ଏହି ୫ ଜଣ ବୋଲରଙ୍କ ସାମ୍ନାରେ ସବୁ ବ୍ୟାଟ୍ସମ୍ୟାନ ପଡି ଯାଆନ୍ତି ଫିକା, ନଂ ୧ ଉପରେ ହେବ ନାହିଁ ବିଶ୍ଵାସ, ଦେଖନ୍ତୁ

କ୍ରିକେଟକୁ କହିବାକୁ ଗଲେ ବ୍ୟାଟ୍ସମ୍ୟାନଙ୍କ ଖେଳ କୁହାଯାଏ । କାରଣ ବ୍ୟାଟ୍ସମ୍ୟାନ ମାନଙ୍କ ଚଉକା ଛକା କ୍ରିକେଟ ପ୍ରେମୀମାନଙ୍କୁ ଷ୍ଟାଡିୟମ ପର୍ଯ୍ୟନ୍ତ ନେଇ ଆସେ । କିନ୍ତୁ କିଛି ବୋଲର ଏମିତି ବି ଅଛନ୍ତି, ଯେଉଁମାନଙ୍କ ବୋଲିଙ୍ଗର ଗତି ଦେଖି ବଡ ବଡ ବ୍ୟାଟ୍ସମ୍ୟାନ ମାନଙ୍କ ଝାଳ ବାହାରିଯାଏ । ତାଙ୍କର ବୋଲିଙ୍ଗକୁ ଦେଖି ବ୍ୟାଟ୍ସମ୍ୟାନ ମାନେ ଭୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ୫ ଜଣ ବୋଲରଙ୍କ ବିଷୟରେ କହିବୁ, ଯେଉଁମାନଙ୍କ ସାମ୍ନାରେ ସବୁ ବ୍ୟାଟ୍ସମ୍ୟାନ ଫିକା ପଡି ଯାଆନ୍ତି ।

୧. ଭୁବନେଶ୍ୱର କୁମାର :

ଭୁବନେଶ୍ୱର କୁମାର ଯେତେବେଳେ ବି ବୋଲିଙ୍ଗ କରିବାକୁ ଆସନ୍ତି, ତେବେ ବିପକ୍ଷ ଟୀମ ଉପରେ ବହୁତ ପ୍ରେସର ରହିଥାଏ । ଏମିତିରେ ଭୁବନେଶ୍ୱର କୁମାରଙ୍କ ସାମ୍ନାରେ ସବୁ ବ୍ୟାଟସମ୍ୟାନ ଫିକା ପଡି ଯାଆନ୍ତି ।

୨. ଲକୀ ଫର୍ଗ୍ୟୁସନ :

ଲକୀ ଫର୍ଗ୍ୟୁସନ ନିଜର ଆକ୍ରାମକ ବୋଲିଙ୍ଗ ପାଇଁ ଜଣା ଯାଆନ୍ତି । ଅନ୍ୟ ପଟେ ଲକୀ ଫର୍ଗ୍ୟୁସନ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବ୍ୟାଟ୍ସମ୍ୟାନଙ୍କ ନିଦ ଉଡାଇ ସାରିଛନ୍ତି । ଏମିତିରେ ଲକୀ ଫର୍ଗ୍ୟୁସନଙ୍କ ସାମ୍ନାରେ ସମସ୍ତେ ଫିକା ପଡି ଯାଆନ୍ତି ।

୩. ମିଚେଲ ସ୍ଟାର୍କ :

ମିଚେଲ ସ୍ଟାର୍କ କୌଣସି ବି ବ୍ୟାଟ୍ସମ୍ୟାନଙ୍କୁ ଭୟ କରନ୍ତି ନାହିଁ । କହିବାକୁ ଗଲେ ମିଚେଲ ସ୍ଟାର୍କଙ୍କ ସାମ୍ନାରେ ବ୍ୟାଟିଙ୍ଗ କରିବା ବହୁତ କଷ୍ଟ ଅଟେ । ଏହା ଛଡା ମିଚେଲ ସ୍ଟାର୍କ କେତେକ ମ୍ୟାଚର ନକ୍ସା ହିଁ ବଦଳାଇ ଦିଅନ୍ତି । ଏମିତିରେ ମିଚେଲ ସ୍ଟାର୍କଙ୍କ ସାମ୍ନାରେ ବି ବ୍ୟାଟ୍ସମ୍ୟାନ ଫିକା ପଡି ଯାଆନ୍ତି ।

୪. ଜୋଫ୍ରା ଆର୍ଚର :

ଜୋଫ୍ରା ଆର୍ଚର ବି ନିଜର ବୋଲିଙ୍ଗ ଦ୍ଵାରା କୌଣସି ବି ବ୍ୟାଟ୍ସମ୍ୟାନଙ୍କୁ ଭୟଭୀତ କରି ଦିଅନ୍ତି । ଏମିତିରେ  ଜୋଫ୍ରା ଆର୍ଚରଙ୍କୁ ବି ସବୁ ବ୍ୟାଟ୍ସମ୍ୟାନ ବହୁତ ଭୟ କରିଥାନ୍ତି । ଏମିତିରେ ଜୋଫ୍ରା ଆର୍ଚରଙ୍କ ସାମ୍ନାରେ ସବୁ ବ୍ୟାଟ୍ସମ୍ୟାନ ଫିକା ପଡିଯାନ୍ତି ।

୫. ଶେଲ୍ଡନ କଟରେଲ :

ଶେଲ୍ଡନ କଟରେଲ ଗତ କିଛି ଦିନ ହେବ ଏକ ଭଲ ବୋଲର ରୂପରେ ସମସ୍ତଙ୍କ ସାମ୍ନାକୁ ଆସିଛନ୍ତି । ଏହା ସହିତ ଶେଲ୍ଡନ କଟରେଲ କୌଣସି ବି ବ୍ୟାଟ୍ସମ୍ୟାନଙ୍କୁ ଅତି ସହଜରେ ଚିନ୍ତିତ କରାଇ ଦିଅନ୍ତି । ଏମିତିରେ ଶେଲ୍ଡନ କଟରେଲଙ୍କ ସାମ୍ନାରେ ବି ସବୁ ବ୍ୟାଟ୍ସମ୍ୟାନ ଫିକା ପଡିଯାନ୍ତି ।

Leave a Reply

Your email address will not be published. Required fields are marked *