‘ଝିଅ ଝିଅ କହି, ମୋ ଝିଅର ସବୁ ସାରିଦେଲା ଧରମ ବାପା !’ ଶୁଣନ୍ତୁ କଣ କହୁଛନ୍ତି ଏହି ମହିଳା ଜଣକ, ମୁଣ୍ଡ ପୁରା ଗୋଲ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି ।ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଧରମ ବାପା ସାଜିଛି ରାଆକ୍ଷାସଅ । ଧରମ ବାପ ଝିଅର ମୁଣ୍ଡ ଚିପି ଦେବ କହି ସବୁ ସାରି ଦେଇଛି ।

ମା ଦେଢ ବର୍ଷ ହେବ ଝିଅକୁ କଟକରେ ଛାଡି ରହୁଥିଲା । ସେଠାରେ ଧରମ ବାପ ତାକୁ କହିଲା ସେ କନ୍ୟାଦାନ କରିବି । ହେଲେ ସେ ଝିଅ ଉପରେ ଖରାପ ଦ୍ରୁଷ୍ଟି ପକେଇଲା । ଧରମ ବାପ ଝିଅକୁ କହିଲା ଯଦି ତୁ କାହାକୁ ଜଣେଇବୁ ତା ହେଲେ ତୋତେ ବିଇଶଅ ଦେଇ ମାଆରିଦେଏବି । ମା ଯେତେବେଳେ ଝିଅକୁ ଦେଖିବା ପାଇଁ ଗଲା ସେତେବେଳେ ଝିଅ ମା ହୋଇ ଯାଇଥିଲା ।

ଦିନେ ଝିଅ ଚୁଲି ପାଖରେ ବସିଥିବା ବେଳେ ତାର ମୁଣ୍ଡ ବିନ୍ଧୁ ଥିଲା । ସେହି ସମୟରେ ଝିଅଟି କାନ୍ଦୁ ଥିଲା । ସେତେବେଳେ ଧରମ ବାପ କହିଲା କଣ ପାଇଁ କାନ୍ଦୁଛୁ ଝିଅ କହିଲା ମୋର ମୁଣ୍ଡ ବିନ୍ଧୁଛି । ଏହା ପରେ ଧରମ ବାପ କହିଲା ଆସେ ମୋ ତୋର ମୁଣ୍ଡ ଚିପି ଦେବି ।

ଝିଅ ମନା କରିଲା ହେଲେ ଜୋର ଜଅବରଦଅସ୍ତି ଝିଅ ସହ ସେ ସମମ୍ବନ୍ଧଅ ବନେଇଲା ଆଉ ଝିଅକୁ ମା କରିଦେଲା । ବନ୍ଧୁଗଣ ଝିଅଟି ଏବେ ମାତ୍ର 16 ବର୍ଷର ଅଛି ଆଉ ତାର ଏବେ ଗୋଟେ ପୁଅ ଜନ୍ମ ହୋଇଛି । ମା ଝିଅ ଏବେ ଗଣମାଧ୍ୟମ ସାମ୍ନାରେ ଆସି ଘଟଣା ସମ୍ପର୍କରେ ସବୁ କଥା କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *