ପୁଣି ହେବ Ind-Pak ମୁକାବିଲା, ପାକିସ୍ତାନ ଠାରୁ T20 ପରାଜୟର ପ୍ରତିଶୋଧ ନେବାକୁ ମଇଦାନକୁ ଓହ୍ଳାଇବ Rohit ବାହିନୀ, ଦେଖନ୍ତୁ କେବେ ଖେଳାଯିବ ଏହି ମ୍ଯାଚ

ନମସ୍କାର ବନ୍ଧୁଗଣ ତେବେ କ୍ରିକେଟ ପ୍ରେମୀ ଙ୍କ ପାଇଁ ଖୁସି ର ଖବର ଫୁଣି ଥରେ ଭାରତ ପାକିସ୍ତାନ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ତେବେ ପାକିସ୍ତାନ ଠାରୁ ଟି-୨୦ ବିଶ୍ୱକପ ପରାଜୟ ର ପ୍ରତିଶୋଧ ନେବା କୁ ଟିମ ଇଣ୍ଡିଆ ର ନୂତନ ସୁଯୋଗ ସୃଷ୍ଟି ହୋଇଛି । ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ଙ୍କ ନେତୃତ୍ୱରେ ମଇଦାନକୁ ଓଲ୍ହାଇବ ଟିମ ଇଣ୍ଡିଆ ।


କାରଣ ଟି-୨୦ ବିଶ୍ୱକପ ର ଅଧିନାୟିକତ୍ୱ କୋହଲି ଛାଡିବା ପରେ ବର୍ତ୍ତମାନ ରୋହିତ ଙ୍କ ଉପରେ ରହିଛି ଟିମ ଇଣ୍ଡିଆ ର ଏବଂ ଟି-୨୦ ର ଭାର । ୨୦୨୨ ସେପ୍ଟେମ୍ବର ମାସ ଶ୍ରୀଲଙ୍କା ରେ ଟି-୨୦ ଫରମାର୍ଟ ରେ ଏସିଆ କପ ଖେଳାଯିବ । ଏହି ଟୁର୍ଣ୍ଣମେଟ ରେ ଏସିଆ ର ସମସ୍ତ ଦଳ ମଇଦାନ କୁ ଓଲ୍ହାଇବେ । ତେଣୁ ଫୁଣି ଥରେ ଭାରତ ଏବଂ ପାକିସ୍ତାନ ଦଳ ହେବେ ମୁହାଁମୁହିଁ ଏବଂ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ଏହା ଟି-୨୦ ର ପଚାଶ ଓଭର ଖେଳ ଦେଖିବାକୁ ମିଳିବ ।

ତେବେ ପାକିସ୍ତାନ ରେ ଖେଳା ହେବାକୁ ଥିବା ତୁର୍ଣ୍ଣା ମେଟ ରେ ଭାରତ ଭାଗ ନେବ କି ନାହିଁ କିଛି ଠିକ ହୋଇ ନାହିଁ । କାରଣ ପାକିସ୍ତାନ ର ଆ-ତଂ-କ ବା-ଦ ର କାର୍ଯ୍ୟ କଳାପ କୁ ଦୃଷ୍ଟି ରେ ରଖି ଭାରତ ଦୀର୍ଘ ବର୍ଷ ହେବ ପାକିସ୍ତାନ ବିପକ୍ଷରେ କୌଣସି ଦ୍ଵିପାକ୍ଷିକ ସିରିଜ ଖେଳି ନାହିଁ । ଟି-୨୦ ବିଶ୍ୱକପ ପରେ ୨୦୨୩ ରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଖେଳାଯିବ । ୨୦୨୩ ଅକ୍ଟୋବର-ନଭେମ୍ବର ମାସ ରେ ଏହି ଟୁର୍ଣ୍ଣମେଟ ଖେଳାଯିବ ।


ତେଣୁ ଏହି ଟୁର୍ଣ୍ଣମେଟ ରେ ମଧ୍ୟ ଭାରତ ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିବ ଏହା ଛଡା ଭାରତ ପାକିସ୍ତାନ ଦ୍ୱିପାକ୍ଷିକ ଖେଳ କୁ ନେଇ ବଡ଼ ବୟାନ ଦେଇଛନ୍ତି ବିସିସି ସଭାପତି ସୌରଭ ଗାଙ୍ଗୁଲି । ତେବେ ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ସମସ୍ତେ ଅପେକ୍ଷା ରେ ରହିଥାନ୍ତି କିନ୍ତୁ ଗତ କିଛି ବର୍ଷରୁ ଦୁହେଁ ନିଜ ଦେଶରେ ଖେଳି ନାହାନ୍ତି ତେବେ ବର୍ତ୍ତମାନ ସେହି ଉପରେ କିଛି କରିବାକୁ ହେଲେ ସରକାରୀ ମାନ୍ୟତା ମଧ୍ୟ ଆବଶ୍ୟକ ।


ତେବେ ଭାରତ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ପୁରା ବିଶ୍ୱ ଅପେକ୍ଷା ରେ ରହିଥାନ୍ତି । ତେବେ କିନ୍ତୁ ଏଥର ଟି-୨୦ ବିଶ୍ୱକପ ରେ ପ୍ରଥମ ଥର ପାଇଁ ଭାରତ ପାକିସ୍ତାନ ଠାରୁ ପରାଜୟ ହୋଇଛି । ତେବେ ବର୍ତ୍ତମାନ ଏହି ସୁଯୋଗ ଦ୍ୱାରା ନିଜର ପ୍ରତିଶୋଧ ମଧ୍ୟ ନେଇ ପାରିବେ । ତେବେ ଆଶା କରୁଛି ଏହି ଲେଖା ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *