“ପୁଅ ଆଉ ଝିଅ ଏକାଠି ଗୋଟିଏ ରୁମରେ ନିଶାରେ ରହିଲେ …” ଏହି ଓକିଲ ମହାଶୟ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଉଷ୍କକର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ ବୟସ ୨୪ ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ । ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ ।


ପରେ  ଦୁହେଁ ସାଙ୍ଗ ହୋଇ କିଶନ ଅଗ୍ରୱାଲ ରହୁଥିବା ପାହାଳ ଘରକୁ ଆସିଥିଲେ । ଡ୍ୟାନ୍ସବାରରେ କିଶନ ପ୍ରଚୁର ମଦ ପିଇଥିଲେ । ତେବେ ଏହାପରେ ନିଶାସକ୍ତ ଅବସ୍ଥାରେ କିଶନ ପୀଡ଼ିତାଙ୍କ ସହ ଦୁଉଷ୍କକର୍ମ କରିଥିଲେ । ଏହାପରେ ଯୁବତୀ ଜଣକ ଦୁଉଷ୍କକର୍ମ ସଂପର୍କରେ ପାହାଳ ଥାନାରେ ଅଭିଯୋଗ କରିଥିଲେ । ତାପରେ ପାହାଳ ଥାନା ପୁଲିସ ଅଭିଯୁକ୍ତ କିଶନ ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ।

ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । କିଶନ ଅଗ୍ରୱାଲଙ୍କ ଘର କଟକରେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ଯାଇଛି । ସେ ରାଜଧାନୀରେ ନିଜର ବ୍ୟବସାୟ ଚଳାଇବା ଲାଗି ପାହାଳରେ ଘର ଭଡ଼ା ନେଇ ରହୁଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି କି ଯଦି ପୁଅ ଆଉ ଝିଅ ଗୋଟିଏ ରୁମ ରେ ଏକାଠି ରହିବେ ତେବେ କଣ ହେବ ।

ତେବେ ତାହା ଫୁଣି ନିଶାଯୁକ୍ତ ଅବସ୍ଥାରେ ରହିଲେ । ତେବେ ଯାହା ବର୍ତ୍ତମାନ ଘଟିଛି ତାହା ନିଶ୍ଚିତ ଭାବରେ ଘଟିବ । ତେବେ ବର୍ତ୍ତମାନ ସେହି ପୁଅ ର କ୍ୟାରୀୟର ତ ଖରାପ ହୋଇଗଲା ସମ୍ପୁର୍ଣ୍ଣ ଭାବରେ । ତେବେ ସେ ଏହା ମଧ୍ୟ କହିଛନ୍ତି କି ବାପା ମାଆ ବହୁତ କଷ୍ଟ କରି ଆପଣ ମାନଂକୁ ବଡ଼ କରିଛନ୍ତି । ମାଆ ରାତି ରାତି ଅନିଦ୍ରା ରହି ଆପଣଙ୍କ ଦେହର ଯତ୍ନ ନେଇଛି ତେବେ ଆପଣ ବଡ଼ ହୋଇ ତାଙ୍କ ଭଲ ପାଇବାର ମୂଲ୍ୟ କଣ ଏହି ଭଳି ଭାବରେ ଦେବେ ।


ତେବେ ଏପରି ଭୁଲ କାମ କରନ୍ତୁ ନାହିଁ । ତେବେ ବର୍ତ୍ତମାନ ବହୁତ ଯୁବକ ଯୁବତୀ ମାନେ ନିଜର ସ୍ୱାଧୀନତା ମାଗୁଛନ୍ତି କିନ୍ତୁ ସ୍ଵାଧୀନତା ମିଳିଲେ ତାହାର ଭୁଲ ଫାଇଦା ଉଠାଉଛନ୍ତି । ତେବେ ବାପା ମାଆ ଙ୍କୁ ମିଛ କହି ହୋଟେଲ କିମ୍ବା ବାର ଯାଉଛନ୍ତି ଏବଂ ସେଠାରେ ଏଭଳି କିଛି ଜଘନ୍ୟ କାଣ୍ଡ ଘଟି ଯାଉଛି ।

ଯାହା ପରେ ପଶ୍ଚାତାପ କଲେ କୌଣସି ଫାଇଦା ନାହିଁ । ତେବେ ଆପଣ ମାନେ ବର୍ତ୍ତମାନ ନିଜ କ୍ୟାରିୟର ଦେଖନ୍ତୁ ଏବଂ କିପରି ସଫଳ ହେବେ ତାହା ଭାବନ୍ତୁ ଏହି ପରି ଭୁଲ ଆଉ କରନ୍ତୁ ନାହିଁ କିମ୍ବା ନିଜ ବାପା ମାଆ ଙ୍କୁ ଅନ୍ଧାର ରେ ରଖନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *