Tapaswini ଙ୍କ ମାମଲାରେ କୋର୍ଟ ର ନିଷ୍ପତ୍ତି ଆସିବା ପରେ କଂଗ୍ରେସ ବିଧାୟକ Sura Routray ଯାହା କହିଲେ ଶୁଣି ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ । ସୁର ଭାଇ ସବୁ ବେଳେ ନିଜ କଡା କଥା ଓ ସମାଜ ସେବା ପାଇଁ ଚର୍ଚାରେ ରୁହନ୍ତି । ସୁର ଭାଇ ସବୁବେଳେ ଠିକ କଥା କୁହନ୍ତି । ତେବେ ଆପଣ ମାନେ ସମସ୍ତେ ତପସ୍ଵିନୀ ଓ ସୁମିତଙ୍କ ବିବାହ ମାମଲା ବିଷୟରେ ତ ନିଶ୍ଚୟ ଜାଣିଥିବେ ।

ଅନେକ ଦିନ ଧରି ତପସ୍ଵିନୀ ନାୟ ପାଇଁ ନିଜ ସ୍ଵାମୀ ସୁମିତଙ୍କ ଘର ସାମ୍ନାରେ ଧାରଣା ଦେଇ ବସିରହିଥିଲେ । ତେବେ ବର୍ତ୍ତମାନ କୋର୍ଟ ସୁମିତ ଓ ତପସ୍ଵିନୀଙ୍କୁ ଗୋଟିଏ ଘରେ ରହିବା ପାଇଁ ନିର୍ଦେଶ ଦେଇଛନ୍ତି ତେଣୁ ବର୍ତ୍ତମାନ ତପସ୍ଵିନୀ ଏବଂ ସୁମିତ ଗୋଟିଏ ଘରେ ରହି ବୁଝାବଣା କରୁଛନ୍ତି । ସେହି ଘରେ ନା ଶାଶୁ ଶଶୁର ଅଛନ୍ତି ନା ବାପା ମା କେବଳ ତପସ୍ଵିନୀ ଆଉ ସୁମିତ ରହି ବୁଝାବଣା କରୁଛନ୍ତି ।

ତେବେ କୋର୍ଟର ଏହି ନିର୍ଦେଶରେ ଖୁସି ହୋଇ ସୁର ଭାଇ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସୁର ଭାଇ ସୁମିତ ଓ ତପସ୍ଵିନୀଙ୍କ କହିବା ସହ ଓଡିଆ କଳାକାର ଅନୁଭବ ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ବିଷୟରେ ମଧ୍ୟ କିଛି ବଡ ବୟାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୁର ଭାଇଙ୍କ ଏହି ବଡ ବୟାନ ବିଷୟରେ ।

ସୁର ଭାଇଙ୍କ ମତରେ-‘ତପସ୍ଵିନୀ କେସରେ ଆସ୍କା କୋର୍ଟ ଯେଉଁ ଡିସିସନ ଦେଇଛି ମୁ ଅଭିନନ୍ଦନ ଜଣାଉଛି । ଗୋଟେ ଘରେ ତାଙ୍କ ଶଶୁର ଶାଶୁ କେହି ଯିବେନି, ବାପା ମା କେହି ଯିବେନି ସେ ଗୋଟେ ଘର ଭିତରେ ରହିବେ ଦୁଇଜଣ ଯାକ । ଦୁଇଜଣ ଯାକ ରହିବା ପରେ ଘଷାଘଷି ହୋଇ ବନ୍ଧୁତା ଫେରି ଆସିବ ଓ ଏକ ନିବିଡତା ହେବ । ଘଷାଘଷି ମାନେ ମିଶାମିଶି ଆଉ କଣ । ଗୋଟେ ସ୍ଵାମୀ ସ୍ତ୍ରୀ କଣ ହୁଅନ୍ତି ରାତି ୧୦ଟା ପରେ କବାଟ ଦେଇ ତମେ କଣ କର’ ।

ଆଗକୁ ସୁର ଭାଇ କହିଛନ୍ତି-‘ଗୋଟିଏ ଘର ଭିତରେ ରହି ସ୍ନେହ ବଢେଇବ, ପ୍ରେମ ବଢେଇବ, ଏକତା ବଢେଇବ ଓ ସମ୍ପର୍କ ବଢେଇବ ଅଳ୍ପ ଦିନରେ ଯେମିତି ପିଲା ହେବ । ଅନୁଭବ ବର୍ଷା ପାଇଁ ବି କୋର୍ଟ ଏହି ନିର୍ଦେଶ ଦେବା ଉଚିତ । ସେମାନେ ବି ଗୋଟିଏ ଘରେ ରମ୍ପାରମ୍ପି ହେବେ ଆଉ ବଢିଆ ହେବ ।

ଗୋଟିଏ ଘରେ ପଶିବା ମାତ୍ରେ ହେଲା ଏଥିରେ ସନ୍ଦେହ ନାହିଁ । ସେ କଣ ନବୀନ ପଟ୍ଟନାୟକ ହେଇଛି ହେବ ନାହିଁ କି ଆଶ୍ଚର୍ଯ୍ୟ କଥା’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *