‘କିଏ କହିଲା ମୋ ସ୍ୱାମୀ ଙ୍କ ଝିଅ ଦୋଷ ଅଛି ?’ ମିଡିଆ ଆଗରେ ନିଜ ସ୍ବାମୀଙ୍କ ବିଷୟରେ କିଛି ଏମିତି କହିଲେ ମହିଳା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ନିକଟରେ ଏକ ଏଭଳି ଘ-ଟ-ଣା ଘ-ଟି-ଛି ଯାହାର ପ୍ରକୃତ ସତ୍ୟ କଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ସୂଚନାନୁଯାୟୀ ରୂପେଶ ନାମକ ଜଣେ ବ୍ୟକ୍ତି ଦୁଇ ପହର ରେ ମହିଳା ବେଶରେ ନିଜ ପଡ଼ୋଶୀ ଙ୍କ ଘରକୁ ଯାଇ ଝିଅ ଓ ତା’ ମାଆ ଙ୍କୁ ଛୁ-ରା ମା-ଡ଼ ମଧ୍ୟ କରିଥିଲେ । ରୂପେଶ ଙ୍କ କହିବାନୁସାରେ ସେ ନିଜର ଜୀବନ ବଂଚାଇବା ନିମନ୍ତେ ଏଭଳି ପଦକ୍ଷେପ ନେଇଥିଲେ ।

ତାଙ୍କ କହିବାନୁଯାୟୀ କିଛି ଯୁବକ ତାଙ୍କୁ ଆସି ଧ-ମ-କ ଦେଇଥିଲେ ଏବଂ କହିଥିଲେ ଯେ ତାଙ୍କ ପଡ଼ୋଶୀ ଘରକୁ ଯାଇ ସେହି ଘରର ସଦସ୍ୟ କୁ ମା-ରି-ବା-କୁ । ଯଦି ସେ ଏପରି ନ କରି ଥାନ୍ତେ ତେବେ ସେ ତାଙ୍କୁ ଜୀବନ ରୁ ମା-ରି-ଦେ-ବେ ବୋଲି କହିଥିଲେ । ତେବେ ଏହା ପ୍ରକୃତ ରେ ସତ୍ୟ ଅଥବା ରୂପେଶ ମନଗଢ଼ା କାହାଣୀ କହୁଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁ ନାହିଁ ।

ଏହା ମଧ୍ୟ କୁହାଯାଉଛି ଯେ, ରୂପେଶ ଝିଅ ପ୍ରେମ ରେ ତାଙ୍କ ପଡ଼ୋଶୀ ଙ୍କ ଘରକୁ ଯାଇଛନ୍ତି ଏବଂ ଯେଉଁ କାରଣରୁ ଏଭଳି ଦୁ-ର୍ଘ-ଟ-ଣା ଘ-ଟି-ଛି । ବର୍ତ୍ତମାନ ରୂପେଶ ହସ୍ପିଟାଲରେ ଅଛନ୍ତି । ସେଠାରେ ଉପସ୍ଥିତ ତାଙ୍କ ପତ୍ନୀ ଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ ମିଡିଆ ପ୍ରଶ୍ନ କରିଥିଲା ସେ ମଧ୍ୟ ଉତ୍ତର ରେ କହିଥିଲେ ଯେ, ତାଙ୍କ ସ୍ୱାମୀ ଙ୍କୁ କିଛି ଯୁବକ ଆସି ଛୁ-ରା ମା-ଡ଼ କରି ଚାଲିଗଲେ ।

ଯେତେବେଳେ ତାଙ୍କ ପତ୍ନୀ ଙ୍କୁ ପଚରା ଯାଇଥିଲା ଯେ, ରୂପେଶ ଏଭଳି କାରନାମା ଝିଅ ଦୋ-ଷ ଯୋଗୁଁ କରିଛନ୍ତି ସେତେବେଳେ ତାଙ୍କ ପତ୍ନୀ କ୍ରୋ-ଧି-ତ ହୋଇ ଯାଇଥିଲେ ଏବଂ କହିଥିଲେ ଯେ, କିଏ କହିଲା ମୋ ସ୍ୱାମୀ ଙ୍କ ଝିଅ ଦୋ-ଷ ଅଛି ବୋଲି ଓ ଏହାର ପ୍ରମାଣ କଣ ? ସେ ଏହା ମଧ୍ୟ କହିଥିଲେ ଯେ, ତାଙ୍କୁ ଏହି ସମ୍ବନ୍ଧରେ କୌଣସି କଥା ଜଣା ନାହିଁ ।

ରୂପେଶ ଙ୍କ ହୋସ ରେ ଆସିବା ପରେ ତାଙ୍କୁ ଏହି ସମ୍ବନ୍ଧରେ ପ୍ରଶ୍ନ କରିବା ନିମନ୍ତେ ତାଙ୍କ ପତ୍ନୀ କହିଥିଲେ । ତେବେ ଏହି ଘଟଣା ପଛରେ ପ୍ରକୃତ ସତ୍ୟ କଣ ରହିଛି ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଭୁବନେଶ୍ୱର ପୋଲିସ ଏହି ଘ-ଟ-ଣା ର ତ-ଦ-ନ୍ତ ଆରମ୍ଭ କରି ସାରିଛି । ତ-ଦ-ନ୍ତ ପରେ ହିଁ ଏହି ଘଟଣା ର ପ୍ରକୃତ ସତ୍ୟ କଣ ସ୍ପଷ୍ଟ ରୂପରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *