ଶୈଳଶ୍ରୀ ବିହାରରେ ଚାଞ୍ଚଲ୍ୟକର ଘଟଣା ! ନାରୀ ବେଶରେ ପଡୋଶୀଙ୍କ ଘରେ ପଶି କଲେ ଛୁରାମାଡ, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଦିନ ଦୁଇ ପହର ରେ ମହିଳା ଡ୍ରେସ ପିନ୍ଧି ପଡ଼ୋଶୀ ଙ୍କ ଘରେ ପଶିଥିଲେ । ମା’ ଓ ଝିଅ ଙ୍କୁ ଛୁ-ରା ମା-ଡ଼ ବି କରିଥିଲେ । କିନ୍ତୁ ଏହା ବୟାନ ଦେଇଥିଲେ ଯେ, ନିଜକୁ ବଞ୍ଚାଇବା ନିମନ୍ତେ ଆ-କ୍ର-ମ-ଣ କରିଥିଲି । ସତରେ କଣ ନିଜକୁ ବଞ୍ଚାଇବାକୁ ପଡ଼ୋଶୀ ଙ୍କୁ ଆ-କ୍ର-ମ-ଣ କରିଥିଲେ ରୂପେଶ ? ନା ରୂପେଶ କହୁଛନ୍ତି ମନଗଢା କାହାଣୀ ? ତିନି ଜଣ ବ୍ୟକ୍ତି ଆସି ମୋତେ ପ୍ରଥମେ ଆ-କ୍ର-ମ-ଣ କରିଥିଲେ ଏବଂ ଏହା-ପରେ ମୋତେ ଝିଅ ଡ୍ରେ-ସ ପି-ନ୍ଧା-ଇ ଛୁ-ରୀ ଦେଇ ପଠାଇ ଥିଲେ ତାଙ୍କ ଘରକୁ ।


କହିଥିଲେ ଘରୁ ଯିଏ ବି ବାହାରିବ ମା-ରି-ଦେ-ବୁ । ନଚେତ ଆମେ ତୁମକୁ ମା-ରି-ଦେ-ବୁ । କିଛି ଏଭଳି କହିଥିଲେ ଆ-ହ-ତ ହୋଇ ହସ୍ପିଟାଲ ବେଡ଼ ରେ ପଡ଼ିଥିବା ଯୁବକ ରୂପେଶ କୁମାର ପଣ୍ଡା । ରାଜଧାନୀ ର ଚନ୍ଦ୍ରଶେଖରପୁର ଥା-ନା ଅଞ୍ଚଳରେ କାଲି ଘ-ଟି-ଥି-ଲା ଏଭଳି ଚାଂଚଲ୍ୟକର ଘଟଣା । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱର ରେ ରହୁଥିବା ରୂପେଶ ନାମକ ଜଣେ ଯୁବକ ମ-ହି-ଳା ଡ୍ରେ-ସ ପିନ୍ଧି ପଡ଼ୋଶୀ ଙ୍କ ଘରେ ପ-ଶି ମାଆ ଝିଅ ଙ୍କୁ ଆ-କ୍ର-ମ-ଣ କରିଥିଲେ ଏବଂ ନିଜେ ମଧ୍ୟ ଆ-ହ-ତ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ପରେ ସମସ୍ତଙ୍କୁ ଆ-ହ-ତ ଅବସ୍ଥା ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାଆ ଝିଅ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆ ଯାଇଥିଲା । ତେବେ ରୂପେଶ ଙ୍କ ସ୍ତ୍ରୀ ମଧ୍ୟ ଏହି ଘ-ଟ-ଣା ସମ୍ବନ୍ଧରେ କହିଥିଲେ ଯେ, ଏକାଧିକ ଯୁବକ ଆସି ମୋ ସ୍ୱାମୀ ଙ୍କୁ ଛୁ-ରା ମା-ଡ଼ କରି ଗାଡି ଛ-ଡ଼ା-ଇ ନେଇଗଲେ । ତେବେ କିଏ ଏହି ତିନି ଜଣ ଯୁବକ ? ଯିଏ ରୂପେଶ ଙ୍କୁ ପ୍ରଥମେ ଆ-କ୍ର-ମ-ଣ କରିଥିଲେ ଏବଂ ତାଙ୍କୁ ସ-ମ୍ପୃ-କ୍ତ ମହିଳା ଙ୍କୁ ମା-ରି-ବା ନିମନ୍ତେ ବାଧ୍ୟ କରିଥିଲେ ।

ଏହା ସତ ଅଥବା ରୂପେଶ ଙ୍କ ମନଗଢ଼ା କାହାଣୀ ? ପୋଲିସ ର ତ-ଦ-ନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘ-ଟ-ଣା ଉପରୁ ପ-ର-ଦା ହ-ଟି-ବ । ବର୍ତ୍ତମାନ ତ-ଦ-ନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।ତେବେ ବନ୍ଧୁଗଣ ଆପଣ ମାନେ ଉକ୍ତ ଘ-ଟ-ଣା ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *