିହାରୀ ବାଜପେୟୀ ମ୍ୟାନ ଅଫ ଅଲ ସିଜନ ପୁସ୍ତକ ରେ ବାଜପେୟୀ ଜୀବନ ବିଷୟ ସୂଚନା ମିଳିଛି ।

ତେବେ ବନ୍ଧୁଗଣ ରାଜକୁମାରୀ ସରକାରୀ ପିତା ତାଙ୍କୁ ଜଣେ ଯୁବ କଲେଜ ଶୈକ୍ଷିକ ବ୍ରିଜ ନାରାୟଣ କୌଳ ଙ୍କୁ ବିବାହ କରିଥିଲେ।ତେବେ ସେହି ପୁସ୍ତକ ଅନୁଯାୟୀ ରାଜକୁମାରୀ ଅଟଳ ଜି ଙ୍କୁ ବିବାହ କରିବାକୁ ଚାହୁଁ ଥିଲେ କିନ୍ତୁ ଘର ଲୋକ ବିରୋଧ କରିଥିଲେ । ତେବେ ଅଟଳ ଜଣେ ବ୍ରାହ୍ମଣ ହୋଇଥିବା ସମୟ ରେ କୌଳ ନିଜ କୁ ଉତ୍ତମ ପରିବାର ବୋଲି କହୁଥିଲେ । ରାଜକୁମାରୀ ଦିଲ୍ଲୀ ରେ ରାଜନୈତିକ ଶ୍ରୀମତୀ କୌଳି ନାମ ରେ ବେସ ଜଣାଶୁଣା।


ତେବେ ରାଜକୁମାରି ନିଜ ସ୍ଵାମୀ ଙ୍କ ସହିତ ଦିଲ୍ଲୀ ଆସିଥିଲେ , ତେବେ ବନ୍ଧୁଗଣ ବାଜପେୟୀ ମୋରାଲାଜୀ ଦେସାଇ ଙ୍କ ସରକାର ରେ ଅଟଳ ଜି ବୈଦେଶିକ ମନ୍ତ୍ରୀ ହୋଇଥିଲେ । ତେବେ ଲ୍ୟୁଟିନ୍ସ ଜୋନ ବଙ୍ଗଳା ରେ ଅନେକ ଲୋକ ଅଟଳ ଜି ଙ୍କୁ ଦେଖା କରୁଥିଲେ । ସେମାନେ ସମାନ ବଙ୍ଗଳା ରେ କୌଳ ପରିବାର ଙ୍କୁ ଦେଖୁଥିଲେ । ତେବେ ଅଟଳ ଜି ରାଜକୁମାରୀ କୌଳ ଙ୍କୁ ବିବାହ କରି ନଥିଲେ ମଧ୍ୟ ରାଜକୁମାରୀ ବିବାହ କରିଥିଲେ ମଧ୍ୟ ଦୁହେଁ ଏକାଠି ରହୁଥିଲେ।ତେବେ ଏହି ଭଳି ଭାବେ ଥିଲା ଅଟଳ ଜି ଙ୍କ ପ୍ରେମ କାହାଣୀ।

Leave a Reply

Your email address will not be published. Required fields are marked *