ସଉଦା କିଣିବା ବେଳେ ହିରୋଇନ Chnadita କଲେ ଏମିତି କାମ, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ‘ତାରା ତାରିଣୀ’ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି ।


ଏହି ଅଭିନେତ୍ରୀ ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ସେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ଅଭିନୟ କରି ଆସିଛନ୍ତି । ‘ତୋ ଅଗଣା ର ତୁଳସୀ ମୁଁ’ ଧାରାବାହିକ ରେ ମଧ୍ୟ ଏହି ଅଭିନେତ୍ରୀ ଖଳନାୟିକା ଚରିତ୍ର ରେ ଅଭିନୟ କରିଥିଲେ ।

ତେବେ ବର୍ତ୍ତମାନ ସମୟ ରେ ଏହି ଅଭିନେତ୍ରୀ ଙ୍କ ଅନେକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେଉଛି । ଯାହା ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଆପଣ ମାନେ ତ ଜାଣିଥିବେ ବର୍ତ୍ତମାନ ର ସମୟ ରେ ପ୍ରାୟତଃ ବ୍ୟକ୍ତି ଇଂ-ଷ୍ଟା-ଗ୍ରା-ମ ରେ ରିଲସ ଭିଡିଓ ବନାଉଛନ୍ତି । ସାଧାରଣ ବ୍ୟକ୍ତି ଠାରୁ ଆରମ୍ଭ କରି ବଲିଉଡ ହେଉ ଅଥବା ଓଲିଉଡ ସେଲିବ୍ରିଟି ସମସ୍ତଙ୍କୁ ଇଂଷ୍ଟା ରିଲ୍ସ ରେ ଦେଖିବାକୁ ମିଳୁଛି ।

ବର୍ତ୍ତମାନ ଏହି ରିଲ୍ସ ଭିଡିଓ ର ଏକ ଟ୍ରେଣ୍ଡ ଚାଲିଛି । ତାହା ହେଉଛି ସପିଂ ମଲ୍ ରେ ଡାନ୍ସ ଭିଡିଓ ବନାଇବା । ସେହିପରି ଅଭିନେତ୍ରୀ ଛନ୍ଦିତା ମଧ୍ୟ ଏହି ଭିଡିଓ ବନାଇଛନ୍ତି । ଯାହା ଖୁବ ମଜାଦାର ଲାଗୁଛି । ଏହି ଭିଡିଓ ରେ ସେ ନିଜ ବନ୍ଧୁ ମାନଙ୍କ ସହିତ ନଜର ଆସିଛନ୍ତି । ତାଙ୍କର ଏହି ରିଲ୍ସ ଭିଡିଓ କୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି ।

ଏହା ବ୍ୟତୀତ ତାଙ୍କର ଅନେକ ରିଲ୍ସ ଭିଡିଓ ଭା-ଇ-ରା-ଲ ହେବାରେ ଲାଗିଛି ଯାହା ତାଙ୍କ ଫାନ୍ସ ମାନେ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଭଲ ପାଇବା କମେଣ୍ଟ ମାଧ୍ୟମରେ ପ୍ରକାଶ କରୁଛନ୍ତି । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଛନ୍ଦିତା କିପରି ଲାଗନ୍ତି ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *