ନମସ୍କାର ବନ୍ଧୁଗଣ ତେବେ ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଉଷ୍କକର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ ବୟସ ୨୪ ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ । ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ ।
ପରେ ଦୁହେଁ ସାଙ୍ଗ ହୋଇ କିଶନ ଅଗ୍ରୱାଲ ରହୁଥିବା ପାହାଳ ଘରକୁ ଆସିଥିଲେ । ଡ୍ୟାନ୍ସବାରରେ କିଶନ ପ୍ରଚୁର ମଦ ପିଇଥିଲେ । ତେବେ ଏହାପରେ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଉଷ୍କକର୍ମ କରିଥିଲେ । ଏହାପରେ ଯୁବତୀ ଜଣକ ଦୁଉଷ୍କକର୍ମ ସଂପର୍କରେ ପାହାଳ ଥାନାରେ ଅଭିଯୋଗ କରିଥିଲେ । ତାପରେ ପାହାଳ ଥାନା ପୁଲିସ ଅଭିଯୁକ୍ତ କିଶନ ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ।
ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । କିଶନ ଅଗ୍ରୱାଲଙ୍କ ଘର କଟକରେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ଯାଇଛି । ସେ ରାଜଧାନୀରେ ନିଜର ବ୍ୟବସାୟ ଚଳାଇବା ଲାଗି ପାହାଳରେ ଘର ଭଡ଼ା ନେଇ ରହୁଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି ଯଦି ପୁଅ ଆଉ ଝିଅ ଗୋଟିଏ ରୁମ ରେ ଏକାଠି ରହିବେ ତେବେ କଣ ହେବ ।
ତେବେ ତାହା ଫୁଣି ନିଶାଯୁକ୍ତ ଅବସ୍ଥାରେ ରହିଲେ । ତେବେ ଯାହା ବର୍ତ୍ତମାନ ଘଟିଛି ତାହା ନିଶ୍ଚିତ ଭାବରେ ଘଟିବ । ତେବେ ବର୍ତ୍ତମାନ ସେହି ପୁଅ ର କ୍ୟାରୀୟର ତ ଖରାପ ହୋଇଗଲା ସମ୍ପୁର୍ଣ୍ଣ ଭାବରେ । ତେବେ ସେ ଏହା ମଧ୍ୟ କହିଛନ୍ତି କି ବାପା ମାଆ ବହୁତ କଷ୍ଟ କରି ଆପଣ ମାନଂକୁ ବଡ଼ କରିଛନ୍ତି । ମାଆ ରାତି ରାତି ଅନିଦ୍ରା ରହି ଆପଣଙ୍କ ଦେହର ଯତ୍ନ ନେଇଛି ତେବେ ଆପଣ ବଡ଼ ହୋଇ ତାଙ୍କ ଭଲ ପାଇବାର ମୂଲ୍ୟ କଣ ଏହି ଭଳି ଭାବରେ ଦେବେ ।
ତେବେ ଏପରି ଭୁଲ କାମ କରନ୍ତୁ ନାହିଁ । ତେବେ ବର୍ତ୍ତମାନ ବହୁତ ଯୁବକ ଯୁବତୀ ମାନେ ନିଜର ସ୍ୱାଧୀନତା ମାଗୁଛନ୍ତି କିନ୍ତୁ ସ୍ଵାଧୀନତା ମିଳିଲେ ତାହାର ଭୁଲ ଫାଇଦା ଉଠାଉଛନ୍ତି । ତେବେ ବାପା ମାଆ ଙ୍କୁ ମିଛ କହି ହୋଟେଲ କିମ୍ବା ବାର ଯାଉଛନ୍ତି ଏବଂ ସେଠାରେ ଏଭଳି କିଛି ଜଘନ୍ୟ କାଣ୍ଡ ଘଟି ଯାଉଛି ।
ଯାହା ପରେ ପଶ୍ଚାତାପ କଲେ କୌଣସି ଫାଇଦା ନାହିଁ । ତେବେ ଆପଣ ମାନେ ବର୍ତ୍ତମାନ ନିଜ କ୍ୟାରିୟର ଦେଖନ୍ତୁ ଏବଂ କିପରି ସଫଳ ହେବେ ତାହା ଭାବନ୍ତୁ ଏହି ପରି ଭୁଲ ଆଉ କରନ୍ତୁ ନାହିଁ କିମ୍ବା ନିଜ ବାପା ମାଆ ଙ୍କୁ ଅନ୍ଧାର ରେ ରଖନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।