ପୁଣି ଚର୍ଚ୍ଚାରେ Sarathi Baba, ବାବାଙ୍କ ପାଇଁ ଚାଲିଛି ଅନ୍ଧ ଭକ୍ତଙ୍କ ପୂଜାର୍ଚ୍ଚନା, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଗତ କିଛି ବର୍ଷ ତଳେ ଭ-ଣ୍ଡ ବାବା ସାରଥୀ ଙ୍କ ପ-ର୍ଦା-ଫା-ସ ହେବା ପରେ ତାଙ୍କୁ ଜେ-ଲ ହୋଇଥିଲା । ଜେ-ଲ ରେ ଦୀର୍ଘ ପାଞ୍ଚ ବର୍ଷ ରହିବା ପରେ ଗତ ବର୍ଷ ହି ତାଙ୍କୁ ଜେ-ଲ ରୁ ମୁକ୍ତି ମିଳିଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ମଧ୍ୟ ସାରଥୀ ଙ୍କ ଏଭଳି କିଛି ଭକ୍ତ ଅଛନ୍ତି ଯେଉଁମାନେ ତାଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସତ୍ୟ ଜାଣିବା ପରେ ମଧ୍ୟ ଅନ୍ଧ ଭଳି ସାରଥୀ ଙ୍କୁ ବିଶ୍ୱାସ କରୁଛନ୍ତି ।


ଯାହାର ଜ୍ଵ-ଳ-ନ୍ତ ଉଦାହରଣ ନିକଟରେ ଘ-ଟି-ଥି-ବା ଘଟଣା ରୁ ସ୍ପଷ୍ଟ ରୂପରେ ଜଣା ପଡ଼ିଛି । ତେବେ ପୁଣିଥରେ ହେଲା ସାରଥୀ ଲୀ-ଳା । ମା-ତିଲେ ଭ-ଣ୍ଡ ବାବା ଙ୍କ ଅ-ନ୍ଧ ଅନୁଗାମୀ। ଆତ୍ମଘୋଷିତ ବାବା ସାରଥୀ ଙ୍କ ଜନ୍ମଦିନ ପାଳନ କରିଲେ ସମର୍ଥକ । ଭଜନ ଓ କୀର୍ତ୍ତନ ସହିତ କେକ୍ ମଧ୍ୟ କା-ଟି-ଲେ । ଫଟୋ ଆଗରେ ଧୂପ ଦୀପ ଦେଇ କରିଲେ ପୂଜାର୍ଚ୍ଚନା । ଭୁବନେଶ୍ୱର ର ନିରାଶ୍ରୟ ଆଶ୍ରମ ସ୍ଥଳ ରେ ଭଣ୍ଡ ସାରଥୀ ଙ୍କ ଏଭଳି ଜନ୍ମଦିନ ପାଳନ କରିଛନ୍ତି ସାରଥୀ ଙ୍କ ସମର୍ଥକ ।

ସନ୍ତୋଷ ରାଉଳ ଓରଫ ସାରଥୀ ୨୦୧୫ ମସିହାରେ ଗି-ର-ଫ ହୋଇ ଜେ-ଲ ରେ ଥିଲେ । ଗତ ବର୍ଷ ଜା-ମି-ନ ପାଇଥିଲେ । ଏହା ପର ଠାରୁ ସେ କେଉଁଠି ଅଛନ୍ତି ତାହା କାହାକୁ ମଧ୍ୟ ଜଣାନାହିଁ । ଏତେ ବି-ବା-ଦ ପରେ ବି ଅ-ନ୍ଧ ସମର୍ଥକ ମାନେ ସାରଥୀ ଙ୍କ ଜୟଜୟକାର ରେ ଲାଗିଛନ୍ତି । ଉକ୍ତ ଅ-ନ୍ଧ ଭକ୍ତ ଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ ପଚରା ଯାଇଥିଲା ସେମାନେ ଉତ୍ତର ରେ କହିଥିଲେ ଯେ, ସାରଥୀ ବାବା ଦୋ-ଷୀ ବୋଲି ଏହାର କୌଣସି ପ୍ରମାଣ ନାହିଁ ।

ତେଣୁ ସେ ସାରଥୀ ଙ୍କୁ କେବେବି ଭୁଲ ମାନି ପାରିବେ ନାହିଁ । ସେପଟେ ସାରଥୀ ଙ୍କ ଜନ୍ମଦିନ ପାଳନ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ହେତୁବାଦୀ । କହିଛନ୍ତି ସମସ୍ତଙ୍କୁ ପୂଜା କର ଓ ଭକ୍ତି କର, କିନ୍ତୁ ଏଭଳି ସାଧାରଣ ରେ ଡ୍ରା-ମା କରିବା ଆଦୋୖ ଠିକ ନୁହେଁ । ଜା-ମି-ନ ରୁ ଜେ-ଲ ରୁ ମୁକୁଳି ଥିବା ସାରଥୀ ଙ୍କ କୌଣସି ପ୍ରକାର ପ୍ରବଚନ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।


କେନ୍ଦ୍ରାପଡ଼ା ର ବାରିମୂଳ ଆଶ୍ରମ ତାଙ୍କୁ ମନା । ଏଭଳି ସ୍ଥିତି ରେ ଜଣେ ଜେ-ଲ ଫେ-ର-ନ୍ତା ଙ୍କ ଫଟୋକୁ ପୂଜାର୍ଚ୍ଚନା ସହିତ ଜନ୍ମଦିନ ପାଳନ କେତେଦୂର ସମୀଚିନ ? ସାରଥୀ ଙ୍କ ଅ-ନ୍ଧ ଭକ୍ତ ଯେଉଁ କାର୍ଯ୍ୟ କରୁଛନ୍ତି ତାହା କେତେ ଦୂର ଠିକ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ସାରଥୀ ଙ୍କ ଅ-ନ୍ଧ ଭକ୍ତ ଙ୍କ ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *