20 Interesting Gk Questions: 2+2 ର ଅଧା କେତେ ? ଉତ୍ତର କିନ୍ତୁ 2 ନୁହେଁ ! ବୁଦ୍ଧିମାନ ହେଇଥିଲେ କୁହନ୍ତୁ !

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁତ ମହତ୍ଵ ରହିଛି ସେଥିପାଇଁ ଆମେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ଲୋକ ସରକାରୀ ଚାକିରି ପାଇବା ପାଇଁ ଚେଷ୍ଟା କରିଥାନ୍ତି । ସରକାରୀ ଚାକିରି ପାଇବା ପାଇଁ ସାଧାରଣ ଜ୍ଞାନ ଜାଣିବାର ଆବଶ୍ୟକତା ରହିଥାଏ । ବନ୍ଧୁଗଣ ସରକାରୀ ଚାକିରି ପରୀକ୍ଷାରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସିଥାଏ ଯଦି ଆପଣ ସାଧାରଣ ଜ୍ଞାନ ପଢିଥିବେ ତା ହେଲେ ଆପଣ ଅତି ସହଜରେ ପରୀକ୍ଷାରେ ଉତିନ୍ନ ହୋଇପାରିବେ ।

ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. କେଉଁ ଫସଲ ଧଳା ସ୍ଵର୍ଣ୍ଣ ନାମରେ ପରିଚିତ ଅଛି ?

ଉତ୍ତର- କପା

୨. ନୀଳ, କଳା, ହଳଦିଆ ଓ ନାରଙ୍ଗି ରଙ୍ଗ ମଧ୍ୟରୁ କେଉଁ ରଙ୍ଗଟି ଅଲମ୍ପିକ ରିଙ୍ଗରେ ନାହିଁ ?

ଉତ୍ତର- ନାରଙ୍ଗି

୩. ‘’I am no messiah’’କାହାର ସ୍ମୃତି କଥାର ଶୀର୍ଷକ ଅଟେ ?

ଉତ୍ତର- ସୋନୁ ସୁଦ

୪. ଲୋକସଭାରେ କେଉଁ ରାଜ୍ୟର ସବୁଠାରୁ କମ ସଂଖ୍ୟକ ଆସନ ରହିଅଛି ?

ଉତ୍ତର- ମେଘାଳୟ

୫. ୟୁପିଆଇରେ ଆଇର ଫୁଲଫର୍ମ କଣ ?

ଉତ୍ତର- ଇଣ୍ଟରଫେସ

୬. କେଉଁ ଫସଲ କରିବା ପାଇଁ ମଞ୍ଜି ପରିବର୍ତ୍ତେ କାଣ୍ଡ ରୋପଣ କରାଯାଏ ?

ଉତ୍ତର- ଆଖୁ


୭. କ୍ରିକେଟ ଖେଳରେ ଉଭୟ ଦଳର ସ୍କୋର ସମାନ ହେଲେ କେଉଁ ପ୍ରଣାଳୀ ଦ୍ଵାରା ମ୍ଯାଚର ବିଜେତା ସ୍ତିର କରାଯାଏ ?

ଉତ୍ତର- ସୁପର ଓଭର

୮. ୧୯୪୭ ମସିହାରେ ଭାରତର ପ୍ରଥମ ସ୍ଵାଧୀନତା ଦିବସ ସମାରୋହ ଅବସରରେ ଭବିଷ୍ୟତର କେଉଁ ଭାରତ ରତ୍ନ ଲାଲ କିଲଲା ଠାରେ ନିଜର କଳା ପଦର୍ଶନ କରିଥିଲେ ?

ଉତ୍ତର- ଉସ୍ତାତ ବିସ୍ମିଲା ଖାନ

୯. ଗୈସଲ ରେଳ ଦୁର୍ଘଟଣା ପରେ ଭାରତର କେଉଁ ରେଳମନ୍ତ୍ରୀ ନୈତିକ ଆଧାରରେ ଇସ୍ତଫା ଦେଇଥିଲେ ?

ଉତ୍ତର- ନୀତିଶ କୁମାର

୧୦. ହିନ୍ଦୁ ପୌରାଣିକ କଥା ଅନୁସାରେ କିଏ ଭଗବାନ ଶ୍ରୀ କୃଷ୍ଣଙ୍କର ଜଣେ ମହାନ ଭକ୍ତ ଏବଂ ଯାଦବ ସେନାର ସେନାପତି ଥିଲେ ?

ଉତ୍ତର- ଅକ୍ରୁର

୧୧. ‘Likud, Yesh Atid ଏବଂ New Right’’ ଏଗୁଡିକ କେଉଁ ଦେଶର ରାଜନୈତିକ ଦଳର ନାମ ?

ଉତ୍ତର ଇସ୍ରାଏଲ

୧୨. ୨+୨ର ଅଧା କେତେ ?

ଉତ୍ତର- ୪/୨ =୨

କିନ୍ତୁ ଆମେ କହିଥିଲୁ ଏହାର ଉତ୍ତର ୨ ନୁହେଁ, ପ୍ରଶ୍ନକୁ ଭଲ ଭାବେ ପଢନ୍ତୁ । ଆମେ କହିଥିଲୁ ୨+ (୨ର ଅଧା ) ଅର୍ଥାତ ୨ ର ଅଧା ୧ । ୨+୧ =୩

Leave a Reply

Your email address will not be published. Required fields are marked *