ପଇତା ଧାରଣ କରିବାରେ ରହିଛି ଅନେକ ଫାଇଦା, ଆସନ୍ତୁ ଜାଣିବା ଏହାର ବୈଜ୍ଞାନିକ ଏବଂ ଧାର୍ମିକ ମହତ୍ଵ

ହିନ୍ଦୁ ଧର୍ମର ୨୪ଟି ସଂସ୍କାର ମଧ୍ୟରୁ ପଇତା ଧାରଣର ସଂସ୍କାର ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ଏହା ଉପନୟନ ସଂସ୍କାର ଅନ୍ତର୍ଗତ ଅଟେ । ସବୁ ହିନ୍ଦୁ ମାନଙ୍କର ସବୁଠୁ ବଡ କର୍ତବ୍ୟ ଅଟେ ପଇତା ପିନ୍ଧିବା ସହିତ ତାର ନୀତି ନିୟମ ପାଳନ କରିବା । ପଇତା ପିନ୍ଧିବା ପରେ ବ୍ରାହ୍ମଣ ବାଳକଙ୍କୁ ଯଜ୍ଞ ତଥା ଅନ୍ୟାନ ପୂଜା କରିବା ପାଇଁ ଅଧିକାର ମିଳିଥାଏ । ତେବେ ଆସନ୍ତୁ ଜାଣିବା ପଇତା ବିଷୟରେ ସବିଶେଷ ତଥ୍ୟ ସମ୍ବନ୍ଧରେ ।

 

Google

ପଇତା କଣ

ସୂତାରେ ତିଆରି ହୋଇଥିବା ଏହି ପବିତ୍ର ପଇତାକୁ ବାମ କାନ୍ଧ ଉପରୁ ନେଇ ଡାହାଣ ହାତ ତଳ ପର୍ଯ୍ୟନ୍ତ ପିନ୍ଧାଯାଇ ଥାଏ । ଏହି ସଂସ୍କାର ରେ କିଛି ନିୟମ କୁହାଯାଇଛି ଯାହାର ବୈଜ୍ଞାନିକ କାରଣ ଅଛି । ଆସନ୍ତୁ ଜାଣିବା ପଇତାର ବୈଜ୍ଞାନିକ ମହତ୍ଵ ଏବଂ ଫାଇଦା ବିଷୟରେ ।

ହୃଦରୋଗ ଏବଂ ରକ୍ତଚାପ ହୋଇନଥାଏ

ପରୀକ୍ଷଣ ଦ୍ଵାରା ଜଣାପଡିଛି କି ପଇତା ପିନ୍ଧିବା ଦ୍ଵାରା ଲୋକଙ୍କୁ ରକ୍ତଚାପ ଏବଂ ହୃଦରୋଗ ର ଶିକାର ହୋଇନଥାନ୍ତି । ପଇତା ପିନ୍ଧିବା ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନା ଠିକ ଭାବେ ହୋଇଥାଏ ।

କାନରେ ପଇତା ଦେବା ଦ୍ଵାରା ସ୍ମରଣଶକ୍ତି ବଢିଥାଏ

Google

ବୈଜ୍ଞାନିକମାନେ କହିଛନ୍ତି କି ଶୌଚ ସମୟରେ ଡାହାଣ କାନରେ ପଇତା ଦେବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । କାନରେ ଚାପ ପଡିବା ଦ୍ଵାରା ମସ୍ତିସ୍କର ସେହି ସ୍ନାୟୁ ଖୋଲିଯାଇ ଥାଏ ଯାହାର ସମ୍ବନ୍ଧ ସ୍ମରଣଶକ୍ତି ସହିତ ଥାଏ ।

ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ

ବୈଜ୍ଞାନିକ ମାନଙ୍କ ଅନୁସାରେ ଶୌଚ ସମୟରେ କାନରେ ପଇତା ଦେବା ଦ୍ଵାରା ରକ୍ତଚାପ ନିୟତ୍ରଣରେ ରହିଥାଏ । ଆପଣଙ୍କୁ ଏହି ତଥ୍ୟ ସବୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅନେକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *