ଘରେ ଗୋଟେ ଓ ବାହାରେ ଗୋଟେ, ମଜା ନେଉଥିଲା ଯୁବକ, ଧରା ପଡିବା ପରେ ଯାହା ହେଲା…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବାହାଘର ପରେ ସ୍ବାମୀ ସ୍ତ୍ରୀ ଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ । ଏହି ସମ୍ପର୍କ ଦୁନିଆ ର ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ଵ ରେ ରୁହେ । ବାହାଘର ଏକ ଏମିତି ସମ୍ପର୍କ ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପ୍ରତି ବହୁତ ଜରୁରୀ ହୋଇ ଯାଇଥାନ୍ତି । ପରସ୍ପର କୁ ବୁଝନ୍ତି ଏବଂ ଯେ କୌଣସି ଭି ପରିସ୍ଥିତିରେ ନିଜ ନିଜର ସାଥ ଦେଇଥାନ୍ତି ।

ତେବେ କିନ୍ତୁ ବର୍ତ୍ତମାନ ଅନେକ ସ୍ଥାନରେ ଏହି ସମ୍ପର୍କ କୁ କଳୁଷିତ କରି ଦେଉଛନ୍ତି । ତେବେ କେତେବେଳେ ଶୁଣିବାକୁ ମିଳୁଛି କି ସ୍ତ୍ରୀ ଅନ୍ୟ ପୁରୁଷ ପାଇଁ ସ୍ୱାମୀ କୁ ଛାଡିଦେଲା କିମ୍ବା ମାଆରିଇଦେଲା ତ ଆଉ କେତେବେଳେ ସ୍ୱାମୀ ଅନ୍ୟ ସ୍ତ୍ରୀ ର ପ୍ରେମ ରେ ପଡି ନିଜ ସ୍ତ୍ରୀ କୁ ଭୁଲି ଯାଇ ତାକୁ ଛାଡି ଦେଉଛି । ତେବେ ଏହା ସମାଜ ପାଇଁ ଏକ କଳୁଷିତ କାର୍ଯ୍ୟ ଅଟେ ।

ତେବେ ବର୍ତ୍ତମାନ ମଧ୍ୟ ସେହିଭଳି ଏକ ଘଟଣା ସାମ୍ନା କୁ ଆସିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରି ନେବା । ତେବେ ଯାଜପୁର ଜିଲ୍ଲା ର ଏକ ଗାଁ ରେ ଗଗନ ମଲ୍ଲିକ ନାମକ ଜଣେ ଯୁବକ ଏକ ବିଧବା ମହିଳା ଯାହାଙ୍କ ନାମ ହୀରା ତାଙ୍କ ସହ ଅସଂଯତ ଅବସ୍ଥାରେ ଧରା ପଡ଼ିଥିଲେ ଏବଂ ଗ୍ରାମ ବାସୀ ମାନେ ସେହି ଦୁଇ ଜଣ ପ୍ରେମୀ ଯୁଗଳ ଙ୍କୁ ବାନ୍ଧି ରଖି ଦେଇଥିଲେ ।

ତେବେ ସେହି ଯୁବକ ଜଣଙ୍କ ର ସ୍ତ୍ରୀ ଅନିତା ମଲ୍ଲିକ ଏହା ଅଭିଯୋଗ କରିଥିଲେ କି ମୋ ସ୍ୱାମୀ ଚାରି ବର୍ଷ ହେବ ଏହି ବିଧବା ମହିଳା ସହ ସମ୍ପର୍କ ରଖିଛନ୍ତି ଘରକୁ ଆସୁ ନାହାନ୍ତି ନିଜ ଘର ଛୁଆ ପିଲା କାହା କଥା ମଧ୍ୟ ବୁଝୁ ନାହାନ୍ତି । ତେବେ ସେହି ଯୁବକ ଜଣଙ୍କ ର ମାଆ ଏବଂ ଭଉଣୀ ମଧ୍ୟ ନିଜ ଭାଇର ବିପକ୍ଷରେ ବୟାନ ଦେଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି କି ଯେତେବେଳେ ବି ଆମେ ମାନେ ତାକୁ ବୁଝେଇବାକୁ ଚେଷ୍ଟା କରୁ ସେତେବେଳେ ସେ ଓଲଟା ଆମକୁ ମାଆରିଇବାକୁ ଲାଗେ ।


ତେବେ ଅଭିଯୁକ୍ତ ଯୁବକ ଜଣଙ୍କ କହିବା କଥା କି ମୋ ସ୍ତ୍ରୀ ଭଲ ନୁହେଁ ତା ସହ ମୁଁ କୌଣସି ସମ୍ପର୍କ ରଖିବା ପାଇଁ ଚାହୁଁ ନାହିଁ କିମ୍ବା ମୋର କୌଣସି ଅନ୍ୟ ସ୍ତ୍ରୀ ଲୋକଙ୍କ ସହ ମଧ୍ୟ ସମ୍ପର୍କ ନାହିଁ ଗ୍ରାମ ବାସୀ ମାନେ ମୋତେ ଭୁଲ ବୁଝାମଣା ଯୋଗୁଁ ବାନ୍ଧି ରଖିଛନ୍ତି । ତେବେ ଏଭଳି କାଣ୍ଡ କରି ମଧ୍ୟ ତାଙ୍କୁ କୌଣସି ପ୍ରକାରର ଲଜ୍ଜା ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *