ନାଗରାଜ: ଦୁନିଆର ଏମିତି ଏକ ଭୟଙ୍କର ସାପ ଯାହାକୁ ଦେଖି ଭଲ ଭଲ ଲୋକଙ୍କର ବି ଝାଳ ବାହାରି ପଡେ, ପ୍ରଥମ ଥର ପାଇଁ King Cobra ର ରୁଦ୍ର ରୂପ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ସହ ଜଡିତ ଅନେକ ଭିଡିଓ ଦେଖିଥିବେ । ସାପ ମାନଙ୍କ ସହ ଜଡିତ ଅନେକ ଘ-ଟ-ଣା ଓ ଖବର ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖିବାକୁ ପାଉଥିବେ । ସାପର ଅନେକ ପ୍ରଜାତି ଅଛି ଓ ସେଥିମଧ୍ୟରୁ କିଛି ଘା-ତ-କ ମଧ୍ୟ ଅଟନ୍ତି । କିଛି ସାପଙ୍କ ବି-ଷ-ରେ ମଣିଷର ମୃ-ତ୍ୟୁ ହୋଇଥାଏ । ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରଣିକ ମାନ୍ୟତା ରହିଛି । ନାଗ ସାପକୁ ଆଗ କାଳରୁ ପୂଜା ଅର୍ଚ୍ଚନା କରନ୍ତି ।

ତେବେ ଆମ ଭାରତରେ ଏମିତି ଅନେକ ସାପ ଧରାଳି ଅଛନ୍ତି ଯେଉଁ ମାନେ ସାପ ମାନଙ୍କୁ ଉଧାର କରି ଜଙ୍ଗଲରେ ଛାଡି ଥାନ୍ତି । ସେହି ପରି ଜଣେ ସାପ ଧରାଳି ହେଉଛନ୍ତି ମିର୍ଜା ଆରିଫ । ଆପଣ ମାନେ ସମସ୍ତେ ମିର୍ଜା ଆରିଫଙ୍କ ଅନେକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖିଥିବେ । ବେଳେବେଳେ ସାପ ମାନେ ଜନଗହଳି ସ୍ଥାନରେ ଚାଲିଯାନ୍ତି । ମିର୍ଜା ଆରିଫଙ୍କୁ ଏହି ସବୁ ଖବରର ସୂଚନା ମିଳିବା ମାତ୍ରେ ସେ ଘ-ଟ-ଣା ସ୍ଥଳରେ ପହଞ୍ଚି ସାପକୁ ଉଧାର କରନ୍ତି ।

ତେବେ ଯଦି କୌଣସି ଆ-ଘା-ତ ପ୍ରାପ୍ତ ହୋଇଥିବ ତା ହେଲେ ମିର୍ଜା ତାର ଚିକିତ୍ସା କରି ତାକୁ ଜଙ୍ଗଲରେ ଛାଡି ଥାନ୍ତି । ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ମିର୍ଜା ସାପ ମାନଙ୍କର ରାଜା କିଙ୍ଗ କୋବ୍ରାକୁ ଉଧାର କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ମିର୍ଜାଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏକ ଗାଁ ଜଙ୍ଗଲ ଗଛ ଉପରେ କିଙ୍ଗ କୋବ୍ରା ସାପ ବସା ବାନ୍ଧି ରହିଥିଲା । କିଛି ଗାଁ ଲୋକ ପ୍ରଥମେ ଏହି ସାପକୁ ଦେଖି ଭ-ୟ-ବି-ତ ହୋଇ ଯାଇ ଥିଲେ କାରଣ ଏହି ସାପଟି ୧୩ ଫୁଟର ଥିଲା ଓ ବହୁତ ଭ-ୟ-ଙ୍କ-ର ଦେଖା ଯାଉଥିଲା ।

ଲୋକମାନେ ସାପକୁ କୌଣସି ଆ-ଘା-ତ ନଦେଇ ମିର୍ଜାଙ୍କୁ ସାପର ସୂଚନା ଦେଇଥିଲେ । ଏହା ପରେ ସେହି ସ୍ଥାନକୁ ମିର୍ଜା ପହଞ୍ଚି ଥିଲେ । ଅବଶ୍ୟ କିଙ୍ଗ କୋବ୍ରା ସାପଟିକୁ କଣ୍ଟ୍ରୋଲ କରିବା ପାଇଁ ମିର୍ଜାଙ୍କୁ ବହୁତ ସମୟ ଲାଗି ଥିଲା ହେଲେ ସେ ସଫଳତା ପୂର୍ବକୁ ସାପଟିକୁ ଉଧାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମିର୍ଜାଙ୍କର ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *