ବୋହୂ ତୃପ୍ତି ପାଇଁ Aparajita ଖୋଜୁଛନ୍ତି ୧ ନମ୍ୱର୍ ଓକିଲ ! ପ୍ରକୃତିଙ୍କୁ ଦେବେ ଉଚିତ ଶିକ୍ଷା…

ବନ୍ଧୁଗଣ ନମସ୍କାର, ତେବେ ପ୍ରକୃତି କୁ ଚେକମେଣ୍ଟ ଦେବା ପାଇଁ ତୃପ୍ତି ଖୋଜୁଛନ୍ତି ଟପ୍ ଲୟର । ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କର ଶାଶୁ ଅପରାଜିତା । ପ୍ରକୃତି କରିଥିବା କେସ ର ସଠିକ ଜବାବ କିଭଳି ଦିଆଯିବ ସେଥିପାଇଁ ସେ ଏବେ ଓକିଲ ପରାମର୍ଶ କରୁଛନ୍ତି । ଆଉ ଖୁବ ଶୀଘ୍ର ତାଙ୍କ ଓକିଲ ମଧ୍ୟ ସାମ୍ନା କୁ ଆସିବେ ଏବଂ ଏହା ସହିତ ଏହାକୁ କିଭଳି ଜବାବ ଦିଆଯିବ ସେ ନେଇ ମଧ୍ୟ ସେ ତାଙ୍କର କଥା ରଖିବେ ।

ଯାହା ଶୁଣିବାକୁ ମିଳୁଛି ସେ ପ୍ରକୃତି ଙ୍କୁ ଛାଡ଼ିବେ ନାହିଁ । ଯଦି ପ୍ରକୃତି ନିଜର ଗୁଣରୁ ବାଜ୍ ନ ଆସନ୍ତି ଏବଂ ନିଜର କୁପ୍ରକୃତି ଯଦି ନ ଛାଡ଼ନ୍ତି ତେବେ ସେ ମଧ୍ୟ ସେହି ଭାଷା ରେ ତାଙ୍କୁ ବୁଝାଇବେ ଯେଉଁ ଭାଷା ରେ ବୁଝୁଛନ୍ତି ପ୍ରକୃତି । ପ୍ରକୃତି ଙ୍କୁ ସବୁକିଛି ଜିନିଷ ଭୁଲିଯାଇ ପରିବାର କୁ ଗୋଟିଏ ଠିକ ରୂପରେ ନେବା ପାଇଁ ଅନେକ ସୁଯୋଗ ସେ ଦେଇଛନ୍ତି ।

କିନ୍ତୁ ପ୍ରକୃତି ବାରମ୍ବାର ତାଙ୍କ ଖରାପ ପ୍ରକୃତି ରେ ଏଥିରେ ମୁଣ୍ଡ ପୁରାଇ ଚାଲିଛନ୍ତି । ତେବେ ଅପରାଜିତା ନିଜେ କହିଥିଲେ ଯେ, ଯେତେବେଳେ ସେ ଯାଇଥିଲେ ପ୍ରକୃତରେ ଙ୍କୁ ବୁଝାଇବାକୁ ସେହି ସମୟରେ ମନ୍ମଥ ମିଶ୍ର ଙ୍କ ତରଫରୁ ତାଙ୍କୁ ଅନେକ ଗାଳି ଗୁଳଜ ଦିଆ ଯାଇଥିଲା ଏବଂ ଅଭିଶାପ ଦିଆ ଯାଇଥିଲା ଯେ, ଯଦୁ ବଂଶ ଭଳି ତାଙ୍କ ବଂଶ ଧ୍ୱଂସ ହୋଇଯିବ । ଆଉ ଯଦି ପ୍ରକୃତି ଏହି ସବୁ ଜିନିଷ କରିବାକୁ ଚେଷ୍ଟା କରୁଛନ୍ତି

ତେବେ ଆଇନଗତ ସାହାରା ନେବେ ଅପରାଜିତା ତାଙ୍କ ବୋହୁ ପାଇଁ । ସେଥିପାଇଁ ତାଙ୍କୁ ଖୋଜି ଦେବେ ନମ୍ବର ୧ ଲୟର । ବାବୁସାନ ଙ୍କ ମଧ୍ୟ ଲୟର ରହିଛନ୍ତି । ଏ ନେଇ ଯଦିଓ କେହି କୋୖଣସି କଥା କହୁ ନାହାନ୍ତି କିନ୍ତୁ ଜାଣିବାକୁ ମିଳୁଛି ଯେ ତାଙ୍କ ପାଇଁ ସେ ଏବେ ଟପ୍ ଲୟର ଖୋଜୁଛନ୍ତି । ଯିଏ କି ପ୍ରକୃତି ଙ୍କ ଷଡ଼ଯନ୍ତ୍ର କୁ ନାକାମିୟାବ କରିବେ ଏବଂ ଏହା ସହିତ ପ୍ରକୃତି ଙ୍କୁ ଏଭଳି ଜବାବ ଦେବେ ଯେଉଁଥିରେ ସେ ସୁଧୁରି ଯିବେ । ଦେଖିବାକୁ ବାକି ରହିଲା

ଏ ନେଇ କଣ ଖୁଲାସା କରୁଛନ୍ତି ଅପରାଜିତା ଏବଂ ତାଙ୍କ ପରିବାର । ଏହା ସହିତ ତୃପ୍ତି ଏହି ସବୁ ଜିନିଷ କୁ କେତେ ଥଣ୍ଡା ମସ୍ତିଷ୍କ ରେ ଡିଲ୍ କରୁଛନ୍ତି । କାରଣ ତୃପ୍ତି ଙ୍କ ପାଖରେ ରହିଛି ସବୁ ଘଟଣାର ଠୋସ ପ୍ରମାଣ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *