Exclusive: ସୌମ୍ୟଜିତ କିପରି ଶ୍ଵେତାଙ୍କୁ କରୁଥିଲେ ୟୁଜ ଆଉ ଟର୍ଚର, ଅଡିଓ କଲ୍ ରେ ସବୁ ଗୁମର ଖୋଲିଦେଲେ ଶ୍ଵେତାଙ୍କ ସାଙ୍ଗ, ଶୁଣନ୍ତୁ…

ବନ୍ଧୁଗଣ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତୟଆ ମାମଲା ଏବେ ବିବାଦ ଘେରରେ ରହିଛି । ଶ୍ଵେତାଙ୍କ ଅତମହତୟଆ ମାମଲାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ଶ୍ଵେତାଙ୍କ ପୁରୁଷ ବନ୍ଧୁଙ୍କୁ ଏନେଇ ପଚରା ଉଚରା କରାଯିବ । ୨୬ ବର୍ଷୀୟ ଶ୍ଵେତା କଣ ପାଇଁ ଆତ୍ମହତୟଆ କରିଲେ ଆଉ ତାମହତୟଆ ପଛରେ କେଉଁ କାରଣ ଥାଇ ପାରେ ଏନେଇ ଅନୁସନ୍ଧାନ କରାଯିବ । ପରିବାର ଲୋକେ ଆତ୍ମହତୟଆ ପଛରେ ବ୍ଲାକମେଲ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଉ ଏବେ ଶ୍ଵେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ପୋଲିସ ହିଫାଜତରେ ନେଇ ପଚରା ଉଚରା କରୁଛି । ସୌମ୍ୟଜିତଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି ଶ୍ଵେତାଙ୍କ ପରିବାର ଲୋକ ଆଉ ଏହାରି ମଧ୍ୟରେ ଏକ ଅଡିଓ କଲ୍ ଏବେ ଗଣମାଧ୍ୟମ ହାତରେ ଲାଗିଛି । ଶ୍ଵେତାଙ୍କ ଭାଇ ଏହି ଅଡିଓ କଲ୍ ରେ ଶ୍ଵେତାଙ୍କ ସାଙ୍ଗ ସହ କଥାବାର୍ତ୍ତା କରୁଛନ୍ତି ।

ଶ୍ଵେତାଙ୍କ ଭାଇ ଶ୍ଵେତାଙ୍କ ସାଙ୍ଗକୁ ଘଟଣା ସମ୍ପର୍କରେ ପଚରା ଉଚରା କରୁଛନ୍ତି । ଶ୍ଵେତାଙ୍କ ସାଙ୍ଗ ଏନେଇ କହିଛନ୍ତି-‘ମୁଁ ତା ସହ 4 ତାରିଖ ଦିନ କଥା ହେଇଥିଲି ତା ପରେ ମୁଁ ତା ସହ ଠିକ ସେ କଥା ହେଇନି । ଯେଉଁ ଦିନ ତାର ଡେଥ ହେଲା ସେଦିନ 1 ବେଳେ ମୁଁ ତାକୁ କଲ୍ କରିଥିଲି ସେ ଫିଲ୍ମ ହଲରେ ଥିଲା ସୌମ୍ୟଜିତ ସହ ବୋଲି କହିଲା । ତା ପରେ ଆଉ ମୁଁ ତା ସହ କଥା ହେଇନି ତା ପରେ ତ ଏଭଳି ଘଟଣା ଘଟିଲା ।

4 ତାରିଖ ଦିନ ସେ ମୋତେ ବହୁତ ସାରା କଥା କହିଥିଲା । ତାଙ୍କର ଝଗଡା 6 ମାସ ହେବ ଏମିତି ଚାଲିଛି । ଶ୍ଵେତା ଯେତେବେଳେ ଜାଣିବାକୁ ପାଇଲା ଯେ, ସେ ଥିବା ସମୟରେ ସୌମ୍ୟଜିତ ଆହୁରି ତିନିଟି ଝିଅ ସହ ରିଲେସନରେ ଥିଲା ସେ ସେଥିପାଇଁ ତାକୁ ଆପ୍ରୋଜ କରିଛି । ଶ୍ଵେତା 4 ବର୍ଷ ଯାଏଁ ଆମ କଲେଜରେ ଥିଲା ତାର ଗୋଟେ ବି ଅଫେୟାର ନଥିଲା ।

ଶ୍ଵେତା ଚାହୁଁ ଥିଲା ସେ ଲାଇଫ ଟାଇମ ସୌମ୍ୟଜିତ ସହ ରହିବା ପାଇଁ ଆଉ ତାକୁ ବାରମ୍ବାର କହି ଏ କଥା କ୍ଲିୟର ବି କରିଥିଲା । ସୌମ୍ୟଜିତ ବହୁତ ଥର ତାକୁ ଆଇ ଲଭ ୟୁ କହି ତାକୁ କନଭେନ୍ସ କରାଇ ଥିଲା ଆଉ ରିଲେସନ ସିପରେ ଆସିଥିଲା’ । ତା ହେଲେ ବନ୍ଧୁଗଣ ଏହି ଅଡିଓ କଲ୍ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *