ପଶୁ ପକ୍ଷୀ ମାନଙ୍କର ଏମିତି ଅଜବ କାରନାମା, କ୍ୟାମେରାରେ ରେକର୍ଡ ହେଇଗଲା ନହେଲେ ଆପଣ ବିଶ୍ଵାସ ବି କରି ନଥାନ୍ତେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପଶୁ ପକ୍ଷୀ ମାନେ ଖୁବ ବିଶ୍ୱାସୀ ଥାଆନ୍ତି ତେବେ ମଣିଷ ଏବଂ ପଶୁପକ୍ଷୀ ଙ୍କ ସମ୍ପର୍କ ଖୁବ ନିବିଡ଼ ମଧ୍ୟ ଥାଏ । ତେବେ ବେଳେ ବେଳେ ଏହି ପଶୁପକ୍ଷୀ ମାନେ ଏଭଳି କିଛି ହରକତ କରନ୍ତି ଯାହା ଦେଖି ଆପଣ ଡରିଯିବେ ଏବଂ ବେଳେବେଳେ ଏଭଳି କିଛି ହରକତ କରିଥାନ୍ତି ଯାହାକୁ ଦେଖିବା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଆଜି ଆମେ ଏହି ପଶୁ ପକ୍ଷୀ ମାନଙ୍କ ର କିଛି ଅଦ୍ଭୁତ ଘଟଣା ବିଷୟରେ ଆଲୋଚନା କରି ନେବା ।

୧-ପ୍ରଥମ ଭିଡ଼ିଓ ରେ ଜଣଙ୍କ ଘରେ ଗୋଟିଏ ସାପ ଏସି ଭିତରେ ପଶି ରହିଥିଲା ଏବଂ ସେହି ଏସି ରୁ ବାହାରି ମୁଷା କୁ ଧରି ନେଇଥିଲା ଏବଂ ପରେ ଧୀରେ ଧୀରେ ସାପଟି ମୂଷା କୁ ଏସି ଭିତରକୁ ନେଇ ଯାଉଥିଲା । ତେବେ ଏହି ଭିଡିଓ ଟି ଦେଖିବା ପରେ ସମସ୍ତେ ନିଜ ଘରେ ଏସି କୁ ନିଶ୍ଚିତ ଭାବରେ ଚେକ କରି ଦିଅନ୍ତୁ । ତେବେ ଏହି ଦୃଶ୍ୟ ଆପଣଙ୍କ ଲୋମ ମଧ୍ୟ ଟାଙ୍କରି ଦେଇଥିବ ।

୨- ଦ୍ଵିତୀୟ ଭିଡିଓ ରେ ଜଣେ ବ୍ୟକ୍ତି କୁହୁଡି ପଡିଥିବା ସକାଳେ ଏବଂ ଜଂଗଲ ରାସ୍ତା ରେ ନିଜ ଗାଡି କୁ ସ୍ପୀଡ଼ ରେ ନେଇ ଯାଉଥିଲା । ତେବେ କୁହୁଡି ଯୋଗୁଁ କିଛି ଦେଖା ମଧ୍ୟ ଯାଉ ନଥିଲା ତେବେ କିଛି ସମୟ ପରେ ହଠାତ ରୋଡ଼ ଉପରେ ଏକ ହାତୀ ଟି ଛିଡା ହୋଇଥିଲା ତେବେ ଲୋକ ଟି ହଠାତ ଏତେ ବିରାଟ ବଡ଼ ଜୀବ କୁ ଦେଖି ଡରି ଯାଇଥିଲା ଏବଂ ଆପେ ଆପେ ହାତୀ କିଛି କରିବା ପୂର୍ବରୁ ହିଁ ସେ ତଳେ ପଡି ଯାଇଥିଲା । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ମଧ୍ୟ ହେଉଛି ।

 

୩ – ତୃତୀୟ ଭିଡିଓ ରେ ଇଭୋ ନାମ ର ଗୋଟିଏ କୁକୁର ନିଜେ ନିଜକୁ କାମୁଡି କ୍ଷତ କରି ଦେଇଥାଏ । ତେବେ କୁକୁର ଟି ସେମିତି ରେ ଭଲ ଥାଏ ଖେଳେ ବୁଲେ କିନ୍ତୁ ହଠାତ ବେଳେ ବେଳେ ସେ ନିଜେ ନିଜକୁ ହିଁ କାମୁଡି ଦେଇଥାଏ । ତେବେ ସେହି କୁକୁର ର ମାଲିକ ଯେତେବେଳେ ଏହା ଦେଖିଲା ସେତେବେଳେ ସେ ଡାକ୍ତର ଙ୍କୁ ଦେଖାଇଲା ତେବେ ଡାକ୍ତର କହିଲେ କି ଇଭୋ ସେମିତି ରେ ଏବଂ ଶାରୀରିକ ଭାବରେ ସୁସ୍ଥ ଅଛି ।

କିନ୍ତୁ ମାନସିକ ଭାବରେ ଅସୁସ୍ଥ ତେବେ ଏହି କୁକୁର କୁ ପୂର୍ବରୁ ବହୁତ ହଇରାଣ କରା ଯାଇଥିଲା ଯାହା ଯୋଗୁଁ ସେ ଏହି ଭଳି ହୋଇ ଯାଇଛି । ତେବେ ଚିକିତ୍ସା କରିବା ପରେ ବର୍ତ୍ତମାନ ସେ ଠିକ ଅଛି । ୪- ଚତୁର୍ଥ ଭିଡିଓ ରେ ଗୋଟିଏ ସାପ ନିଜର ଡ୍ରାମା କୁ ପରିବେଷଣ କରୁଛି । ତେବେ ସାପ ମାନେ ବହୁତ ଖତରନାକ୍ ଥାଆନ୍ତି ଏବଂ ସେମାନେ କୌଣସି ବି ସମୟରେ ଆକ୍ରମଣ କରି ପାରନ୍ତି ।

ତେବେ କିନ୍ତୁ ଗୋଟିଏ ଜଂଗଲ ରେ ଜଣେ ବ୍ୟକ୍ତି ଏକ ଛୋଟ ସାପ କୁ ଧରି ନେଇଥିଲେ ତେବେ ସାପଟି ବହୁତ ଚାଲାକ ଥିଲା ସେ ନିଜର ମୁହଁ କୁ ଖୋଲି ଏବଂ ଗୁଡେଇ ହୋଇ ଓଲଟା ପଡି ଯାଉଥିଲା ତେବେ ବ୍ୟକ୍ତି ଟି ଫୁଣି ଥରେ ତାକୁ ସିଧା କରିବା ବେଳେ ସେ ଫୁଣି ଥରେ ଓଲଟା ହୋଇ ମରିବା ର ଅଭିନୟ କରୁଥିଲା ଯାହାକୁ ଦେଖି ଆପଣ ନିଜର ହସ କୁ ନିୟନ୍ତ୍ରଣ କରି ପାରିବେ ନାହିଁ ।

୫- ପଞ୍ଚମ ରେ ହେଉଛି ଗୋଟିଏ କୁକୁର ଅଭିନୟ । ତେବେ କୁକୁର ମାନେ ପ୍ରାୟତଃ ବହୁତ ମଜାଦାରିଆ କାମ କରିଥାନ୍ତି ତେବେ ଏହି ଭିଡିଓ ରେ ଗୋଟିଏ କୁକୁର ରାସ୍ତା ପାର ହେବା ପାଇଁ ନିଜ ପଛ ଗୋଡ଼ କୁ ଘୋଷାଡି ଘୋଷାଡି ଯାଉଥିଲା ତେବେ ରାସ୍ତା ରେ ତାର ସାହାର୍ୟ୍ଯ କରିବା ପାଇଁ ଜଣେ ଲୋକ ଯେତେବେଳେ ପାଖକୁ ଆସିଲା ସେତେବେଳେ କୁକୁର ଟି ସେହି ବ୍ୟକ୍ତି କୁ ଦେଖି ସିଧା ଚାଲିବାକୁ ଲାଗିଲା ଏବଂ ଲୋକଟି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଫେରିଗଲା । ତେବେ ଏହି ଦୃଶ୍ୟ ଆପଣ ଦେଖିଲେ ନ ହସି ରହି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *