ଛେଳି ନାଁ ରେ FIR ଦେବା ପାଇଁ ଥାନାରେ ପହଞ୍ଚିଲେ ଯୁବକ, ଥରେ ଶୁଣନ୍ତୁ ଏହି ଯୁବକ ଜଣକ କଣ କହୁଛନ୍ତି ଆପଣ ନ ହସି ରହି ପାରିବେନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଅ-ପ-ରା-ଧ ତ ଦିନ କୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ହ-ତ୍ୟା ଘ-ଟ-ଣା ତ କେତେବେଳେ ଚୋ-ରି-ର ଘଟଣା। ତେବେ ବିଭିନ୍ନ ପ୍ରକାରର ଘଟଣା ଅ-ଘ-ଟ-ଣା ତଥା ଅ-ପ-ରା-ଧ ବିଷୟ ରେ ଶୁଣିଥିବେ ଦେଖି ମଧ୍ୟ ଥିବେ। କିନ୍ତୁ ବେଳେ ବେଳେ ଏପରି କିଛି ଘଟଣା ଘଟେ କିମ୍ବା ଏଭଳି କିଛି କଥା କୁ ନେଇ ଲୋକମାନେ ଅ-ଭି-ଯୋ-ଗ କରିବା ପାଇଁ ଥାନା କୁ ଆସନ୍ତି।

ଯାହା ବହୁତ ଅଜବ ଘଟଣା ହୋଇଥାଏ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ନିଜ ହସ କୁ ନି-ୟ-ନ୍ତ୍ର-ଣ ମଧ୍ୟ କରି ପାରିବେ ନାହିଁ। ତେବେ ସେହିଭଳି ଏକ ଅଜବ ଘଟଣା ଘଟିଛି। ଜଣେ ଯୁବକ ଥାନା କୁ ଅ-ଭି-ଯୋ-ଗ କରିବାକୁ ଆସିଛନ୍ତି ଏବଂ ତାହା ଫୁଣି ଗୋଟିଏ ଛେଳି ନାଁ ରେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ତେବେ ଘଟଣା ଟି କିଛି ଏପରି କି ସକାଳୁ ସକାଳୁ ଜଣେ ଯୁବକ ଗୋଟିଏ ଛୋଟ ଛେଳି କୁ ଧରି ସୋର ଥା-ନା ଆଗରେ ଛିଡା ହୋଇ ରହିଛି। ତେବେ ଥା-ନା ରେ ଛେଳି କୁ ଧରି ଛିଡା ହୋଇଥିବା ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। ତେବେ ସେହି ଯୁବକ ଜଣଙ୍କୁ କିଛି ଲୋକ ଥା-ନା ଆଗରେ ଛେଳି କୁ ଧରି କଣ ପାଇଁ ଛିଡା ହୋଇଛ ବୋଲ ପଚାରି ଥିଲେ।

ତେବେ ସେହି ବ୍ୟକ୍ତି ଜଣଙ୍କ କିଛି ଏଭଳି ଉତ୍ତର ଦେଲେ ଯେ ଆପଣ ନ ହସି ରହି ପାରିବେ ନାହିଁ। ତେବେ ସେହି ଯୁବକ ଜଣଙ୍କ ନିଜ ଉତ୍ତରରେ କହିଲେ କି- ଆଜ୍ଞା ଏହି ଛେଳି ମୋର ସବୁ ଚାଉଳ ଖାଇଦେଇଛି। ସେଥିପାଇଁ ତାକୁ ଥାନାକୁ ଆଣିଛି। ତେବେ ଏହା ଛଡା ସେ କହିଥିଲେ କି ଏହି ଛେଳି ଟି ହେଉଛି ତାଙ୍କ ପଡିଶା ଘରର। ତେବେ ସେ ସବୁବେଳେ କିଛି ନା କିଛି କ୍ଷତି କରି ଦେଉଛି।

କେତେବେଳେ ମୋ ଲଗାଇଥିବା ଗଛ ପତ୍ର କୁ ଖାଇଦେଉଛି ତ କେତେବେଳେ ମୋ ଘରେ ପଶି ସବୁ ଜିନିଷ ନଷ୍ଟ କରି ଦେଉଛି ବର୍ତ୍ତମାନ ସେ ମୋ ଘରେ ପଶି ୨୨ କିଲୋ ଚାଉଳ ଖାଇ ଦେଇଛି। ତେବେ ଏହି ଛେଳି ର ମାଲିକାଣି କୁ କହିଲା ରୁ ସେ ଓଲଟା ଘର କାଇ ଖୋଲା ରଖୁଛ କଣ ପାଇଁ ଗଛ ଲଗାଉଛ ଆଦି କଥା କହୁଛନ୍ତି। ତେବେ ଶେଷ ରେ ବାଧ୍ୟ ହୋଇ ଥାନା କୁ ଆସିଛି ନ୍ୟାୟ ପାଇଁ।


ତେବେ କିଛି ଲୋକ ଏବଂ ସାମ୍ବାଦିକ ମାନେ ପଚାରି ଥିଲେ କି କିପରି ଜାଣିବା କି ଏହି ଛେଳି ଚାଉଳ ଖାଇ ଦେଇଛି ବୋଲି ତେବେ ସେ ବ୍ୟକ୍ତି ଉତ୍ତର ଦେଇଥିଲେ କି ଆପଣ ଟେଷ୍ଟ କରନ୍ତୁ ଦେଖିବେ ଜାଣିପାରିବେ। ତେବେ ଏଭଳି ଏକ ଅଦ୍ଭୁତ ଘଟଣା କିମ୍ବା ଅ-ଭି-ଯୋ-ଗ ଶୁଣି ସମସ୍ତେ ଆବାକ ହେବା ସହ ନିଜର ହସ କୁ ମଧ୍ୟ ରୋକି ପାରୁ ନଥିଲେ।

ତେବେ ପୋଲିସ ଏହି ଛେଳି କୁ କି ଦ-ଣ୍ଡ ଦେବ ତାହା ଦେଖିବାର ଅଛି। ତେବେ ଆଶା କରୁଛି ଏହି ଅଦ୍ଭୁତ ପୂର୍ବ ଖବର ଟି ପସନ୍ଦ ଆସିଥିବ ତେବେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *