ସ୍ଵାମୀ ଫ୍ଲପ ହେଲେ କ୍ରିକେଟର ତ ସ୍ତ୍ରୀ ଛିଡା କରିଦେଲା କୋଟି କୋଟି ଟଙ୍କାର କମ୍ପାନୀ, ନା ଜାଣିଲେ ଖୁସି ହେଇଯିବେ ଆପଣ

ଆପଣ ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଟିମରେ ଏମିତି ବହୁତ ଖେଳାଳି ଅଛନ୍ତି ଯେଉଁମାନଙ୍କୁ ନିଜର ପ୍ରଦର୍ଶନ ଦେଖାଇବାକୁ ଚାନ୍ସ ମିଳିଥାଏ । କିନ୍ତୁ କିଛି ଖେଳାଳି ଏମିତି ବି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ତ ବହୁତ ଭଲ ହୋଇଥାଏ, କିନ୍ତୁ ତାଙ୍କୁ ଭାରତୀୟ ଟିମ ତରଫରୁ ଖେଳିବା ପାଇଁ ଅଧିକ ଚାନ୍ସ ମିଳି ପାରେ ନାହିଁ । ଯେଉଁ କାରଣରୁ ତାଙ୍କର ଲୋକପ୍ରିୟତା ଶେଷ ହୋଇଯାଏ ଓ ସେମାନେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରେଇ ଯାଆନ୍ତି ।

ଆଜି ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ଟିମର ଏକ ଏମିତି ହିଁ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର କ୍ରିକେଟ କ୍ୟାରିୟର ତ ଫ୍ଲପ ହୋଇଗଲା । କିନ୍ତୁ ସେହି ଖେଳାଳି ଜଣକ ଆଜି ନିଜ ପତ୍ନୀଙ୍କ ପାଇଁ କୋଟି କୋଟି ଟଙ୍କାର ମାଲିକ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କ୍ରିକେଟରଙ୍କ ବିଷୟରେ । ସେହି ଖେଳାଳିଙ୍କ ନାମ ବିନୟ କୁମାର ଅଟେ । ବିନୟ କୁମାର ଭାରତୀୟ କ୍ରିକେଟ ଟିମ ତରଫରୁ ୩୧ଟି ୱାଣ୍ଡେ ଓ ୧ ଟି ଟେସ୍ଟ ମ୍ୟାଚ ଖେଳିଛନ୍ତି ।

ଏହା ଛଡା ସେ ଆଇପିଏଲରେ RCB ଓ ମୁମ୍ବାଇ ଇଣ୍ଡିଆନ୍ସ ଟିମ ତରଫରୁ ବି ଖେଳିଛନ୍ତି । କିନ୍ତୁ ଭଲ ପ୍ରଦର୍ଶନ ହେବା ସତ୍ବେ ବି ଭାରତୀୟ ଟିମର ଚୟନକର୍ତ୍ତାଙ୍କ ନଜରଅନ୍ଦାଜ କାରଣରୁ ବିନୟ କୁମାରଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଫ୍ଲପ ହୋଇଗଲା । କିନ୍ତୁ ଆଜି ସେ ନିଜ ପତ୍ନୀଙ୍କ କାରଣରୁ ବହୁତ ଚର୍ଚାରେ ଅଛନ୍ତି ।

କହିବାକୁ ଗଲେ ବିନୟ କୁମାର ବର୍ଷ ୨୦୧୩ରେ ରୁଚା ସିଂହ ନାମକ ଏକ ଝିଅ ସହ ବିବାହ କରିଥିଲେ । ବିବାହ ପରେ ରୁଚା ସିଂହ ସଙ୍ଗେ ସଙ୍ଗେ ନିଜର ଏକ କମ୍ପାନୀ ଆରମ୍ଭ କରିଲେ ଓ ୬ ବର୍ଷ ପରେ ରୁଚା ସିଂହଙ୍କ ଏହି କମ୍ପାନୀ କୋଟି କୋଟି ଟଙ୍କାର ହୋଇଯାଇଛି । କହିବାକୁ ଗଲେ ସେ ନିଜ ଦମରେ ହିଁ ନିଜର ଏହି ଖେଳ କମ୍ପାନୀକୁ ଛିଡା କରି ଦେଇଛନ୍ତି । ରୁଚା ସିଂହ ବହୁତ ସୁନ୍ଦର ଓ ବୁଦ୍ଧିମାନ ବି ଅଟନ୍ତି ।

ଏହା ଛଡା ରୁଚା ସିଂହ ସୋସିଆଲ ମିଡିଆରେ ବି ବହୁତ ଆକ୍ଟିବ ରୁହନ୍ତି । ସେ ସବୁଦିନ ନିଜର ଫଟୋ ବି ଶେୟାର କରିଥାନ୍ତି । ବିନୟ କୁମାର ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ଟିମର ଅଂଶ ହୋଇ ପାରିଲେ ନାହିଁ । କିନ୍ତୁ ନିଜ ପତ୍ନୀଙ୍କୁ ସାହାର୍ଯ୍ୟ କରି ସେ ଆଜି କୋଟି କୋଟି ଟଙ୍କାର କମ୍ପାନୀର ମାଲିକ ହୋଇ ଯାଇଛନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ କ୍ରିକେଟ ଦୁନିଆ ବିଷୟରେ ଅଧିକ ଖବର ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *