‘ଝିଅ ହାର୍ଟ କାହିଁକି ଚୋକ କରିବ ? ଝିଅକୁ ଫୋର୍ସ ଦେଇ…’ ସମ୍ବନ୍ଧ ବନାଇବା ବେଳେ ନାବାଳିକାଙ୍କ ମୃତ୍ୟୁ ମାମଲାରେ ଏହି ଓକିଲ ମହାଶୟ ଯାହା କହୁଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଲୁଚାଛପା ପ୍ରେମର କରୁଣ ପରିଣତି, ଅକାରଣ ରେ ଜଣେ ପ୍ରେମିକା ର ଜୀବନ ଝଡ଼ି ଗଲା ଆଉ ଏବେ ପ୍ରେମିକ ବାହୁନି ବାହୁନି କାନ୍ଦୁଛି । ଶେଷରେ ପ୍ରେମିକ ଜଣଙ୍କ ପୋଲିସ ଆଗରେ ସବୁ ସତ ଅଗାଳି ଦେଲା । ପ୍ରେମିକା ର ସନ୍ଦେହ ଜନକ ମୃତ୍ୟୁ ହୋଇଛି, ପ୍ରେମିକା କଲେଜ କୁ ନ ଯାଇ ହୋଟେଲ ଯାଇ ଥିଲେ । ଆଉ ସେହି ହୋଟେଲ ରେ ପ୍ରେମିକ ଓ ପ୍ରେମିକା ମିଶି କିଛି ସମୟ ବିତାଇଲେ କିନ୍ତୁ ଅଚାନକ ପ୍ରେମିକା ଜଣଙ୍କର ମୃତ୍ୟୁ ଘଟି ଗଲା ।

ତେବେ ହସ୍ପିଟାଲ ବେଡ଼ ନିକଟରେ ପ୍ରେମିକା ର ଗୋଡ଼ ତଳେ ପଡ଼ି ପ୍ରେମିକ ଜଣଙ୍କ ବାହୁନି ବାହୁନି କାନ୍ଦୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ବରଗଡ଼ ସହର ରେ ଘଟିଛି ଯାହାକୁ ଶୁଣି ଏବେ ସମସ୍ତେ ପ୍ରାୟ ଆଶ୍ଚର୍ଯ୍ୟ ଚକିତ । ନାବାଳିକା ପ୍ରେମିକା ର ଏଭଳି ମୃତ୍ୟୁ କୁ ନେଇ ଅନେକ ସନ୍ଦେହ ମଧ୍ୟ ସୃଷ୍ଟି ହେଉଛି, ହେଲେ ପୋଲିସ ଆଗରେ ପ୍ରେମିକ ସବୁ ସତ ମାନି ନେଇଛି ।

ତେବେ ସୂଚନା ଅନୁଯାଇ ପ୍ରେମିକ ଜଣଙ୍କ ବଲାଙ୍ଗୀର ର ହୋଇ ଥିବା ବେଳେ ପ୍ରେମିକା ଘର ମଧ୍ୟ ବରଗଡ଼ ସହର ରେ । ନାବାଳିକା ଜଣଙ୍କ ବରଗଡ଼ ମହିଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ର ଛାତ୍ରୀ ଆଉ ପ୍ରତିଦିନ ଭଳି ଆଜି ମଧ୍ୟ ସେ କଲେଜ ଅଭିମୁଖେ ବାହାରି ଥିଲେ । ଘରୁ ବାହାରି ବସ ଷ୍ଟାଣ୍ଡ ରେ ପହଞ୍ଚି ଥିଲେ ହେଲେ କଲେଜ ଯିବା ବଦଳ ରେ ଗାଡ଼ିରେ ବସି ବରଗଡ଼ ରେଲୁ୍ୱେ ଷ୍ଟେସନ କୁ ନାବାଳିକା ଜଣଙ୍କ ଯାଇ ଥିଲେ ।

ସେଠାରେ ଅପେକ୍ଷା କରିଥିବା ପ୍ରେମିକ ଙ୍କ ସହ ଏକ ଲଜ କୁ ଯାଇ ଥିଲେ ଆଉ ଲଜ ରେ କିଛି ସମୟ ବିତାଇବା ପରେ ହଠାତ ପ୍ରେମିକା ଅଚେତ ହୋଇ ପଡ଼ି ଥିଲେ । ତେବେ ପ୍ରେମିକ ତୁରନ୍ତ ନାବାଳିକା କୁ ଧରି ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଥିଲେ ଆଉ ସେଠାରେ ଡାକ୍ତର ନାବାଳିକା ଙ୍କୁ ମୃତ ଘୋଷଣା କରିଛନ୍ତି । ବେଡ଼ରେ ପ୍ରେମିକା ଗୋଡ଼ ତଳେ ବସି ଏବେ ପ୍ରେମିକ ବାହୁନି ବାହୁନି କାନ୍ଦୁ ଥିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି ।


ତେବେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ହେଲେ ପୋଲିସ ଆଗରେ ପ୍ରେମିକ ଜଣଙ୍କ ଯାହା କହିଛନ୍ତି ତାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ । ଶାରୀରିକ ସମ୍ପର୍କ ରଖିବା ବେଳେ ପ୍ରେମିକା ଜଣଙ୍କ ହଠାତ ବେହୋସ ହୋଇ ପଡ଼ି ଥିଲେ ଆଉ ତାଙ୍କର ମୃତ୍ୟୁ ଘଟିଛି ବୋଲି ପ୍ରେମିକ ଜଣଙ୍କ ପୋଲିସ ଆଗରେ ସ୍ୱୀକାର କରିଛି ।

ଉଭୟଙ୍କ ମଧ୍ୟରେ ଦୀର୍ଘ ୬ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଛି ବୋଲି ପ୍ରେମିକ ଜଣଙ୍କ କହିଛି । ତେବେ ଘଟଣା ଟି କଣ ଏବେ ପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡ଼ି ନାହିଁ ଆଉ ଯାହାକୁ ନେଇ ଏବେ ପୋଲିସ ଖୋଳତାଳ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *